ପ୍ୟାରୀମୋହନ ଆଚାର୍ଯ୍ୟ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ପ୍ୟାରୀମୋହନ ଆଚାର୍ଯ୍ୟ (୫ ଅଗଷ୍ଟ ୧୮୫୧ - ୨୮ ଡିସେମ୍ବର ୧୮୮୧) ଜଣେ ଭାରତୀୟ ଐତିହାସିକ ଓ ସମ୍ପାଦକ ଥିଲେ । ପ୍ୟାରୀମୋହନ ୨୦ ବର୍ଷ ବୟସରୁ ମଧୁସୂଦନ ରାଓ ଓ ଗୋବିନ୍ଦ ରଥଙ୍କ ସହିତ ମିଶି ଓଡ଼ିଆରେ ଉତ୍କଳ ପୁତ୍ର ନାମକ ସମ୍ବାଦପତ୍ର ଆରମ୍ଭ କରି ସେ ତାହାର ପ୍ରକାଶକ ଓ ସମ୍ପାଦକ ମଧ୍ୟ ଥିଲେ । ସେ ନିଜ ଉଦ୍ୟମରେ କଟକରେ ଏକ ବେସରକାରୀ ସ୍କୁଲର ପ୍ରତିଷ୍ଠା କଲେ ଯାହା ପରବର୍ତ୍ତୀ ସମୟରେ ପ୍ୟାରୀମୋହନ ଏକାଡେମୀରେ ପରିଣତ ହୋଇଥିଲା । ଉତ୍କଳରେ ଇତିହାସ ଲିଖନର ଅଭାବ ଦେଖି ସେ ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଉପରେ ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ ।

ପ୍ଯାରୀମୋହନ ଆଚାର୍ଯ୍ୟ
ଜନ୍ମ
ପ୍ୟାରୀମୋହନ ଆଚାର୍ଯ୍ୟ

(1851-08-05)୫ ଅଗଷ୍ଟ ୧୮୫୧
ପଶୁଲୁଣ୍ଡା, କୁଆଁପାଳ, କଟକ ଜିଲ୍ଲା
ମୃତ୍ୟୁ୨୮ ଡିସେମ୍ବର ୧୮୮୧(1881-12-28) (ବୟସ ୩୦)
ଜାତୀୟତାପ୍ୟାରୀମୋହନ ଆଚାର୍ଯ୍ୟ: ଜୀବନୀ, କର୍ମ ଜୀବନ, ଆଧାର ଭାରତୀୟ
ବୃତ୍ତି(ସମୂହ)ଐତିହାସିକ, ସମ୍ପାଦକ
ପ୍ରସିଦ୍ଧିଓଡ଼ିଶା ଇତିହାସର ରଚନାକାର

ଜୀବନୀ

ପ୍ରାରମ୍ଭିକ ଜୀବନ

ସେ ଏକ ଉପନିବେଶୀୟ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ କଟକ ଜିଲ୍ଲା କୁଆଁପାଳ ନିକଟରେ ଥିବା ପଶୁଲୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

କର୍ମ ଜୀବନ

ଉତ୍କଳ ପୁତ୍ର ସମ୍ବାଦପତ୍ରରେ ସେ ଜୋତାର ଦରଖାସ୍ତ ନାମକ ଲେଖାଟିଏ ପ୍ରକାଶ କରିଥିଲେ । ଏହାର ପ୍ରତ୍ୟକ୍ଷ ଅର୍ଥ ଥିଲା ଯେ ତତ୍କାଳୀନ କଟକ ନଗର ପରିଚାଳନା ଅଧିକାରୀ ନଗରକୁ ନିର୍ମଳ ରଖିବାରେ ଅସମର୍ଥ ହୋଇଛନ୍ତି । ଏହାଦ୍ୱାରା ସେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ କ୍ରୋଧର ଶିକାର ହେଲେ । ମାଜିଷ୍ଟ୍ରେଟ ତାଙ୍କୁ ସ୍କୁଲରୁ ବହିସ୍କାର କରିବାପାଇଁ ପ୍ରଧାନ ଶିକ୍ଷକ ଚଣ୍ଡୀ ଚରଣ ବନ୍ଦୋପାଧ୍ୟାୟଙ୍କୁ ନିର୍ଦ୍ଦେଶ ଦେଲେ । ପ୍ୟାରୀମୋହନ ମାଜିଷ୍ଟ୍ରେଟଙ୍କୁ ଭୁଲ ନ ମାଗି କମିଶନର ସାହେବଙ୍କୁ ଭେଟିବା ଲାଗି ବାହାରିପଡ଼ିଥିଲେ । ତା’ପରେ ସେ କଟକରେ ଏକ ବେସରକାରୀ ସ୍କୁଲର ପ୍ରତିଷ୍ଠା କଲେ । ସେତେବେଳେ ସେ ମାସକୁ ୨୫ ଟଙ୍କା ରୋଜଗାର କରୁଥିଲେ । ନିଜର ଗୁଜୁରାଣ ମେଣ୍ଟିବା ଭଳି ରାଶି ରଖି ବାକି ସବୁ ଅର୍ଥ ସେ ଏହି ଅନୁଷ୍ଠାନକୁ ଦାନ କରୁଥିଲେ । ମଧୁସୂଦନ ରାଓଙ୍କ ସହ ମିଶି ଏହି ସ୍କୁଲର ଉନ୍ନତି ପାଇଁ ସେ ପ୍ରତ୍ୟକ୍ଷ ଭାବରେ ଧନୀ ଲୋକମାନଙ୍କଠାରୁ ଅର୍ଥ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ । ଡମପଡ଼ା ରାଜାଙ୍କ ପାଖରେ ମ୍ୟାନେଜରର କାମ କରିବାଯାକେ ସେ ଏହି ସ୍କୁଲକୁ ତଦାରଖ କରୁଥିଲେ । ସ୍କୁଲଟି ତାଙ୍କରି ନାମରେ ନାମିତ ହୋଇ ପ୍ୟାରୀମୋହନ ଏକାଡେମୀ ନାମରେ ଜଣାଶୁଣା ।

ଆଧାର

Tags:

ପ୍ୟାରୀମୋହନ ଆଚାର୍ଯ୍ୟ ଜୀବନୀପ୍ୟାରୀମୋହନ ଆଚାର୍ଯ୍ୟ କର୍ମ ଜୀବନପ୍ୟାରୀମୋହନ ଆଚାର୍ଯ୍ୟ ଆଧାରପ୍ୟାରୀମୋହନ ଆଚାର୍ଯ୍ୟଉତ୍କଳଓଡ଼ିଆ ଭାଷାକଟକଭାରତମଧୁସୂଦନ ରାଓମାଦଳା ପାଞ୍ଜି

🔥 Trending searches on Wiki ଓଡ଼ିଆ:

ଚାଟ୍ ଜିପିଟିମାୟାଧର ମାନସିଂହଗୁରୁବିଶ୍ୱ ନୃତ୍ୟ ଦିବସସାରଳା ଦାସକଳାକଳେବର ଚଉତିଶାହନୁମାନ ଚାଳିଶାସୁନୀଲ ପାଲ୍ବ୍ୟଞ୍ଜନ ବର୍ଣ୍ଣଜାପାନୀ ଭାଷାଜନ ଗଣ ମନକେବେ ତମେ ନାହଁ କେବେ ମୁଁ ନାହିଁକଟକକଳିଙ୍ଗ ଯୁଦ୍ଧବର୍ଷାଗଗନେନ୍ଦ୍ର ନାଥ ଦାଶପଠାଣି ସାମନ୍ତଗଜପତି ଜିଲ୍ଲାଜଗନ୍ନାଥଙ୍କ ବେଶରାଶି ଓ ନକ୍ଷତ୍ରବୌଦ୍ଧ ଧର୍ମବ୍ରହ୍ମୋତ୍ରୀ ମହାନ୍ତିରସାୟନ ବିଜ୍ଞାନରାଧାକୃଷ୍ଣ ବିଶ୍ୱାସରାୟଏକକରାଜତନ୍ତ୍ରଭାରତୀୟ ଜନତା ପାର୍ଟିଓଡ଼ିଶାର ପଞ୍ଚାୟତ ସମିତି ତାଲିକାକେଉଁ ଦୁନିଆରୁ ଆସିଲ ବନ୍ଧୁପଟ୍ଟଚିତ୍ରକାହ୍ନୁଚରଣ ମହାନ୍ତିରାମବାଘଯଦୁମଣି ମହାପାତ୍ରଚଉଷଠି ଯୋଗିନୀ ମନ୍ଦିର, ହୀରାପୁରମହାପ୍ରସାଦକେପ ଭର୍ଡଲଣ୍ଠନଅମର ପ୍ରସାଦ ଶତପଥୀସୂଚନା ଅଧିକାର ଆଇନ ୨୦୦୫ଜୟୀ ରାଜଗୁରୁଓଡ଼ିଆଧରିତ୍ରୀ (୧୯୭୩ର କଥାଚିତ୍ର)ରଜରାମଶଙ୍କର ରାୟପ୍ରାଣବନ୍ଧୁ କରରାମଚନ୍ଦ୍ର ମିଶ୍ରଭାରତୀୟ ମୁଦ୍ରାମାଟିର ମଣିଷଦଶରଥଓଡ଼ିଶା ବିଧାନ ସଭାକଟକ ଜିଲ୍ଲାDharanidhar Bhuyanଗୋପବନ୍ଧୁ ଚୌଧୁରୀମୁଖ୍ୟମନ୍ତ୍ରୀ (ଓଡ଼ିଆ କଥାଚିତ୍ର)ଜୀବନସାଥୀଗୋଲ୍‌ମାଲ୍ଥିଓଟେପାଟୁଇଟରରେ ଆତ୍ମନ୍ ନିଦ୍ରା ପରିହରିଟଙ୍କ ତୋରାଣିବାଲିଯାତ୍ରାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଇନ୍ଦିରା ଗାନ୍ଧୀକରଡିମନୋଜ ଦାସନିତ୍ୟାନନ୍ଦ ଶତପଥୀ🡆 More