ଲଣ୍ଠନ: ବହନୀୟ ଆଲୋକ ଉପକରଣ |

ଲଣ୍ଠନ ବିଭିନ୍ନ ପ୍ରକାର ଯେମିତି କିରୋସିନ୍, ପେଟ୍ରୋମାକ୍ସ୍ କିମ୍ବା ବିଦ୍ୟୁତ୍ ଚାଳିତ ଆଲୋକ ଉପକରଣ ହୋଇପାରେ। କିନ୍ତୁ ଓଡି଼ଶାରେ ଲଣ୍ଠନ କହିଲେ ସାଧାରଣତଃ କିରୋସିନ୍ ଚାଳିତ ଲଣ୍ଠନକୁ ବୁଝାଯାଏ। ଲଣ୍ଠନ ଭିତରେ ମହମବତୀ, କିରୋସିନ୍ ସଳିତା, ପେଟ୍ରୋମାକ୍ସ୍ ମେଣ୍ଟଲ୍ କିମ୍ବା ବିଦ୍ୟୁତ୍ ବତୀ ଆଲୋକର ଉତ୍ସ ଭାବରେ ବ୍ୟବହାର ହୋଇଥାଏ। ଖୋଲା ଆଲୋକ ଉତ୍ସ ଯେମିତି ମହମବତୀ କିମ୍ବା ଡିବିରି ବତୀରୁ ଅନେକ ପ୍ରକାରେ ଅଗ୍ନି ବିପତ୍ତି ହେବାର ସମ୍ଭାବନା ଥିବା ବେଳେ ଲଣ୍ଠନ ଏକ ନିରାପଦ ବତୀ ଭାବରେ ବ୍ୟବହାର କରାଯାଇଥାଏ। ପ୍ରକୃତରେ ଲଣ୍ଠନର ଉଦ୍ଭାବନ ନିରାପଦ ଆଲୋକ ପାଇବା ଉଦ୍ଦେଶ୍ୟରେ ହିଁ ହୋଇଥିଲା। ଅଧିକନ୍ତୁ ଘର ବାହାରେ ଲଣ୍ଠନର ଆଲୋକ ଉପରେ ପବନର ପ୍ରଭାବ ବିଶେଷ ନଥାଏ।

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଅନ୍ନଦା ଶଙ୍କର ରାୟନବୀନ ପଟ୍ଟନାୟକଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧରିତ୍ରୀ (ଖବରକାଗଜ)ମାୟାଧର ମାନସିଂହଗାଲୁଆସିଦ୍ଧାନ୍ତ ମହାପାତ୍ରପ୍ରଥମ ବିଶ୍ୱଯୁଦ୍ଧଧର୍ମଉପେନ୍ଦ୍ର ଭଞ୍ଜସଂକ୍ରାନ୍ତିସାମାଜିକ ଆନ୍ଦୋଳନପଖିଆଗୋପବନ୍ଧୁ ଚୌଧୁରୀ୧୯୮୪ମେହମୁଦ ହୁସେନସୁନାମୁମ୍ବାଇଇତିହାସସମୀର ରଞ୍ଜନ ଦାଶଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଛାନ୍ଦବରଗଛତରୁଣକାନ୍ତି ମିଶ୍ରକାହ୍ନୁଚରଣ ମହାନ୍ତିନୀଳକଣ୍ଠ ଦାସଧରିତ୍ରୀମାର୍ଚ୍ଚ ୨୧ବିସ୍ଥାପିତ କାନ୍ଧ ଗଣ୍ଠିଓଡ଼ିଶା୧ (ସଂଖ୍ୟା)ତପନ କୁମାର ପ୍ରଧାନଓଡ଼ିଶାର ଇତିହାସମାଲକାନଗିରି ଜିଲ୍ଲାଗୋପାଳ କୃଷ୍ଣ ରଥଆଉରଙ୍ଗଜେବ୧୯୦୫କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକୁଜିବର ପ‌ତ୍ରପଥ ଓ ପୃଥିବୀଅଂଶୁଘାତଭକ୍ତ ଚରଣ ଦାସମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାପାଇକ ବିଦ୍ରୋହଉଦ୍ଭିଦଏମିସ ଲୋକସୋନପୁର ରାଜ୍ୟବିଜୟ ଶଙ୍କର ଦାସପ୍ରେମଶୀତଳ ଷଷ୍ଠୀ ଯାତ୍ରାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସତ୍ୟେନ୍ଦ୍ର ନାଥ ବୋଷଅନନ୍ତ ବାସୁଦେବ ମନ୍ଦିରଅଂଶୁପା ହ୍ରଦଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବସନ୍ତ କୁମାର ଶତପଥୀମଇ ଦିବସଫକୀର ମୋହନ ସେନାପତିବିରିୟାନୀଶ୍ରାଦ୍ଧସତୀ ଅନୁସୂୟାଗଣନ ସଂଖ୍ୟାଗୋଦାବରୀଶ ମିଶ୍ରଜନ ଗଣ ମନକୁଞ୍ଜବିହାରୀ ଦାଶରାମ ନବମୀଲୋକ ସଭାହନୁମାନବାମାଚରଣ ମିତ୍ରସୌଭାଗ୍ୟ କୁମାର ମିଶ୍ରଇନ୍ଦିରା ଗାନ୍ଧୀ🡆 More