ସୁରେନ୍ଦ୍ର ଲାଠ: ଭାରତୀୟ ରାଜନୀତିଜ୍ଞ

ସୁରେନ୍ଦ୍ର ଲାଠ (ଜନ୍ମ: ୩୦ ନଭେମ୍ବର ୧୯୪୯) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୦୩ ଅପ୍ରେଲ ୨୦୦୨ରୁ ରାଜ୍ୟ ସଭାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୬ ବର୍ଷ ପରେ ୦୨ ଅପ୍ରେଲ ୨୦୦୮ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ବିମୁଦ୍ରୀକରଣ ପୂର୍ବରୁ ଓଡ଼ିଶାରେ ବିଜେପି ୧୮ଟି ଜିଲ୍ଲାରେ ଜମି କିଣିଥିଲା ବୋଲି ଅଭିଯୋଗ ହୋଇଥିଲା । କେନ୍ଦ୍ରାପଡ଼ାରେ ୨ ଏକର ଜମି ୪୫ ଲକ୍ଷ ଟଙ୍କା ବିନିମୟରେ ସୁରେନ୍ଦ୍ର ଲାଠ କିଣିଥିଲେ ବୋଲି ଆଭିଯୋଗ ହୋଇଥିଲା ।

ସୁରେନ୍ଦ୍ର ଲାଠ
ସଭ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୨୦୦୨ - ୨୦୦୮
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-11-30) ୩୦ ନଭେମ୍ବର ୧୯୪୯ (ବୟସ ୭୪)
ସମ୍ବଲପୁର, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଘରସମ୍ବଲପୁର

ଆଧାର

ବାହାର ଆଧାର

Tags:

ଭାରତୀୟ ଜନତା ପାର୍ଟିରାଜ୍ୟ ସଭା

🔥 Trending searches on Wiki ଓଡ଼ିଆ:

ଭୀମ ପୃଷ୍ଟିଓଡ଼ିଶାର ସଂସ୍କୃତିଢଗ ଢମାଳିସୁକନ୍ୟା ସମୃଦ୍ଧି ଯୋଜନାକାଶୀ ବିଶ୍ୱନାଥ ମନ୍ଦିରକଣ୍ଡୋମଓଡ଼ିଶାରେ ଶିଳ୍ପବୈଦେହୀଶ ବିଳାସଗ୍ରହକଳିଙ୍ଗ, ଭାରତଖ୍ରୀଷ୍ଟ ଧର୍ମନାଗଫେଣୀ ଗଛରାମସାଲବେଗଶିବଲିଙ୍ଗଶର୍ଦ୍ଦିବାମାଚରଣ ମିତ୍ରରମାଦେବୀ ଚୌଧୁରୀରାଣୀ ଲକ୍ଷ୍ମୀବାଈକୁନ୍ତଳା କୁମାରୀ ଆଚାର୍ଯ୍ୟ୧୯୭୫ବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାଗଙ୍ଗାଧର ରଥଅଷ୍ଟ୍ରିଆବୀର ହନୁମାନ ମନ୍ଦିର, ରାୟଗଡ଼ହୃଷୀକେଶ ମଲ୍ଲିକଆଲଜେରିଆଓଡ଼ିଶୀଚୀନମହାପ୍ରସାଦରାମ ନବମୀବିଶ୍ୱନାଥ କରହୃଷୀକେଶ ପଣ୍ଡାଆଲେକ୍‌ଜାଣ୍ଡର୍ ମହାନଲିଙ୍ଗରାଜ ମନ୍ଦିରକୃଷ୍ଣଚନ୍ଦ୍ର ପାଣିଗ୍ରାହୀଚିଙ୍ଗୁଡ଼ିଚିତ୍ତରଞ୍ଜନ ଦାସଅଚ୍ୟୁତାନନ୍ଦ ଦାସଯୌନ ସମ୍ଭୋଗଏଲୋରା ଗୁମ୍ଫାଓଡ଼ିଆ ଭାଷା ଆନ୍ଦୋଳନଫୁଲଲକ୍ଷ୍ମଣ ନାୟକ୩୦ ଜୁନଜଗନ୍ନାଥ ପ୍ରସାଦ ଦାସଭାରତର ସଂସ୍କୃତିବୈକୁଣ୍ଠନାଥ ପଟ୍ଟନାୟକବ୍ରହ୍ମା ମନ୍ଦିର, ବିନ୍ଦୁସାଗରସୁନ୍ଦରଗଡ଼ରୋମଅଣଚାଶ ପବନକମ୍ପ୍ୟୁଟର ବିଜ୍ଞାନ୧୯୯୩ଜାପାନୀ ୟେନ୍ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାବେଦଓଡ଼ିଶାଓଡ଼ଗାଁଗୋପବନ୍ଧୁ ଦାସଅଟିଜିମ୍‌ମାଳଦ୍ଵୀପମାଳିକାଧର୍ମପଦଭାରତୀୟ ସମ୍ବିଧାନଜୁଲିଅସ ସିଜରସାତକଡ଼ି ହୋତାକୋଶଳ କ୍ରାନ୍ତି ଦଳ🡆 More