ପୁରୀ ବେଳାଭୂମି

19°49′N 85°50′E / 19.81°N 85.83°E / 19.81; 85.83

ପୁରୀ ବେଳାଭୂମି
ପୁରୀ ସମୁଦ୍ର କୂଳ

ପୁରୀ ବେଳାଭୂମି ଓଡ଼ିଶାର ପୁରୀଠାରେ ଥିବା ବଙ୍ଗୋପ ସାଗର ତଟବର୍ତ୍ତୀ ଗୋଟିଏ ବିସ୍ତୃତ ବେଳାଭୂମି । ଏହା ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗଦ୍ୱାରା ଚିହ୍ନିତ ଏକ ପର୍ଯ୍ୟଟନ ସ୍ଥଳୀ । ଏହାର ମରାମତି ଓ ପରିଚାଳନା ଭାର ପୁରୀ ନଗରପାଳିକା (ପିଏମସି) ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଉପରେ ନ୍ୟସ୍ତ । ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସୁଥିବା ତୀର୍ଥଯାତ୍ରୀମାନେ ଏଠାରେ ସ୍ନାନ ନିମନ୍ତେ ଆସିଥାନ୍ତି ।

ଅବସ୍ଥିତି

ପୁରୀ ବେଳାଭୂମି ପୁରୀ ସହରରେ ଚକ୍ରତୀର୍ଥ ରୋଡ଼ ଧାରରେ ଅବସ୍ଥିତ । ଏହା ରାଜଧାନୀ ଭୁବନେଶ୍ୱରଠାରୁ ୬୦ କିମି ଦୂର ଏବଂ କୋଣାର୍କଠାରୁ ୩୫ କିମି ଦୂରରେ ଅବସ୍ଥିତ ।

ଯାତାୟତ ସୁବିଧା

ପୁରୀ ବେଳାଭୂମିଠାରୁ ନିକଟବର୍ତ୍ତୀ ଷ୍ଟେସନ ପୁରୀ ରେଳ ଷ୍ଟେସନ ୨ କିମି ଏବଂ ନିକଟବର୍ତ୍ତୀ ବିମାନବନ୍ଦର ଭୁବନେଶ୍ୱର ୬୫ କିମି ଦୂର । ଏହା ବ୍ୟତୀତ ଜଗନ୍ନାଥ ସଡ଼କ (ଜାତୀୟ ରାଜପଥ ୩୧୬) ଯାତାୟତ ନିମନ୍ତେ ବ୍ୟବହୃତ ହୋଇଥାଏ ।

ମୁଖ୍ୟ ଆକର୍ଷଣ

  • ସୁଦର୍ଶନ ପଟ୍ଟନାୟକ ତଥା ଅନ୍ୟାନ୍ୟ ବାଲୁକା ଶିଳ୍ପୀମାନଙ୍କଦ୍ୱାରା ବାଲୁକା ଶିଳ୍ପକଳା ପ୍ରଦର୍ଶନ
  • ପର୍ଯ୍ୟଟକମାନଙ୍କ ସୂର୍ଯ୍ୟସ୍ନାନ ଏବଂ ସମୁଦ୍ର ମନୋରଞ୍ଜନ ସ୍ନାନ।
  • ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କଦ୍ୱାରା ଶୁଖିଲା ଘାସ ଓ ନଡ଼ାରେ ତିଆରି ତିନିକୋଣିଆ ଅସ୍ଥାୟୀ ଆଶ୍ରୟସ୍ଥଳୀ । ଏଠାରେ ବସି ଦର୍ଶକଗଣ ବେଳାଭୂମି ଉପଭୋଗ କରିଥାନ୍ତି ।
  • ବେଳାଭୂମିରେ ରଖାଯାଇଥିବା କାଠରେ ତିଆରି ଡଙ୍ଗା ଦର୍ଶକମାନଙ୍କୁ ସୂର୍ଯ୍ୟାସ୍ତ ଦର୍ଶନ ନିମନ୍ତେ ସମୁଦ୍ର ମଝିକୁ ନେବପାଇଁ ବ୍ୟବହୃତ ହୋଇଥାଏ ।
  • ଚକ୍ରତୀର୍ଥ ଦିଗରେ ଥିବା ଚରାବାଲିରେ ପର୍ଯ୍ୟଟକମାନେ ଚାଲିଚାଲି ବୁଲିଥାନ୍ତି ।
  • ବାର୍ଷିକ ପୁରୀ ବେଳାଭୂମି ମହୋତ୍ସବ ଉଭୟ ସ୍ଥାନୀୟ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିଥାଏ ।
  • ବତୀଘର।
  • ବେଳାଭୂମି ଉପରେ ଥିବା ଅସ୍ଥାୟୀ ଦୋକାନ ବଜାର।
  • ଏହା ମନ ଶାନ୍ୱୀ ପାଇ ଏକ ଭଲ ସ୍ଥାନ ।

ଛବି ସଙ୍କଳନ

ଆଧାର

Tags:

ପୁରୀ ବେଳାଭୂମି ଅବସ୍ଥିତିପୁରୀ ବେଳାଭୂମି ଯାତାୟତ ସୁବିଧାପୁରୀ ବେଳାଭୂମି ମୁଖ୍ୟ ଆକର୍ଷଣପୁରୀ ବେଳାଭୂମି ଛବି ସଙ୍କଳନପୁରୀ ବେଳାଭୂମି ଆଧାରପୁରୀ ବେଳାଭୂମି

🔥 Trending searches on Wiki ଓଡ଼ିଆ:

ଅଂଶୁପା ହ୍ରଦଅନ୍ନଦା ଶଙ୍କର ରାୟସମର ସଲିମ ସାଇମନଚିତ୍ତରଞ୍ଜନ ତ୍ରିପାଠୀଚନ୍ଦନ ଯାତ୍ରାଆନନ୍ଦ ଶଙ୍କର ଦାସଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଣ୍ଡା ରୋଲଅର୍ଥଶାସ୍ତ୍ରଚିଲିକା (ବହୁବିକଳ୍ପ)ଚିତ୍ତରଞ୍ଜନ ଦାସ୧୭୪୬ବିନ୍ଦୁତମନ୍ନା ବ୍ୟାସଏ. ପି. ଜେ. ଅବଦୁଲ କଲାମବୀର ସୁରେନ୍ଦ୍ର ସାଏଓଡ଼ିଆ କବି ମାନଙ୍କର ତାଲିକାଶ୍ରୀତମ ଦାସଓଡ଼ିଆତାଳଧ୍ୱଜରସଗୋଲାଉତ୍କଳ ସମ୍ମିଳନୀମାଗୁଣିର ଶଗଡ଼ (କଥାଚିତ୍ର)ବୈଶାଖରୋହିତ ଶର୍ମା୫ ନଭେମ୍ବର୩୦ ଅପ୍ରେଲଛବିଳ ମଧୁ ବର୍ଣ୍ଣବୋଧଦୀପା ସାହୁ (୧୯୮୫ ଜନ୍ମ)ଆନ୍ତର୍ଜାତିକ ମହିଳା ଦିବସସତ୍ୟେନ୍ଦ୍ର ନାଥ ବୋଷନଇ ଆରପାରିପ୍ଲୀହାକାଗଜବିଦ୍ୟାଳୟଶେର ଶାହ ସୁରୀଶନିବାରଓଡ଼ିଆ ଖବରକାଗଜ ତାଲିକାମେସିନ ଲର୍ଣ୍ଣିଙ୍ଗ୍ଚିଲିକା ହ୍ରଦଶୀତଳ ଷଷ୍ଠୀ ଯାତ୍ରାଭାରତୀୟ ମହାକାଶ ଗବେଷଣା ସଂସ୍ଥାମହାପ୍ରସାଦପୂରଣବାଚକ ସଂଖ୍ୟାଅଣସରଗଙ୍ଗାଧର ମେହେରରାମଶଙ୍କର ରାୟସ୍ତନବେଦଅଷ୍ଟ୍ରିଆହେମୋଫିଲିଆସାରଥୀ ବାବାନାରାୟଣ ସାହୁବର୍ଷାବିଦ୍ୟୁତପ୍ରଭା ଦେବୀଜୁନପ୍ରଥମ ଭାସ୍କରଯାଜପୁର ଜିଲ୍ଲାଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସତୀ (ହିନ୍ଦୁ ଦେବୀ)ପାରମିତା ଶତପଥୀଛାରପୋକଶୈଳବାଳା ଦାସଦେବଗଡ଼ ଜିଲ୍ଲାଅମାବାସ୍ୟାର ଚନ୍ଦ୍ରଲକ୍ଷ୍ମୀ ପୁରାଣପଲଉପ୍ରଯୁକ୍ତି ବିଦ୍ୟାରାଶି ଓ ନକ୍ଷତ୍ର🡆 More