ମିଶାଣ

ଯୋଗ ଯାହାକି ପ୍ରାୟତଃ ଯୁକ୍ତ ଚିହ୍ନଦ୍ୱାରା ଲେଖାଯାଏ, ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୋଟିଏ; ଅନ୍ୟଗୁଡ଼ିକ ହେଲା ବିୟୋଗ, ଗୁଣନ ଏବଂ ହରଣ । ଦୁଇଟି ସଂଖ୍ୟାକୁ ମିଶାଇଲେ ତାହାର ମିଶାଣ ଫଳକୁ ହିଁ ଯୋଗ କୁହାଯାଏ । ଯେପରିକି ଡାହାଣପଟ ଛବିରେ ଦୁଇଟି ଏବଂ ତିନୋଟି ସେଉ ଅଛି, ସବୁ ସେଓକୁ ମିଶାଇଲେ ସମୁଦାୟ ପାଞ୍ଚଟି ସେଉ ହେବ । ଯେପରିକି ଗାଣିତିକ ଭାଷାରେ ୩ + ୨ = ୫

ମିଶାଣ
୩ + ୨ = ୫ with ସେଉ, ପାଠ ବହିରେ ଦେଖିବାକୁ ମିଳେ। 

ମିଶାଣ ପ୍ରକ୍ରିୟାର ଗାଣିତିକ ଧର୍ମ

  • ମିଶାଣ ପ୍ରକ୍ରିୟାରେ ଶୁନ ବା ୦ ହେଉଛି ଏପରି ଏକ ସଂଖ୍ୟା ଏହାକୁ ଯୋଗ କରିବାଦ୍ୱାରା ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ତେଣୂ ଶୁନ (୦)କୁ ଯୋଗାତ୍ମକ ଅଭେଦ ମଧ୍ୟ କୁହାଯାଏ ।
  • ପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ ।

ଅର୍ଥାତ : ଗାଣିତିକ ସଂକେତରେ- ପରିମେୟ ହେଲେ କ + ଖ ମଧ୍ୟ ପରିମେୟ ହେବ ।

  • ପରିମେୟ ସଂଖ୍ୟାରେ ଯୋଗ କ୍ରମ ବିନିମୟୀ ନିୟମ ପାଳନ କରେ ।

ଅର୍ଥାତ : ଗାଣିତିକ ସଂକେତରେ- + = + ହେବ ।

  • ପରିମେୟ ସଂଖ୍ୟାରେ ଯୋଗ ସହଯୋଗୀ ନିୟମ ପାଳନ କରେ ।

ଅର୍ଥାତ : ଗାଣିତିକ ସଂକେତରେ- + (+ ) = ( + ) + ହେବ ।

Notes

Footnotes

Tags:

ଗଣିତଗୁଣନହରଣ (ଗଣିତ)

🔥 Trending searches on Wiki ଓଡ଼ିଆ:

ରାଜେନ୍ଦ୍ର କିଶୋର ପଣ୍ଡାଶାରଳା ପୁରସ୍କାରଉତ୍କଳ ଦିବସବୈଷ୍ଣବ ପାଣିଭାରତୀୟ ସଂଖ୍ୟା ପ୍ରଣାଳିଗିରିଧର ଗମାଙ୍ଗଫସ୍‌ଫରସବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅପରେଟିଙ୍ଗ ସିଷ୍ଟମସଚ୍ଚିଦାନନ୍ଦ ରାଉତରାୟପୋଟଳ ରସା୨୬ ଅପ୍ରେଲଶନିବାରହୃଷୀକେଶ ମଲ୍ଲିକଭାରତୀୟ ସ୍ୱାଧୀନତା ଆନ୍ଦୋଳନୟୁ ଟ୍ୟୁବଚାଟ୍ ଜିପିଟିଗୁଗଲକାଶୀ ବିଶ୍ୱନାଥ ମନ୍ଦିରପାପୁଆ ନିଉ ଗିନି୨୦୧୨ସୋନାଲ ମାନସିଂହମାଲେସିଆଧର୍ମେନ୍ଦ୍ର ପ୍ରଧାନଜଣ୍ଡିସ୍ଶ୍ରୀମେହମୁଦ ହୁସେନଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଭାଗବତଓଡ଼ିଶାର ଇତିହାସପୂରଣବାଚକ ସଂଖ୍ୟାନନ୍ଦନକାନନ ଜୀବ ଉଦ୍ୟାନରାମକୃଷ୍ଣ ପରମହଂସପ୍ରସନ୍ନ କୁମାର ପଣ୍ଡାସମ୍ବଲପୁର ଜିଲ୍ଲାଛତୁ ତରକାରୀଅଖିଳ ମୋହନ ପଟ୍ଟନାୟକଦାଶରଥି ଦାସସରୋଜିନୀ ସାହୁବ୍ରଜନାଥ ରଥଟାହିଆଲାଗି ବେଶବିଭୂତି ପଟ୍ଟନାୟକମାର୍ଚ୍ଚ ୨୧ବଳଦେବଜୀଉ ମନ୍ଦିରଭଗବତ ଗୀତାଇଣ୍ଡିଆନ ପ୍ରିମିଅର ଲିଗଡାକ ମୁନସୀରାମଚନ୍ଦ୍ର ମିଶ୍ରରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବିଶ୍ୱନାଥ କରଛାନ୍ଦଡାଲମାଧନୁ (ରାଶି)କଳସା ଚଉତିଶାଦେବସ୍ନାନ ପୂର୍ଣ୍ଣିମାପୁଥୁପ୍ପାଲ୍ଲୀ, କୋଟ୍ଟାୟାମଭାରତୀୟ ସମ୍ବିଧାନମହମ୍ମଦ ମୋକିମ୍ଉଇକିଅଭିଧାନରାଜାରାଣୀ ମନ୍ଦିରଥାଲକୁଡ଼ିଖାରବେଳରାଜକିଶୋର ରାୟବୌଦ୍ଧ ଧର୍ମପ୍ରଧାନ ପୃଷ୍ଠାଓଡ଼ିଆ ରାନ୍ଧଣା୭୦୧କଟକଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଦାବରୀଶ ମହାପାତ୍ରଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ🡆 More