ସଲଫାସେଟାମାଇଡ

ସଲଫାସେଟାମାଇଡ ହେଉଛି ଏକ ଆଣ୍ଟିବାୟୋଟିକ ଯାହା ନେତ୍ରାବରଣ ପ୍ରଦାହ (bacterial conjunctivitis), ବ୍ରଣ ଏବଂ ସେବୋରିକ ଡର୍ମାଟାଇଟିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଟ୍ରାକୋମା ପାଇଁ ବ୍ୟବହୃତ ହୋଇଥିବାବେଳେ ପାଟିରେ ମଧ୍ୟ ଆଣ୍ଟିବାୟୋଟିକ୍ ଆବଶ୍ୟକ । ଏହା ଚର୍ମରେ ପ୍ରୟୋଗ କରାଯାଏ, କିମ୍ବା ଆଖି ବୁନ୍ଦା କିମ୍ବା ଆଖି ମଲମ ଭାବରେ ମଧ୍ୟ ବ୍ୟବହୃତ ହୁଏ ।

ସଲଫାସେଟାମାଇଡ
ସଲଫାସେଟାମାଇଡ
ସଲଫାସେଟାମାଇଡ
Clinical data
Trade namesBleph-10, Klaron, others
AHFS/Drugs.commonograph
MedlinePlusa601114
Pharmacokinetic data
Elimination half-life7 to 12.8 hours
Identifiers
IUPAC name
  • N-[(4-aminophenyl)sulfonyl]acetamide
ECHA InfoCard100.005.128 Edit this at Wikidata
Chemical and physical data
FormulaC8H10N2O3S
Molar mass୨୧୪.୨୪ g·mol−1
3D model (JSmol)
Melting point182 to 184 °C (360 to 363 °F)
SMILES
  • O=S(=O)(c1ccc(N)cc1)NC(=O)C
InChI
  • InChI=1S/C8H10N2O3S/c1-6(11)10-14(12,13)8-4-2-7(9)3-5-8/h2-5H,9H2,1H3,(H,10,11) checkY
  • Key:SKIVFJLNDNKQPD-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା ଏବଂ ଫୋଡ଼ି ହେବା ଅନୁଭବ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ । ଦୀର୍ଘ ସମୟ ବ୍ୟବହାର କଲେ କବକ ସଂକ୍ରମଣର ଆଶଙ୍କା ବଢ଼ିପାରେ । ଏହା ଏକ ସଲଫୋନାମାଇଡ୍ ଶ୍ରେଣୀର ଔଷଧ ।

୧୯୪୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସଲଫାସେଟାମାଇଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୧୫ ମିଲି ବୋତଲ ଆଖି ବୁନ୍ଦା ପ୍ରାୟ ୨୦ ଡଲାର ହୋଇଥିବାବେଳେ ୨୦୨୧ ସୁଦ୍ଧା ୧୧୮ ମିଲି ବୋତଲ ଚର୍ମ ଲୋସନର ମୂଲ୍ୟ ପ୍ରାୟ ୫୦ ଡଲାର ଥିଲା ।

ଆଧାର

Tags:

en:Bacterial conjunctivitisଟ୍ରାକୋମାନେତ୍ରାବରଣ ପ୍ରଦାହବ୍ରଣସେବୋରିକ ଡର୍ମାଟାଇଟିସ

🔥 Trending searches on Wiki ଓଡ଼ିଆ:

ବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୀତାକାନ୍ତ ମହାପାତ୍ରହନୁମାନ ଜୟନ୍ତୀଚକ୍ରଧର ବେହେରାଉଇକିପାଠାଗାରଜଳଜଗନ୍ନାଥଙ୍କ ବେଶମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ସମ୍ମିଳନୀବେଣୁଧର ରାଉତଅନ୍ତର୍ଜାତୀୟ ମାତୃଭାଷା ଦିବସସମ୍ବାଦ (ଖବରକାଗଜ)ଓଡ଼ିଆଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯କାଳିନ୍ଦୀ ଚରଣ ପାଣିଗ୍ରାହୀଚିଲିକା ହ୍ରଦଜଗନ୍ନାଥ ମନ୍ଦିର, କୋରାପୁଟ୨୬ ଅପ୍ରେଲବକ୍ସି ଜଗବନ୍ଧୁଇଣ୍ଡିଆନ ପ୍ରିମିଅର ଲିଗମୋହିନୀ ଏକାଦଶୀମାନବ ଅଧିକାରର ସାର୍ବଜନୀନ ଘୋଷଣା୧ (ସଂଖ୍ୟା)ଦୈନିକ ଆଶା୨୦୦୬ଶ୍ରୀମନ୍ଦିରର ଗଣେଶ ମନ୍ଦିରବୀର ସୁରେନ୍ଦ୍ର ସାଏଗୀତଗୋବିନ୍ଦସାଇକୋସିସସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ସଫ୍ଟୱେରଗାୟତ୍ରୀବାଳା ପଣ୍ଡାଗୋଦାବରୀଶ ମିଶ୍ରଚୀନଢେଙ୍କାନାଳ ଜିଲ୍ଲାସାଲଭାଡୋର ଡାଲିବିଭୂତି ପଟ୍ଟନାୟକଟୁକୁନି ସାହୁପଣସନମିତା ଅଗ୍ରୱାଲ୧୯୭୬ଶ୍ରୀନିବାସ ରାମାନୁଜନଧାନନାଗାର୍ଜୁନ ବେଶରାଜକିଶୋର ରାୟବର୍ଷାମାସଗୋବିନ୍ଦ ତ୍ରିପାଠୀଏଚଆଇଭି/ଏଡସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରାଷ୍ଟ୍ରୀୟ ପେନସନ ପ୍ରଣାଳୀଇଡ଼ିତାଲ୩୧ ଡିସେମ୍ବରଦଶାବତାରଅଭିମନ୍ୟୁ ସାମନ୍ତସିଂହାରଜ୍ୟୋତି ପ୍ରକାଶ ପାଣିଗ୍ରାହୀଅଖିଳ ମୋହନ ପଟ୍ଟନାୟକନୀଳକଣ୍ଠ ଦାସରତ୍ନାକର ଚଇନିଓଡ଼ିଆ କାବ୍ୟ କବିତାକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କାହ୍ନୁଚରଣ ମହାନ୍ତିଉତ୍ତମ ମହାନ୍ତିହିମାଳୟ୨୬ ଜୁଲାଇମୟୂରଭଞ୍ଜ ରାଜ୍ୟପ୍ଲୀହାଦସ୍ତାBhubaneswarଓଡ଼ିଆ ଭାଷାଡେଙ୍ଗୁ ଜର🡆 More