ବିଷମ କଟକ (କ୍ରମିକ ସଂଖ୍ୟା: ୧୩୯) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିଷମ କଟକ ବ୍ଳକ, ମୁନିଗୁଡ଼ା ବ୍ଳକ, କୋଲନାରା ବ୍ଳକ, ଓ କଲ୍ୟାଣସିଂହପୁର ବ୍ଳକ ।
ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୫,୭୦୨ |
ଜିଲ୍ଲା: | ରାୟଗଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କୋରାପୁଟ |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜଗନ୍ନାଥ ସାରକା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲାକାଙ୍କଠାରୁ ୨୯୧୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲାକା, ବିଜୁ ଜନତା ଦଳ ପ୍ରାର୍ଥୀ ଜଗନ୍ନାଥ ସରକାଙ୍କଠାରୁ ୩୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:
୨୦୦୯ ବିଧାନ ସଭା ନିର୍ବାଚନ, ବିଷମ କଟକ | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ଡମ୍ବରୁଧର ଉଲାକା | ୪୭,୫୫୫ | ୩୪.୫୦ | - | |
ବିଜଦ | ଜଗନ୍ନାଥ ସରକା | ୪୭,୨୦୬ | ୩୪.୨୪ | - | |
ବସପା | ସୁବର୍ଦନୀ ୱଡ଼କା | ୧୪,୦୭୪ | ୧୦.୨୧ | - | |
ଭାଜପା | ବିଦୁଲତା ହୁଇକା | ୭,୭୮୫ | ୫.୬୫ | - | |
ସ୍ୱାଧୀନ | ସାରଙ୍ଗଧର କଡ଼ର୍କା | ୬,୧୮୪ | ୪.୪୯ | - | |
ସ୍ୱାଧୀନ | ଶ୍ରୀଧର କୋରଡ଼ା | ୪,୬୬୧ | ୩.୩୮ | - | |
ସ୍ୱାଧୀନ | ହୀରାଧର ଜଗରଙ୍ଗା | ୪,୧୪୫ | ୩.୦୧ | - | |
ସିପିଆଇ(ମାଲେ) ଲିବରେସନ | ଘାସିରାମ ପ୍ରସ୍କା | ୩,୪୭୩ | ୨.୫୨ | - | |
ସମୃଦ୍ଧ ଓଡ଼ିଶା | ଗୋପି କୋଣ୍ଡାଗରି | ୨,୭୭୭ | ୨.୦୧ | - | |
ଭୋଟ ବ୍ୟବଧାନ | ୩୪୯ | ୦.୨୫* | - | ||
ମତଦାନ ହାର | ୧,୩୭,୮୬୧ | ୭୧.୩୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
This article uses material from the Wikipedia ଓଡ଼ିଆ article ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ), which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.