୨୦୧୯ କ୍ରିକେଟ ବିଶ୍ୱକପ

୨୦୧୯ କ୍ରିକେଟ ବିଶ୍ୱକପ (ସରକାରୀଭାବେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯) ଯାହାକି କ୍ରିକେଟ ବିଶ୍ୱକପର ୧୨ଶ ତମ ସଂସ୍କରଣ ଇଂଲଣ୍ତ ଏବଂ ୱେଲସଠାରେ ୩୦ ମଇରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଆଇସିସି କ୍ରିକେଟ ବିଶ୍ୱକପ
ଇଂଲଣ୍ଡ ଏବଂ ୱେଲସ ୨୦୧୯
Dates୩୦ ମଇ–୧୪ ଜୁଲାଇ
Administrator(s)ଆଇସିସି
Cricket formatଏକ ଦିବସୀୟ କ୍ରିକେଟ
Tournament format(s)ରାଉଣ୍ଡ ରବିନ ଏବଂ ନକ ଆଉଟ
Host(s)England England
Wales Wales
ChampionsEngland ଇଂଲଣ୍ଡ
Participants୧୦
Matches played୪୮
Most runs୬୪୮ ରନ, ରୋହିତ ଶର୍ମା, ଭାରତ
Most wickets୨୭ ୱିକେଟ, ମିଚେଲ ଷ୍ଟାର୍କ, ଅଷ୍ଟ୍ରେଲିଆ
← ୨୦୧୫
୨୦୨୩ →

ପଞ୍ଚମଥର ପାଇଁ ଏହି ସମାନ ସ୍ଥାନରେ ପୁଣିଥରେ ବିଶ୍ୱକପ ଅନୁଷ୍ଠିତ ହେଇଥିଲା; ପୂର୍ବରୁ ୧୯୭୫, ୧୯୭୯, ୧୯୮୩ ଏବଂ ୧୯୯୯ ମସିହାରେ ଏଠାରେ ବିଶ୍ୱକପ ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ଗୋଟିଏ ଗ୍ରୁପରେ ଦଶଟି ଦଳ ରହିଥିଲେ, ଯେଉଁଥିରେ ପ୍ରତ୍ୟେକ ଦଳ ବାକି ନଅଟି ଦଳ ସହ ଗୋଟିଏ ଗୋଟିଏ ମ୍ୟାଚ ଖେଳିଥିଲେ । ପଏଣ୍ଟ ସାରଣୀର ପୁରା ଉପରେ ଥିବା ଚାରୋଟି ଦଳ ନକ ଆଉଟ ପର୍ଯ୍ୟାୟକୁ ଯାଇଥିଲେ । ଏହା ପ୍ରଥମ ବିଶ୍ୱକପ ଥିଲା ଯେଉଁଥିରେ ସବୁ ଟେଷ୍ଟ ଖେଳୁଥିବା ଦଳ ସ୍ଥାନ ପାଇନଥିଲେ । ତାହାଛଡ଼ା କୌଣସି ସହଯୋଗୀ ଦଳକୁ ମଧ୍ୟ ଏହି ବିଶ୍ୱକପରେ ଖେଳିବାକୁ ସ୍ଥାନ ମିଳିନଥିଲା ।

ନକଆଉଟ ପର୍ଯ୍ୟାୟକୁ ଯାଇଥିବା ଚାରୋଟି ଦଳ ହେଲେ - ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ । ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୫୦ ଓଭର ମ୍ୟାଚ ଟାଇ ହେବାପରେ, ସୁପର ଓଭର ମଧ୍ୟ ଟାଇ ହେବା ଯୋଗୁଁ ଅଧିକ ସଂଖ୍ୟକ ବାଉଣ୍ଡ୍ରି ମାରିଥିବାରୁ ଇଂଲଣ୍ଡ ଦଳକୁ ୨୦୧୯ ପୁରୁଷ କ୍ରିକେଟ ବିଶ୍ୱକପ ବିଜୟୀ ଘୋଷଣା କରାଯାଇଥିଲା ।

ଯୋଗ୍ୟତା ଅର୍ଜନ

୨୦୧୧ ଏବଂ ୨୦୧୫ ମସିହାରେ ହୋଇଥିବା ବିଶ୍ୱକପରେ ୧୪ଟି ଦଳ ଅଂଶଗ୍ରହଣ କରିଥିଲା ବେଳେ ଏହି ବିଶ୍ୱକପରେ ଦଶଟି ଦଳ ଅଂଶଗ୍ରହଣ କରିଥିଲେ । ଆୟୋଜନକାରୀ ଇଂଲଣ୍ଡ ଏବଂ ଆଇସିସି rankingରେ ସେପ୍ଟେମ୍ବର ୨୦୧୭ ସୁଦ୍ଧା ଥିବା ପ୍ରଥମ ସାତୋଟି ସ୍ଥାନରେ ଥିବା ଦଳଗୁଡ଼ିକୁ ସିଧାସଳଖ ଯୋଗ୍ୟତା ମିଳିଯାଇଥିଲାବେଳେ, ଅନ୍ୟ ଦୁଇଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳଦ୍ୱାରା ସ୍ଥିର କରାଯାଇଥିଲା ।

ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାଟିରେ ଆଫଗାନିସ୍ଥାନ, ୱେଷ୍ଟଇଣ୍ଡିଜକୁ ହରାଇଥିଲା । ଉଭୟ ଦଳ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ ।

୨୦୧୯ କ୍ରିକେଟ ବିଶ୍ୱକପ 
Highlighted are the countries to participate in the 2019 Cricket World Cup.
  Qualified as host
  Qualified via the ICC ODI Championship ranking
  Qualified via the 2018 qualifier
  Participated in the qualifier but failed to qualify
କିଭଳି ଯୋଗ୍ୟତା ହାସଲ କଲେ ତାରିଖ ସ୍ଥାନ ସଂଖ୍ୟା ଯୋଗ୍ୟତା ହାସଲ କଲେ
ଅୟୋଜନକାରୀ ଦେଶ ହିସାବରେ ୩୦ ସେପ୍ଟେମ୍ବର ୨୦୦୬ N/A ୨୦୧୯ କ୍ରିକେଟ ବିଶ୍ୱକପ  England
ଆଇସିସି ଏକଦିବସୀୟ ଚାମ୍ପିୟାନସିପି ୩୦ ସେପ୍ଟେମ୍ବର ୨୦୧୭ ନାନାଦି ସ୍ଥାନ ୨୦୧୯ କ୍ରିକେଟ ବିଶ୍ୱକପ  Australia

୨୦୧୯ କ୍ରିକେଟ ବିଶ୍ୱକପ  Bangladesh

୨୦୧୯ କ୍ରିକେଟ ବିଶ୍ୱକପ  India

୨୦୧୯ କ୍ରିକେଟ ବିଶ୍ୱକପ  New Zealand

୨୦୧୯ କ୍ରିକେଟ ବିଶ୍ୱକପ  Pakistan

୨୦୧୯ କ୍ରିକେଟ ବିଶ୍ୱକପ  South Africa

୨୦୧୯ କ୍ରିକେଟ ବିଶ୍ୱକପ  Sri Lanka
୨୦୧୮ କ୍ରିକେଟ ବିଶ୍ୱକପ ଯୋଗ୍ୟତା ହାସଲ ପ୍ରତିଯୋଗିତା ୨୩ ମାର୍ଚ୍ଚ ୨୦୧୮ ୨୦୧୯ କ୍ରିକେଟ ବିଶ୍ୱକପ  Zimbabwe ୨୦୧୯ କ୍ରିକେଟ ବିଶ୍ୱକପ  Afghanistan

୨୦୧୯ କ୍ରିକେଟ ବିଶ୍ୱକପ  West Indies
ମୋଟ ୧୦

ସ୍ଥାନଗୁଡ଼ିକ

୨୦୧୯ କ୍ରିକେଟ ବିଶ୍ୱକପ 
୨୦୧୯ କ୍ରିକେଟ ବିଶ୍ୱକପ 
Birmingham
୨୦୧୯ କ୍ରିକେଟ ବିଶ୍ୱକପ 
Bristol
୨୦୧୯ କ୍ରିକେଟ ବିଶ୍ୱକପ 
Cardiff
୨୦୧୯ କ୍ରିକେଟ ବିଶ୍ୱକପ 
Chester-le-Street
୨୦୧୯ କ୍ରିକେଟ ବିଶ୍ୱକପ 
Leeds
୨୦୧୯ କ୍ରିକେଟ ବିଶ୍ୱକପ 
Nottingham
୨୦୧୯ କ୍ରିକେଟ ବିଶ୍ୱକପ 
Manchester
୨୦୧୯ କ୍ରିକେଟ ବିଶ୍ୱକପ 
Lord's
୨୦୧୯ କ୍ରିକେଟ ବିଶ୍ୱକପ 
The Oval
୨୦୧୯ କ୍ରିକେଟ ବିଶ୍ୱକପ 
Southampton
୨୦୧୯ କ୍ରିକେଟ ବିଶ୍ୱକପ 
Taunton
Venues in England and Wales

୨୮ ଅପ୍ରେଲ ୨୦୧୮ ମସିହାରେ ମ୍ୟାଚଗୁଡ଼ିକର ଅନୁସୁଚି ପ୍ରକାଶ ପାଇଥିଲା ।

ସହର Birmingham Bristol Cardiff Chester-le-Street Leeds
ପଡ଼ିଆ Edgbaston Bristol County Ground Sophia Gardens Riverside Ground Headingley
କାଉଣ୍ଟି ଦଳ Warwickshire Gloucestershire Glamorgan Durham Yorkshire
ଦର୍ଶକ ଦେଖିବା କ୍ଷମତା 25,000 17,500 15,643 20,000 18,350
ମ୍ୟାଚଗୁଡିକ 5 (including semi-final) 3 4 3 4
୨୦୧୯ କ୍ରିକେଟ ବିଶ୍ୱକପ  ୨୦୧୯ କ୍ରିକେଟ ବିଶ୍ୱକପ  ୨୦୧୯ କ୍ରିକେଟ ବିଶ୍ୱକପ  ୨୦୧୯ କ୍ରିକେଟ ବିଶ୍ୱକପ  ୨୦୧୯ କ୍ରିକେଟ ବିଶ୍ୱକପ 
London London Manchester Nottingham Southampton Taunton
Lord's The Oval Old Trafford Trent Bridge Rose Bowl County Ground
Middlesex Surrey Lancashire Nottinghamshire Hampshire Somerset
28,000 25,500 26,000 17,500 25,000 12,500
5 (including Final) 5 6 (including semi-final) 5 5 3
୨୦୧୯ କ୍ରିକେଟ ବିଶ୍ୱକପ  ୨୦୧୯ କ୍ରିକେଟ ବିଶ୍ୱକପ  ୨୦୧୯ କ୍ରିକେଟ ବିଶ୍ୱକପ  ୨୦୧୯ କ୍ରିକେଟ ବିଶ୍ୱକପ  ୨୦୧୯ କ୍ରିକେଟ ବିଶ୍ୱକପ  ୨୦୧୯ କ୍ରିକେଟ ବିଶ୍ୱକପ 

ମ୍ୟାଚ ଅଧିକାରୀଗଣ

ଅମ୍ପାୟାରମାନଙ୍କର ତାଲିକା

ପ୍ରତି ଖେଳରେ ନିମ୍ନୋକ୍ତ ମଧ୍ୟରୁ ତିନିଜଣ ମ୍ୟାଚଟିକୁ ନିରପେକ୍ଷ ଭାବରେ ତୁଲାଇବାକୁ ଚେଷ୍ଟା କରିବେ । ଇଆନ ଗଲ୍ଡ ଏହି ବିଶ୍ୱକପ ପରେ ଅମ୍ପାୟାରିଂରୁ ଅବସର ନେଇଯିବେ ବୋଲି ଘୋଷଣା କରିଥିଲେ ।

ମ୍ୟାଚ ରେଫରୀମାନଙ୍କର ତାଲିକା

ନିମ୍ନଲିଖିତ ମ୍ୟାଚ ରେଫରୀଗଣ ମ୍ୟାଚର ଶୃଙ୍ଖଳା ଆଦି କାମ ତଦାରଖ କରିବେ ।

  • ୨୦୧୯ କ୍ରିକେଟ ବିଶ୍ୱକପ  Chris Broad
  • ୨୦୧୯ କ୍ରିକେଟ ବିଶ୍ୱକପ  David Boon
  • ୨୦୧୯ କ୍ରିକେଟ ବିଶ୍ୱକପ  Jeff Crowe
  • ୨୦୧୯ କ୍ରିକେଟ ବିଶ୍ୱକପ  Ranjan Madugalle
  • ୨୦୧୯ କ୍ରିକେଟ ବିଶ୍ୱକପ  Andy Pycroft
  • ୨୦୧୯ କ୍ରିକେଟ ବିଶ୍ୱକପ  Richie Richardson

ଭାଷ୍ୟକାରମାନଙ୍କର ତାଲିକା

ନିମ୍ନଲିଖିତ ଭାଷ୍ୟକାରଗଣ (Commentators) ବିଶ୍ୱକପରେ ନିୟୋଜିତ ହୋଇଥିଲେ ।

  • ସୌରଭ ଗାଙ୍ଗୁଲି (ଭାରତ)
  • ସଞ୍ଜୟ ମଞ୍ଜରେକର (ଭାରତ)
  • ମାଇକେଲ କ୍ଲାର୍କ (ଅଷ୍ଟ୍ରେଲିଆ)
  • ନାସିର ହୁସେନ (ଇଂଲଣ୍ଡ)
  • ଇଆନ ବିଶପ (ଓ୍ବେଷ୍ଟଇଣ୍ଡିଜ)
  • କୁମାର ସଙ୍ଗକାରା (ଶ୍ରୀଲଙ୍କା)
  • ମାଇକେଲ ଆଥର୍ଟନ (ଇଂଲଣ୍ଡ)
  • ବ୍ରେଣ୍ଡନ ମ୍ୟାକୁଲମ (ନ୍ୟୁଜିଲାଣ୍ଡ)
  • ଗ୍ରେମ୍‌ ସ୍ମିଥ (ଦକ୍ଷିଣ ଆଫ୍ରିକା)
  • ଓ୍ବାସିମ ଆକ୍ରମ (ପାକିସ୍ତାନ)
  • ଶନ ପୋଲକ (ଦକ୍ଷିଣ ଆଫ୍ରିକା)
  • ମାଇକେଲ ସ୍ଲେଟର (ଅଷ୍ଟ୍ରେଲିଆ)
  • ମାଇକେଲ ନିକୋଲାସ (ଇଂଲଣ୍ଡ)
  • ମାଇକେଲ ହୋଲ୍ଡିଂ (ଓ୍ବେଷ୍ଟଇଣ୍ଡିଜ)
  • ଇସା ଗୁଆ (ଇଂଲଣ୍ଡ)
  • ପୋମି ଏମ୍‌ବାଙ୍ଗ୍ବା (ଜିମ୍ବାବୱେ)
  • ହର୍ଷା ଭୋଗଲେ (ଭାରତ)
  • ସାଇମନ ଡଲ (ନ୍ୟୁଜିଲାଣ୍ଡ)
  • ଇଆନ ସ୍ମିଥ (ନ୍ୟୁଜିଲାଣ୍ଡ)
  • ରମିଜ ରାଜା (ପାକିସ୍ତାନ)
  • ଅଲିସନ ମିଚେଲ (ଇଂଲଣ୍ଡ)
  • ଆର୍ଥର ଅଲି ଖାଁ (ବଙ୍ଗଳାଦେଶ)
  • ଇଆନ ଓ୍ବାର୍ଡ (ଇଂଲଣ୍ଡ)

ପୁରସ୍କାର ରାଶି

୨୦୧୫ ବିଶ୍ୱକପ ଭଳି ଏହି ପ୍ରତିଯୋଗିତାପାଇଁ ମୋଟ $୧ କୋଟି ପୁରସ୍କାର ରାଶି ଆଇସିସି ତରଫରୁ ଘୋଷଣା କରାଯାଇଥିଲା ।[27] ଦଳଗୁଡ଼ିକର ପ୍ରଦର୍ଶନ ଅନୁଯାଇ ପୁରସ୍କାର ରାଶି ବିତରଣ କରାଯିବ:[28]

ପର୍ଯ୍ୟାୟ ପୁରସ୍କାର ରାଶି (US$) ମୋଟ (US$)
ବିଜେତା $୪,୦୦୦,୦୦୦ $୪,୦୦୦,୦୦୦
ରନର୍ସଅପ $୨,୦୦୦,୦୦୦ $୨,୦୦୦,୦୦୦
ହାରିଯାଇଥିବା ସେମି ଫାଇନାଲିଷ୍ଟ $୮୦୦,୦୦୦ $୧,୬୦୦,୦୦୦
Winner of each league stage match $୪୦,୦୦୦ $୧,୮୦୦,୦୦୦
Teams that do not pass the league stage $୧୦୦,୦୦୦ $୬୦୦,୦୦୦
Total $୧୦,୦୦୦,୦୦୦

ୱାର୍ମ ଅପ ଖେଳଗୁଡ଼ିକ

୨୪ରୁ ୨୮ ମଇ ୨୦୧୯ ମଧ୍ୟରେ ଦଶଟି ଏକଦିବସୀୟ ୱାର୍ମ ଅପ ମ୍ୟାଚ ଖେଳାଯିବ । ସବୁ ସମାୟାଗୁଡ଼ିକ ବ୍ରିଟିଶ ସମର ସମୟ(UTC +1).

Warm-up matches
24 May 2019
10:30
Scorecard
Pakistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Afghanistan
Bristol County Ground, Bristol

24 May 2019
10:30
Scorecard
Sri Lanka ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  South Africa
Sophia Gardens, Cardiff

25 May 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Australia
Rose Bowl, Southampton

25 May 2019
10:30
Scorecard
India ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  New Zealand
The Oval, London

26 May 2019
10:30
Scorecard
South Africa ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  West Indies
Bristol County Ground, Bristol

26 May 2019
10:30
Scorecard
Pakistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Bangladesh
Sophia Gardens, Cardiff

27 May 2019
10:30
Scorecard
Australia ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Sri Lanka
Rose Bowl, Southampton

27 May 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Afghanistan
The Oval, London

28 May 2019
10:30
Scorecard
West Indies ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  New Zealand
Bristol County Ground, Bristol

28 May 2019
10:30
Scorecard
Bangladesh ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  India
Sophia Gardens, Cardiff

ଗ୍ରୁପ ପର୍ଯ୍ୟାୟ

ଗ୍ରୁପ ଷ୍ଟେଜ ପର୍ଯ୍ୟାୟ ମ୍ୟାଚଗୁଡିକ ରାଉଣ୍ଡ ରବିନ ଆକାରରେ ଖେଳାଯିବ, ଯେଉଁଥିରେ ପ୍ରତ୍ୟେକ ଦଳ ଅନ୍ୟ ଦଳ ସହିତ ଗୋଟିଏ ଗୋଟିଏ ମ୍ୟାଚ ଖେଳିବେ । ଏହାର ଅର୍ଥ ପ୍ରତି ଦଳ ବିଶ୍ୱକପରେ ଅତି କମରେ ନଅଟି ମ୍ୟାଚ ଖେଳିବ ଏବଂ ମୋଟ ୪୫ଟି ମ୍ୟାଚ ଏହି ଗ୍ରୁପରେ ହେବ । ପ୍ରଥମ ଚାରୋଟି ଦଳ ନକ ଆଉଟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବେ । ୧୯୯୨ ମସିହାରେ ଏହି ଭଳି ଆକାରରେ ନଅଟି ଦଳକୁ ନେଇ ଖେଳ ହୋଇଥିଲା ।

ଅଙ୍କ ସାରଣୀ

ସ୍ଥାନ

ଦଳ

ଖେଳିଥିଲେ ଜିତିଥିଲେ ହାରିଥିଲେ ଟାଇ ଫଳାଫଳହୀନ ପଏଣ୍ଟ ହାରାହାରି ରନରେଟ ଉତ୍ତୀର୍ଣ୍ଣ
1 ୨୦୧୯ କ୍ରିକେଟ ବିଶ୍ୱକପ  India ୧୫ ୦.୮୦୯ ସେମିଫାଇନାଲ ଖେଳିଥିଲେ
2 ୨୦୧୯ କ୍ରିକେଟ ବିଶ୍ୱକପ  Australia ୧୪ ୦.୮୬୮
3 ୨୦୧୯ କ୍ରିକେଟ ବିଶ୍ୱକପ  England(ଆୟୋଜକ) ୧୨ ୧.୧୫୨
4 ୨୦୧୯ କ୍ରିକେଟ ବିଶ୍ୱକପ  New Zealand ୧୧ ୦.୧୭୫
5 ୨୦୧୯ କ୍ରିକେଟ ବିଶ୍ୱକପ  Pakistan ୧୧ -୦.୪୩୦ ବାହାରି ଗଲେ
6 ୨୦୧୯ କ୍ରିକେଟ ବିଶ୍ୱକପ  Sri Lanka -୦.୯୧୯
7 ୨୦୧୯ କ୍ରିକେଟ ବିଶ୍ୱକପ  South Africa -୦.୦୩୦
8 ୨୦୧୯ କ୍ରିକେଟ ବିଶ୍ୱକପ  Bangladesh -୦.୪୧୦
9 ୨୦୧୯ କ୍ରିକେଟ ବିଶ୍ୱକପ  West Indies -୦.୨୨୫
10 ୨୦୧୯ କ୍ରିକେଟ ବିଶ୍ୱକପ  Afghanistan -୧.୩୨୨

କାର୍ଯ୍ୟକ୍ରମ ସୂଚୀ

ଆଇସିସି ୨୬ ଅପ୍ରେଲ ୨୦୧୮ରେ କାର୍ଯ୍ୟକ୍ରମ ସୂଚୀ ପ୍ରକାଶ କରିଥିଲେ ।

30 May 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  South Africa
The Oval, London
31 May 2019
10:30
Scorecard
Pakistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  West Indies
Trent Bridge, Nottingham
1 June 2019
10:30
Scorecard
New Zealand ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Sri Lanka
Sophia Gardens, Cardiff
1 June 2019
13:30 (D/N)
Scorecard
Australia ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Afghanistan
County Ground, Bristol
2 June 2019
10:30
Scorecard
Bangladesh ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  South Africa
The Oval, London
3 June 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Pakistan
Trent Bridge, Nottingham
4 June 2019
10:30
Scorecard
Afghanistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Sri Lanka
Sophia Gardens, Cardiff
5 June 2019
10:30
Scorecard
India ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  South Africa
Rose Bowl, Southampton
5 June 2019
13:30 (D/N)
Scorecard
Bangladesh ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  New Zealand
The Oval, London
6 June 2019
10:30
Scorecard
Australia ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  West Indies
Trent Bridge, Nottingham
7 June 2019
10:30
Scorecard
Pakistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Sri Lanka
County Ground, Bristol
8 June 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Bangladesh
Sophia Gardens, Cardiff
9 June 2019
10:30
Scorecard
Australia ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  India
The Oval, London
10 June 2019
10:30
Scorecard
South Africa ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  West Indies
Rose Bowl, Southampton
11 June 2019
10:30
Scorecard
Bangladesh ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Sri Lanka
County Ground, Bristol
12 June 2019
10:30
Scorecard
Australia ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Pakistan
County Ground, Taunton
13 June 2019
10:30
Scorecard
India ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  New Zealand
Trent Bridge, Nottingham
14 June 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  West Indies
Rose Bowl, Southampton
15 June 2019
10:30
Scorecard
Australia ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Sri Lanka
The Oval, London
15 June 2019
13:30 (D/N)
Scorecard
Afghanistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  South Africa
Sophia Gardens, Cardiff
16 June 2019
10:30
Scorecard
India ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Pakistan
Old Trafford, Manchester
17 June 2019
10:30
Scorecard
Bangladesh ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  West Indies
County Ground, Taunton
18 June 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Afghanistan
Old Trafford, Manchester
19 June 2019
10:30
Scorecard
New Zealand ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  South Africa
Edgbaston, Birmingham
20 June 2019
10:30
Scorecard
Australia ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Bangladesh
Trent Bridge, Nottingham
21 June 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Sri Lanka
Headingley, Leeds
22 June 2019
10:30
Scorecard
Afghanistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  India
Rose Bowl, Southampton
22 June 2019
13:30 (D/N)
Scorecard
New Zealand ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  West Indies
Old Trafford, Manchester
23 June 2019
10:30
Scorecard
Pakistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  South Africa
Lord's, London
24 June 2019
10:30
Scorecard
Afghanistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Bangladesh
Rose Bowl, Southampton
25 June 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Australia
Lord's, London
26 June 2019
10:30
Scorecard
New Zealand ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Pakistan
Edgbaston, Birmingham
27 June 2019
10:30
Scorecard
India ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  West Indies
Old Trafford, Manchester
28 June 2019
10:30
Scorecard
South Africa ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Sri Lanka
Riverside Ground, Chester-le-Street
29 June 2019
10:30
Scorecard
Afghanistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Pakistan
Headingley, Leeds
29 June 2019
13:30 (D/N)
Scorecard
Australia ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  New Zealand
Lord's, London
30 June 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  India
Edgbaston, Birmingham
1 July 2019
10:30
Scorecard
Sri Lanka ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  West Indies
Riverside Ground, Chester-le-Street
2 July 2019
10:30
Scorecard
Bangladesh ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  India
Edgbaston, Birmingham
3 July 2019
10:30
Scorecard
England ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  New Zealand
Riverside Ground, Chester-le-Street
4 July 2019
10:30
Scorecard
Afghanistan ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  West Indies
Headingley, Leeds
5 July 2019
10:30
Scorecard
Bangladesh ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Pakistan
Lord's, London
6 July 2019
10:30
Scorecard
India ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  Sri Lanka
Headingley, Leeds
6 July 2019
13:30 (D/N)
Scorecard
Australia ୨୦୧୯ କ୍ରିକେଟ ବିଶ୍ୱକପ 
v
୨୦୧୯ କ୍ରିକେଟ ବିଶ୍ୱକପ  South Africa
Old Trafford, Manchester

ନକ ଆଉଟ ପର୍ଯ୍ୟାୟ

The knockout stage will see two semi-finals, with the winners of each progressing to the final at Lord's. On 25 April 2018, it was reported that Old Trafford and Edgbaston would host the two semi-finals just as they did back in 1999, with all of the knockout games having a reserve day.

 
Semi-finalsFinal
 
      
 
9–10 July – Old Trafford, Manchester
 
 
୨୦୧୯ କ୍ରିକେଟ ବିଶ୍ୱକପ  India221
 
14 July – Lord's, London
 
୨୦୧୯ କ୍ରିକେଟ ବିଶ୍ୱକପ  New Zealand239/8
 
୨୦୧୯ କ୍ରିକେଟ ବିଶ୍ୱକପ  New Zealand241/8
 
11 July – Edgbaston, Birmingham
 
୨୦୧୯ କ୍ରିକେଟ ବିଶ୍ୱକପ  England241
 
୨୦୧୯ କ୍ରିକେଟ ବିଶ୍ୱକପ  Australia223
 
 
୨୦୧୯ କ୍ରିକେଟ ବିଶ୍ୱକପ  England226/2
 

ସେମି-ଫାଇନାଲ

9–10 July 2019
Scorecard
New Zealand ୨୦୧୯ କ୍ରିକେଟ ବିଶ୍ୱକପ 
239/8 (50 overs)
v
୨୦୧୯ କ୍ରିକେଟ ବିଶ୍ୱକପ  India
221 (49.3 overs)
New Zealand won by 18 runs
Old Trafford, Manchester
11 July 2019
Scorecard
Australia ୨୦୧୯ କ୍ରିକେଟ ବିଶ୍ୱକପ 
223 (49 overs)
v
୨୦୧୯ କ୍ରିକେଟ ବିଶ୍ୱକପ  England
226/2 (32.1 overs)
England won by 8 wickets
Edgbaston, Birmingham

ଫାଇନାଲ

14 July 2019
Scorecard
New Zealand ୨୦୧୯ କ୍ରିକେଟ ବିଶ୍ୱକପ 
241/8 (50 overs)
v
୨୦୧୯ କ୍ରିକେଟ ବିଶ୍ୱକପ  England
241 (50 overs)
Match tied
Lord's, London
  • Super Over: England 15/0, New Zealand 15/1.
  • England won the match on the boundary count back rule (26–17).

ପରିସଂଖ୍ୟାନ


ସର୍ବାଧିକ ରନ

Runs Player Inns HS Ave SR 100 50 4s 6s
648 ୨୦୧୯ କ୍ରିକେଟ ବିଶ୍ୱକପ  Rohit Sharma 9 140 81.00 98.33 5 1 67 14
647 ୨୦୧୯ କ୍ରିକେଟ ବିଶ୍ୱକପ  David Warner 10 166 71.88 89.36 3 3 66 8
606 ୨୦୧୯ କ୍ରିକେଟ ବିଶ୍ୱକପ  Shakib Al Hasan 8 124* 86.57 96.03 2 5 60 2
578 ୨୦୧୯ କ୍ରିକେଟ ବିଶ୍ୱକପ  Kane Williamson 10 148 82.57 74.96 2 2 50 3
556 ୨୦୧୯ କ୍ରିକେଟ ବିଶ୍ୱକପ  Joe Root 11 107 61.77 89.53 2 3 48 2
Last updated: 14 July 2019

ସର୍ବାଧିକ ୱିକେଟ

Wkts Player Inns Ave Econ BBI SR
27 ୨୦୧୯ କ୍ରିକେଟ ବିଶ୍ୱକପ  Mitchell Starc 10 18.59 5.43 5/26 20.5
21 ୨୦୧୯ କ୍ରିକେଟ ବିଶ୍ୱକପ  Lockie Ferguson 9 19.47 4.88 4/37 23.9
20 ୨୦୧୯ କ୍ରିକେଟ ବିଶ୍ୱକପ  Mustafizur Rahman 8 24.20 6.70 5/59 21.6
୨୦୧୯ କ୍ରିକେଟ ବିଶ୍ୱକପ  Jofra Archer 11 23.05 4.57 3/27 30.2
18 ୨୦୧୯ କ୍ରିକେଟ ବିଶ୍ୱକପ  Jasprit Bumrah 9 20.61 4.42 4/55 28.0
Last updated: 14 July 2019

ପ୍ରତିଯୋଗିତାର ଶ୍ରେଷ୍ଠ ଦଳ

୧୫ ଜୁଲାଇ ୨୦୧୯ରେ ଆଇସିସି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିମାନଙ୍କୁ ନେଇ ଗୋଟିଏ ସର୍ବଶ୍ରେଷ୍ଠ ଦଳ ଘୋଷଣା କରିଥିଲେ । ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, କେନ ୱିଲିୟମସନ ଏଥିରେ ଅଧିନାୟକ ହୋଇଥିଲେ ।

Player Role
୨୦୧୯ କ୍ରିକେଟ ବିଶ୍ୱକପ  Jason Roy Opener
୨୦୧୯ କ୍ରିକେଟ ବିଶ୍ୱକପ  Rohit Sharma Opener
୨୦୧୯ କ୍ରିକେଟ ବିଶ୍ୱକପ  Kane Williamson Top order batsman / Captain
୨୦୧୯ କ୍ରିକେଟ ବିଶ୍ୱକପ  Joe Root Top order batsman
୨୦୧୯ କ୍ରିକେଟ ବିଶ୍ୱକପ  Shakib Al Hasan All-rounder (Slow left-arm)
୨୦୧୯ କ୍ରିକେଟ ବିଶ୍ୱକପ  Ben Stokes All-rounder (Right-arm fast medium)
୨୦୧୯ କ୍ରିକେଟ ବିଶ୍ୱକପ  Alex Carey Wicketkeeper
୨୦୧୯ କ୍ରିକେଟ ବିଶ୍ୱକପ  Mitchell Starc Bowler (Left-arm fast)
୨୦୧୯ କ୍ରିକେଟ ବିଶ୍ୱକପ  Jofra Archer Bowler (Right-arm fast)
୨୦୧୯ କ୍ରିକେଟ ବିଶ୍ୱକପ  Lockie Ferguson Bowler (Right-arm fast)
୨୦୧୯ କ୍ରିକେଟ ବିଶ୍ୱକପ  Jasprit Bumrah Bowler (Right-arm fast)

ମିଡିଆ ଏବଂ ପ୍ରସାର

ପ୍ରସାରଣ ଅଧିକାର

ନିମ୍ନଲିଖିତ ଟେଲିଭିଜନ ନେଟୱର୍କ ଗୁଡ଼ିକୁ ସିଧା ପ୍ରସାରଣର ଅଧିକାର ମିଳିଛି ।

Location Television broadcaster(s) Radio broadcaster(s) Web streaming Mobile
୨୦୧୯ କ୍ରିକେଟ ବିଶ୍ୱକପ  Afghanistan Cable/satellite Moby Hotstar.com Hotstar
୨୦୧୯ କ୍ରିକେଟ ବିଶ୍ୱକପ  Australia Cable/satellite (pay): Fox Sports Foxstar.com.au Foxtel NOW
Arab World Cable/satellite OSN Sports Cricket OSN.com/PlayWavo.com OSN, Wavo
୨୦୧୯ କ୍ରିକେଟ ବିଶ୍ୱକପ  Bangladesh Cable/satellite Bangladesh Television, Gazi TV and Star Sports Bangladesh Betar Rabbitholebd.com Rabbithole App
୨୦୧୯ କ୍ରିକେଟ ବିଶ୍ୱକପ  Brunei

୨୦୧୯ କ୍ରିକେଟ ବିଶ୍ୱକପ  Malaysia
Star Cricket astrogo.astro.com.my Asrto Go
୨୦୧୯ କ୍ରିକେଟ ବିଶ୍ୱକପ  Canada Cable/Satellite (pay): ATN Network Hotstar.com Hotstar
Central America

Caribbean islands
ESPN espn.co.uk/ Carribbean ESPN Play

Carribean
Central Asia Hotstar.com Hotstar
Europe

(except UK and Ireland)
Hotstar.com Hotstar
୨୦୧୯ କ୍ରିକେଟ ବିଶ୍ୱକପ  Hong Kong Star Cricket nowtv.now.com/ Now TV App
୨୦୧୯ କ୍ରିକେଟ ବିଶ୍ୱକପ  United Kingdom

୨୦୧୯ କ୍ରିକେଟ ବିଶ୍ୱକପ  Ireland
Cable/satellite: Sky Sports BBC Radio Skysports.com Sky Go
୨୦୧୯ କ୍ରିକେଟ ବିଶ୍ୱକପ  India

୨୦୧୯ କ୍ରିକେଟ ବିଶ୍ୱକପ    Nepal

୨୦୧୯ କ୍ରିକେଟ ବିଶ୍ୱକପ  Maldives

୨୦୧୯ କ୍ରିକେଟ ବିଶ୍ୱକପ  Bhutan
Cable/satellite: Star Sports

DD National (India matches, Semi-finals and Final only)
All India Radio

(India matches, Semi-finals and Final)
Hotstar.com Hotstar
Oceania

(except Australia and New Zealand)
Digicel www.digicelplay.com.pg/Sports/ Digicel Play
୨୦୧୯ କ୍ରିକେଟ ବିଶ୍ୱକପ  New Zealand Cable/satellite (pay): Sky Sport Sky.co.nz/

skygo.co.nz/livetv/
Fan Pass
୨୦୧୯ କ୍ରିକେଟ ବିଶ୍ୱକପ  Netherlands TBC TBC TBC
୨୦୧୯ କ୍ରିକେଟ ବିଶ୍ୱକପ  Pakistan Cable/satellite: Ten Sports Pakistan & PTV Sports Sonyliv.com

Tensports.com.pk
Sony Liv
୨୦୧୯ କ୍ରିକେଟ ବିଶ୍ୱକପ  Singapore Star Cricket Starhubgo.com Starhub Go
୨୦୧୯ କ୍ରିକେଟ ବିଶ୍ୱକପ  Sri Lanka Star Sports, Channel Eye Channeleye.lk

Hotstar.com
Hotstar
South America ESPN.com

ESPN.com/watch
Watch ESPN Brazil

ESPN Play South

ESPN Play North
୨୦୧୯ କ୍ରିକେଟ ବିଶ୍ୱକପ  South Africa and

whole Africa
Cable/satellite: SuperSport SuperSport.com SuperSport App
୨୦୧୯ କ୍ରିକେଟ ବିଶ୍ୱକପ  USA

୨୦୧୯ କ୍ରିକେଟ ବିଶ୍ୱକପ  Puerto Rico

୨୦୧୯ କ୍ରିକେଟ ବିଶ୍ୱକପ  Guam

୨୦୧୯ କ୍ରିକେଟ ବିଶ୍ୱକପ  United States Virgin Islands

୨୦୧୯ କ୍ରିକେଟ ବିଶ୍ୱକପ  American Samoa

୨୦୧୯ କ୍ରିକେଟ ବିଶ୍ୱକପ  Northern Mariana Islands
Willow TV WillowTv.com

Hotstar.com
Hotstar

Willow TV App
Source: icc-cricket.com (unless otherwise stated)

ଆଧାର

ବାହ୍ୟ ଆଧାର

Tags:

୨୦୧୯ କ୍ରିକେଟ ବିଶ୍ୱକପ ଯୋଗ୍ୟତା ଅର୍ଜନ୨୦୧୯ କ୍ରିକେଟ ବିଶ୍ୱକପ ସ୍ଥାନଗୁଡ଼ିକ୨୦୧୯ କ୍ରିକେଟ ବିଶ୍ୱକପ ମ୍ୟାଚ ଅଧିକାରୀଗଣ୨୦୧୯ କ୍ରିକେଟ ବିଶ୍ୱକପ ପୁରସ୍କାର ରାଶି୨୦୧୯ କ୍ରିକେଟ ବିଶ୍ୱକପ ୱାର୍ମ ଅପ ଖେଳଗୁଡ଼ିକ୨୦୧୯ କ୍ରିକେଟ ବିଶ୍ୱକପ ଗ୍ରୁପ ପର୍ଯ୍ୟାୟ୨୦୧୯ କ୍ରିକେଟ ବିଶ୍ୱକପ ନକ ଆଉଟ ପର୍ଯ୍ୟାୟ୨୦୧୯ କ୍ରିକେଟ ବିଶ୍ୱକପ ପରିସଂଖ୍ୟାନ୨୦୧୯ କ୍ରିକେଟ ବିଶ୍ୱକପ ମିଡିଆ ଏବଂ ପ୍ରସାର୨୦୧୯ କ୍ରିକେଟ ବିଶ୍ୱକପ ଆଧାର୨୦୧୯ କ୍ରିକେଟ ବିଶ୍ୱକପ ବାହ୍ୟ ଆଧାର୨୦୧୯ କ୍ରିକେଟ ବିଶ୍ୱକପ

🔥 Trending searches on Wiki ଓଡ଼ିଆ:

ଉପେନ୍ଦ୍ର ଭଞ୍ଜଭାରତୀୟ ମହାକାଶ ଗବେଷଣା ସଂସ୍ଥାତପସ୍ୱିନୀଆଖୁ୨୫ ଅପ୍ରେଲକୃଷ୍ଣଚନ୍ଦ୍ର ପାଣିଗ୍ରାହୀଫରିନା ଆଜାଦଅଂଶୁପା ହ୍ରଦମାଗୁଣିର ଶଗଡ଼ପାଇକ ବିଦ୍ରୋହଲଣ୍ଡନଧାତୁପ୍ଲୀହାମୁକୁନ୍ଦ ଦେବତୃପ୍ତି ଦାସଧନୁ (ରାଶି)ଯଦୁମଣି ମହାପାତ୍ରସୁନାରାମକୃଷ୍ଣ ପରମହଂସଚିଲିକା ହ୍ରଦହନୁମାନ ଚାଳିଶାବୈଷ୍ଣବ ଚରଣ ସାମଲସାରଳା ମନ୍ଦିରଓଡ଼ିଆ ଭାଷା ଆନ୍ଦୋଳନଫେବୃଆରୀ ୨୯ରାଜକିଶୋର ପଟ୍ଟନାୟକନନ୍ଦନକାନନ ଜୀବ ଉଦ୍ୟାନଯୁକ୍ତରାଷ୍ଟ୍ର ଆମେରିକା୧୯୦୫ଡାଲମାମୟୂରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଦ୍ୱିତୀୟ ଭାସ୍କରବୌଦ୍ଧ ଧର୍ମନଇ ଆରପାରିମଇ ଦିବସପ୍ରାଣବନ୍ଧୁ କରଜଗନ୍ନାଥ ମନ୍ଦିରଓଡ଼ିଶା ପ୍ରିମିଅର ଲିଗପ୍ରତିଭା ରାୟଗୋପବନ୍ଧୁ ଦାସଭଦ୍ରକ ଜିଲ୍ଲା୨୦୦୬ରାଜାରାଣୀ ମନ୍ଦିରଜଗନ୍ନାଥଙ୍କ ଧୂପବିସ୍ଥାପିତ କାନ୍ଧ ଗଣ୍ଠିବୀର ସୁରେନ୍ଦ୍ର ସାଏମଧୁସୂଦନ ରାଓନନ୍ଦିଘୋଷମହାନଦୀପ୍ରତାପରୁଦ୍ର ଦେବରେଶମ ପଥଜୟଦେବଗିରିଧର ଗମାଙ୍ଗସୂର୍ଯ୍ୟବଂଶୀ ସୂରଜବିଜୁ ପଟ୍ଟନାୟକଅଣ୍ଡା ରୋଲ୧୯୬୧ମୟୂରଭଞ୍ଜ ଜିଲ୍ଲାଅଣ୍ଡାଦଗ୍ଧତରୁଣକାନ୍ତି ମିଶ୍ରକୁନ୍ତଳା କୁମାରୀ ସାବତପୁଥୁପ୍ପାଲ୍ଲୀ, କୋଟ୍ଟାୟାମଶ୍ରୀତମ ଦାସକାଳିଚରଣ ପଟ୍ଟନାୟକଭାରତର ସଂସ୍କୃତିନେଲସନ ମଣ୍ଡେଲା୭୦୧ସତୀ (ହିନ୍ଦୁ ଦେବୀ)ଖଡ଼ଗପୁରରାୟଗଡ଼ା ଜିଲ୍ଲା🡆 More