ଯମେଶ୍ୱର ମନ୍ଦିର: ଓଡ଼ିଶାର ଏକ ଶିବ ମନ୍ଦିର

ଯମେଶ୍ୱର ମନ୍ଦିର ପୁରୁଣା ଭୁବନେଶ୍ୱର ସ୍ଥିତ ଏକ ବ‌ହୁ ପୁରାତନ ଶିବ ମନ୍ଦିର । ବିଶ୍ୱାସ ଅଛି ଯେ ଏହି ମନ୍ଦିରରେ ଯମ ଭଗବାନ ଶିବଙ୍କୁ ପୂଜା କରୁଥିଲେ । ପୁରୁଣା ଭୁବନେଶ୍ୱର ସ୍ଥିତ ଯମେଶ୍ୱର ପାଟଣା ନିକଟତ ଭାରତୀ ମଠ ପାଖରେ ଏହି ମନ୍ଦିର ଅବସ୍ଥିତ।

ଯମେଶ୍ୱର ମନ୍ଦିର
ଯମେଶ୍ୱର ମନ୍ଦିର: ବାସ୍ତୁକଳା, ପର୍ବ-ପର୍ବାଣି, ଅଧିକ ଦେଖନ୍ତୁ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
ଗଂଗବଂଶ

ବାସ୍ତୁକଳା

ମନ୍ଦିରର ମୁଖ୍ୟ ବିମାନ ରେଖା ଦେଉଳ କଳାରେ ତିଆରି, ଜଗ-ମୋହନ ପିଢା ଦେଉଳ କଳା ଓ ମନ୍ଦିର ବାହାରେ ଏକ ନୃତ୍ୟ ମଣ୍ଡପ ମଧ୍ୟ ଅଛି। ମନ୍ଦିରଟି ପ୍ରାକୃତିକ ଦୁର୍ବିପାକ ଯୋଗୁ ମୂଳତଃ ଭଗ୍ନ ଅବସ୍ଥାରେ ଅଛି। ପାଖ ଦେବା ଦେବୀଙ୍କ ସ‌ହ ମନ୍ଦିର ଭିତରେ ପାଖା ପାଖି ୪-୫ ମନ୍ଦିର ଅଛି। ଗର୍ଭଗୃହ ଭିତରେ ଏକ ବିଶାଳ ଆକାରର ଶିବଲିଙ୍ଗ ମଧ୍ୟ ଅଛି।ଏହି ମନ୍ଦିର ଚତୁର୍ପାର୍ଶ୍ୱରେ ବହୁତ କଳାକୃତି ମଧ୍ୟ ରହିଛି ।ଏହାର ପ୍ରାକାର ଲାଟେରାଇଟ ଶିଳାରେ ଗଠିତ। ୧୩-୧୪ ଶତାବ୍ଦିରେ ଏହି ମନ୍ଦିରଟି ଗଙ୍ଗବଂଶର ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। 

ପର୍ବ-ପର୍ବାଣି

ଆଶ୍ୱିନ ମାସରେ ହେଉଥିବା ଯିଉନ୍ତିଆ ଅଥବା ପୁଅ ଯିଉନ୍ତିଆ ଅଥବା ଦୂତୀବାହନ ଓଷା ଏହି ମନ୍ଦିରର ଏକ ପ୍ରମୁଖ ପର୍ବ। କାର୍ତ୍ତିକ ପୁର୍ଣିମା ଓ ମହାଶିବରାତ୍ରୀ ମଧ୍ୟ ଏକ ପ୍ରମୁଖ ପର୍ବ।ପ୍ରତି ସୋମବାରରେ ଏଠାରେ ବହୁତ ଭିଡ ହୁଏ। କୁହାଯାଏ ଭାରିଣୀ ନଖେତ୍ରରେ ଏ ମନ୍ଦିରକୁ ଗଲେ ସବୁ ବିପଦରୁ ମୁକ୍ତି ମିଳେ।

ଅଧିକ ଦେଖନ୍ତୁ

ଚିତ୍ର

ଆଧାର

Tags:

ଯମେଶ୍ୱର ମନ୍ଦିର ବାସ୍ତୁକଳାଯମେଶ୍ୱର ମନ୍ଦିର ପର୍ବ-ପର୍ବାଣିଯମେଶ୍ୱର ମନ୍ଦିର ଅଧିକ ଦେଖନ୍ତୁଯମେଶ୍ୱର ମନ୍ଦିର ଚିତ୍ରଯମେଶ୍ୱର ମନ୍ଦିର ଆଧାରଯମେଶ୍ୱର ମନ୍ଦିର

🔥 Trending searches on Wiki ଓଡ଼ିଆ:

ସତ୍ୟବାଦୀ ବନ ବିଦ୍ୟାଳୟଚିଲିକା (କବିତା)ଓଡ଼ିଆ ଭାଷା ଆନ୍ଦୋଳନହେମୋଫିଲିଆ୨୮ ଫେବୃଆରୀଅନନ୍ତ ପଟ୍ଟନାୟକରଥଯାତ୍ରାଗୋଦର ରୋଗଉଇକିଅଭିଧାନରାଜା ରାମମୋହନ ରାୟଚନ୍ଦନ ଯାତ୍ରାବିଭୂତି ପଟ୍ଟନାୟକଜୟୀ ରାଜଗୁରୁମଧୁସୂଦନ ଦାସଇଣ୍ଡୋନେସିଆଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୋଣାର୍କ ସୂର୍ଯ୍ୟ ମନ୍ଦିରଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରବଣା (ନକ୍ଷତ୍ର)କଣ୍ଡୋମମଇ ଦିବସଗିରିଜା କୁମାର ବଳୀୟାରସିଂହଚାଣକ୍ୟରାସନ କାର୍ଡ଼ (ଭାରତ)ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟପଣା ସଂକ୍ରାନ୍ତିଅଣ୍ଡାମହାନଦୀତରୁଣକାନ୍ତି ମିଶ୍ରଭୀମ ଭୋଇଓଡ଼ିଶାସୂଚନା ପ୍ରଯୁକ୍ତିବିଦ୍ୟାଉଦୟନାଥ ଷଡ଼ଙ୍ଗୀଲୋକ ସଭାମାଟିର ମଣିଷତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଟାହିଆଲାଗି ବେଶଜାହାଙ୍ଗୀରଫେବୃଆରୀ ୨୯ତିଳ ଚତୁର୍ଥୀଓ ଅନ୍ଧଗଳିସୌଭାଗ୍ୟ କୁମାର ମିଶ୍ରବେଦପ୍ରଦୀପ କୁମାର ପାଣିଗ୍ରାହୀବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)vji40କଖାରୁ ଫୁଲ ଭଜାପ୍ରତୀକ୍ଷାହରିପ୍ରସାଦ ଚୌରାଶିଆକୋଣାର୍କସଂକ୍ରାନ୍ତିମୁମ୍ବାଇଓମ'ଙ୍କ ନିୟମ୧୦୫୪ରାସାୟନିକ ମୌଳିକଖଞ୍ଜଣିଚାନ୍ଦ୍ରମାସପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଦ୍ଵାରକାଧୀଶ ମନ୍ଦିରଭଣ୍ଡ ଗଣେଶଇଂଲଣ୍ଡବସନ୍ତ କୁମାର ଶତପଥୀଜଗନମୋହ‌ନ ଲାଲପ୍ରେମଦ୍ୱିତୀୟ ବିଶ୍ୱଯୁଦ୍ଧତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରପୁଷ୍ଟିସାରପ୍ରାଣକୃଷ୍ଣ ପରିଜାଗର୍ଭାବସ୍ଥା🡆 More