ବଙ୍ଗୋପସାଗର

ବଙ୍ଗୋପସାଗର ବା ବଙ୍ଗ ଉପସାଗର ପୃଥିବୀର ସର୍ବବୃହତ ଉପସାଗର, ଏହା ଭାରତ ମହାସାଗରର ଉତ୍ତର-ପୂର୍ବ ଭାଗ । ଇଂରେଜ ମାନକ ଆସିବା ପୂର୍ବରୁ ଏହାର ନାମ କଳିଙ୍ଗ ସାଗର ଥିଲା । ଭାରତ, ବାଂଲାଦେଶ ଏବଂ ମିଆଁମାର ସମେତ ଅନେକ ଦକ୍ଷିଣ ଏସୀୟ ଦେଶ ବଙ୍ଗୋପସାଗର ଉପରେ ନିର୍ଭରଶୀଳ |

ବଙ୍ଗୋପସାଗର
ବଙ୍ଗୋପସାଗର
ବଙ୍ଗୋପସାଗର ମାନଚିତ୍ର
ଅବସ୍ଥାନ ଦକ୍ଷିଣ ଏସିଆ
ପ୍ରକାର ଉପସାଗର
ପ୍ରାଥମିକ ସ୍ରୋତ ଭାରତ ମହାସାଗର
ଉପକୂଳ ଦେଶ ଭାରତ, ବଙ୍ଗଳାଦେଶ, ଥାଇଲାଣ୍ଡ, ମିଆଁମାର, ଇଣ୍ଡୋନେସିଆ, ମାଲେସିଆ, ଶ୍ରୀଲଙ୍କା
ସର୍ବାଧିକ ଦୈର୍ଘ୍ୟ 2,090 km; c.1,300 mi
ସର୍ବାଧିକ ପ୍ରସ୍ଥ 1,610 km; 1,000 mi
କ୍ଷେତ୍ରଫଳ 2,172,000 km²
ହାରାହାରି ଗଭୀରତା 2,600 m ; 8,500 feet
ସର୍ବାଧିକ ଗଭୀରତା 4,694 m ; 15,400 feet

ଆଧାର

ଅଧିକ ତଥ୍ୟ


Tags:

🔥 Trending searches on Wiki ଓଡ଼ିଆ:

ପୂର୍ବେଶ୍ୱର ଶିବ ମନ୍ଦିରଶେଷ ଶ୍ରାବଣମଧୁସୂଦନ ଦାସ୨୯ ଅପ୍ରେଲବାଲେଶ୍ୱର ଜିଲ୍ଲାପୁରୀନକ୍ସଲବାଦଗଣନ ସଂଖ୍ୟା୧ ସେପ୍ଟେମ୍ବରଫୁଲମାର୍ଚ୍ଚବାସନ୍ତୀ୮ ଫେବୃଆରୀ୧୭ ଅପ୍ରେଲଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁଗଲବ୍ରାହ୍ମ ସମାଜଔଷଧୀୟ ଗଛଲତାମାନଙ୍କର ତାଲିକାଓଡ଼ିଶାଯଦୁମଣି ମହାପାତ୍ର୧୧ ଅପ୍ରେଲପ୍ରଧାନ ପୃଷ୍ଠାଭାରତୀୟ ଜାତୀୟ କଂଗ୍ରେସପଦାର୍ଥ ବିଜ୍ଞାନଇଷ୍ଟ୍ରାଡେଫାଇଲିନପ୍ରହ୍ଲାଦ ନାଟକଉଇକିକଥାରାଧାନାଥ ରାୟସଂସଦୀୟ ଗଣତନ୍ତ୍ର୨୦୧୪ସାହି ଯାତରେବତୀ (କ୍ଷୁଦ୍ରଗଳ୍ପ)ପ୍ରଣବ ପ୍ରକାଶ ଦାସବିଭୂତି ପଟ୍ଟନାୟକଶୁକ୍ର୮ ଅପ୍ରେଲଉଦ୍‌ଜାନଗୋପୀନାଥ ମହାନ୍ତିପଣା ସଂକ୍ରାନ୍ତିବିମ୍ବାଧର କୁଅଁରବିବାହପ୍ଲାଟିପସକଇଥଜାତୀୟ ସଂସଦ (ଜାପାନ)ଶାରଳା ପୁରସ୍କାରସିନାପାଲିଜୟ ଜଗନ୍ନାଥସ୍ୱର ବର୍ଣ୍ଣବିଶ୍ୱନାଥ କରଯୋଗଏମିତି ଭାଇ ଜଗତେ ନାହିଁକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକଳିଙ୍ଗ ଯୁଦ୍ଧବିଜୟ କୁମାର ପ୍ରଧାନ୩୦ ଅପ୍ରେଲନରେନ୍ଦ୍ର ମୋଦୀବିନୋଦ ଚନ୍ଦ୍ର ନାୟକବିଜ୍ଞାନଖାଦ୍ୟ ଖଣିଜ ଲବଣ୧୫ ଅପ୍ରେଲଜାପାନ🡆 More