ଈ ଓଡ଼ିଆ ବର୍ଣ୍ଣମାଳାର ଏକ ସ୍ୱର ବର୍ଣ୍ଣ । ଏହା ୪ର୍ଥ ସ୍ୱର ବର୍ଣ୍ଣ ବର୍ଣ୍ଣ ଏହାର ନାମ ଦୀର୍ଘ ଇ । ଏହାର ମାତ୍ରା ୀ ବ୍ୟଞ୍ଜନ ବର୍ଣ୍ଣର ଉପରେ ଦିଆହୋଇଥାଏ । ଏହାକୁ ଦେଶିୟ ଅବଧାନମାନେ ଚିତା କହିଥାନ୍ତି ।

ଈ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଉଚ୍ଚାରଣ

ଏହାର ଉଚ୍ଚାରଣ ସ୍ଥାନ ତାଳୁ ।

ଇତିହାସ ଓ ପୁରାଣ

ବ୍ୟବହାର

"" ଯୁକ୍ତ ଦେଶଜ ଶବ୍ଦମାନଙ୍କରେ 'ଈ' ଯୁକ୍ତ ହୋଇ ମଧ୍ୟ ଭାଷାରେ ବ୍ୟବହାର ହୋଇଥାଏ । ଅତଏବ "ଇ" କିମ୍ବା "ଈ" କାର ଥିବା ଦେଶଜ ଶବ୍ଦମାନଙ୍କ ପାଇଁ "ଈ" ଲାଗିଥାଏ ।

ବିଶେଷଣ

ଯେଉଁ ଶବ୍ଦ ଶେଷରେ "ଈ କାର" (" ୀ ") ଲାଗିଥାଏ ତାହାକୁ "ଈକାରାନ୍ତ" ଶବ୍ଦ କୁହାଯାଏ ।

ପ୍ରତ୍ୟୟ

ସାଧାରଣ ଅକାରାନ୍ତ ଶବ୍ଦରେ "ଈ" ଯୋଗ ହେଲେ ତାହା ସ୍ତ୍ରୀଲିଙ୍ଗ ହୋଇଥାଏ ।

    ଯଥା - ନଟ - ନଟୀ, ନର - ନାରୀ, ଛାଗ - ଛାଗୀ, ନଦ - ନଦୀ

"ଈ" କାର (" ୀ ")

ବ୍ୟଞ୍ଜନ ବର୍ଣ୍ଣରେ "ଈ" କାର (" ୀ ") ମାତ୍ରା ଯୋଗ ହୋଇଥାଏ । ଆଗକାଳରେ ଚାହାଳିରେ ଅବଧାନମାନେ ଏହାକୁ ଆଙ୍କୁଡ଼ି ବା ଆଙ୍କୁଶି ବୋଲି ବୁଝାଇଥାନ୍ତି ।

ବେଳେ ବେଳେ ଏହା କ୍ଷୁଦ୍ରତାବାଚକ ମଧ୍ୟ ହୋଇଥାଏ ।

    ଯଥା: ଘଟ - ଘଟୀ, ଚାଳ - ଚାଳୀ

କମ୍ପ୍ୟୁଟର କୋଡ଼

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B08 ଓ "ଈକାର" (" ୀ ")ର କୋଡ଼ ହେଲା : 0B40

ଆଧାର

Tags:

ଈ ଉଚ୍ଚାରଣଈ ଇତିହାସ ଓ ପୁରାଣଈ ବ୍ୟବହାରଈ କମ୍ପ୍ୟୁଟର କୋଡ଼ଈ ଆଧାରବ୍ୟଞ୍ଜନ ବର୍ଣ୍ଣସ୍ୱର ବର୍ଣ୍ଣ

🔥 Trending searches on Wiki ଓଡ଼ିଆ:

୧୯ ମାର୍ଚ୍ଚବିକ୍ରମ କେଶରୀ ଦେଓୟେଭାଡୁସମାଜ (ଖବରକାଗଜ)୨୦୦୬ତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୌତମ ବୁଦ୍ଧଇଉକାଲିପଟାସ୍ଟଙ୍କ ତୋରାଣିଭାରତ୧୮୮୨କର୍ପୁରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଶିରିଡ଼ିଅମାଲୁସ୍ୱାମୀ ବିବେକାନନ୍ଦମହାଭାରତମେଘନାଦ ପ୍ରାଚୀରଇନ୍ଦିରା ଗାନ୍ଧୀନିରଞ୍ଜନ ରାଉତସ୍ତୁତି ଚିନ୍ତାମଣିଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଚତୁର୍ଭୁଜରସାବଳିରମାକାନ୍ତ ରଥଦି ଟାଇମସ୍ ଅଫ୍ ଇଣ୍ଡିଆବାଘସୁଖ ସଂସାରଓଡ଼ିଆ ନାଟକକୁପୋଷଣଏ. ପି. ଜେ. ଅବଦୁଲ କଲାମବସନ୍ତ କୁମାର ଶତପଥୀଜଗନ୍ନାଥ ଦାସ୧୯୯୨ଗୋପବନ୍ଧୁ ଦାସବୃହସ୍ପତି (ଜ୍ୟୋତିଷ)ମହାତ୍ମା ଗାନ୍ଧୀସକାଳ ଧୂପସରସ୍ୱତୀ୧୯୦୦ଶିବ୧୧୯୩ଦଶରଥସ୍ୱର୍ଣ୍ଣ ମନ୍ଦିରଟୁକୁନି ସାହୁକନକ ମଞ୍ଜରୀ ମହାପାତ୍ରମହାପାତ୍ର ନୀଳମଣି ସାହୁଗୁଗଲ ମ୍ୟାପ୍ସରଜନୀଗନ୍ଧା (ଫୁଲ)ଗୋପୀନାଥ ମହାନ୍ତିଗେମ ଅଫ ଥ୍ରୋନ୍ସସୁରମା ପାଢ଼ୀଗୋଦାବରୀଶ ମିଶ୍ରଚୈତନ୍ୟଶାରଳା ପୁରସ୍କାରଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାପଠାଣି ସାମନ୍ତବିନୋବା ଭାବେମଘା (ନକ୍ଷତ୍ର)ଆଫଗାନିସ୍ତାନତପସ୍ୱିନୀ୧ ଅପ୍ରେଲଶିଶୁ ଅନନ୍ତ ଦାସବିନୋଦ ଚନ୍ଦ୍ର ନାୟକଚିତାଗଛପ୍ରତାପ କେଶରୀ ଦେବଶ୍ରୀନିବାସ ରାମାନୁଜନଗୋବିନ୍ଦ ତ୍ରିପାଠୀଅବସର୨ (ସଂଖ୍ୟା)ମୁଁ ପ୍ରେମୀ ମୁଁ ପାଗଳଠିଆକିଆ ବେଶପ୍ରଭାତ ରଞ୍ଜନ ବିଶ୍ୱାଳ🡆 More