ଯୁକ୍ତରାଜ୍ୟ

ଗ୍ରେଟ୍ ବ୍ରିଟେନ୍ ଓ ଉତ୍ତର ଆୟାର୍ଲ୍ଯାଣ୍ଡ୍ର ଯୁକ୍ତରାଜ୍ୟ, ବା ସାଧାରଣ ଭାବେ ଯୁକ୍ତରାଜ୍ୟ ଇଉରୋପୀୟ ମୂଳ ଭୂଖଣ୍ଡର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସାର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ରସଂଘ । ଯୁକ୍ତରାଜ୍ୟ ମଧ୍ୟରେ ଗ୍ରେଟ ବ୍ରିଟେନ ଦ୍ୱୀପ, ଆୟରଲ୍ୟାଣ୍ଡ ଦ୍ୱୀପର ଉତ୍ତରପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ । ଉତ୍ତର ଆୟରଲ୍ୟାଣ୍ଡ୍ ଓ ଆୟରଲ୍ୟାାଣ୍ଡ୍ ସାଧାରଣତନ୍ତ୍ର ମଝିରେ ସ୍ଥଳ ସୀମା ରହିଛି । ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି । ଏହାର ପୂର୍ବରେ ଉତ୍ତର ସମୁଦ୍ର, ଦକ୍ଷିଣରେ ଇଂରାଜୀ ପ୍ରଣାଳୀ ଏବଂ ଦକ୍ଷିଣ-ପଶ୍ଚିମରେ କେଲଟିକ ସାଗର ରହିଛି । ଏହାର ବେଳା ବିଶ୍ୱର ୧୨ତମ ଦୀର୍ଘ ଉପକୂଳ । ଆଇରିସ ସାଗର ଗ୍ରେଟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡକୁ ଅଲଗା କରିଥାଏ । ଯୁକ୍ତରାଜ୍ୟର ମୋଟ କ୍ଷେତ୍ରଫଳ ୨,୪୦,୦୦୦ ବର୍ଗ କି.ମି.

ଯୁକ୍ତରାଜ୍ୟ
ଯୁକ୍ତରାଜ୍ୟର ଜାତୀୟ ପତାକା
ଯୁକ୍ତରାଜ୍ୟ
ଯୁକ୍ତରାଜ୍ୟର ଅବସ୍ଥିତି
ବୃହତ୍ ବ୍ରିଟେନୀୟ ତଥା ଉତ୍ତର ଆୟାର୍ଲ୍ଯାଣ୍ଡୀୟ ଯୁକ୍ତରାଜ୍ୟ

A flag featuring both cross and saltire in red, white and blue
Coat of arms containing shield and crown in centre, flanked by lion and unicorn
Flag Royal coat of arms­
ଜାତୀୟ ସଙ୍ଗୀତ: "ପ୍ରଭୁ ରାଣୀଙ୍କ ରକ୍ଷା କରନ୍ତୁ"

March: Himno de Cantabria
ଛାଞ୍ଚ:Switcher
Location of the  ଯୁକ୍ତରାଜ୍ୟ  (dark green)

in Europe  (dark grey)

Location of the United Kingdom,
Crown dependencies and
British Overseas Territories (red)
  • ଯୁକ୍ତରାଜ୍ୟ
ରାଜଧାନୀLondon
51°30′N 0°7′W / 51.500°N 0.117°W / 51.500; -0.117
ବୃହତ୍ତମ ସହରcapital
Official language
and national language
English
Recognised regional or minority languages
  • Scots
  • Ulster Scots
  • Welsh
  • Cornish
  • Scottish Gaelic
  • Irish
ଜାତି
(2011)
  • 87.1% White
  • 7.0% Asian
  • 3.0% Black
  • 2.0% Mixed
  • 0.9% others
ଧର୍ମ
(2011)
  • 59.5% Christian
  • 25.7% Irreligious
  • 4.4% Muslim
  • 1.3% Hindu
  • 0.7% Sikh
  • 0.4% Jewish
  • 0.4% Buddhist
  • 0.4% Other
  • 7.2% Unknown
ଜାତୀୟତା
  • British
  • Briton
  • Irish (Northern Ireland only)
Constituent countries
  • ଯୁକ୍ତରାଜ୍ୟ England
  • ଯୁକ୍ତରାଜ୍ୟ Scotland
  • ଯୁକ୍ତରାଜ୍ୟ Wales
  • Northern Ireland
GovernmentUnitary parliamentary
constitutional monarchy
• Monarch
Charles III
• Prime Minister
Rishi Sunak
ବିଧାନ ମଣ୍ଡଳParliament
• ଉଚ୍ଚ ସଦନ
House of Lords
• ନିମ୍ନ ସଦନ
House of Commons
Formation
• Laws in Wales Acts
1535 and 1542
• Union of the Crowns under James VI and I
24 March 1603
• Acts of Union of England and Scotland
1 May 1707
• Acts of Union of Great Britain and Ireland
1 January 1801
• Irish Free State Constitution Act
5 December 1922
• EC accession­
1 January 1973
• Withdrawal from the European Union
31 January 2020
କ୍ଷେତ୍ରଫଳ
• ମୋଟ
242,495 km2 (93,628 sq mi) (78th)
• ଜଳଭାଗ (%)
1.34
ଲୋକସଂଖ୍ୟା
• 2019 estimate
Increase 67,545,757 (22nd)
• 2011 census
63,182,178 (22nd)
• ଘନତା
270.7/km2 (701.1/sq mi) (50th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2019 estimate
• ମୋଟ
$3.128 trillion (9th)
• ମୁଣ୍ଡପିଛା
$46,781 (26th)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2019 estimate
• ମୋଟ
$2.829 trillion (6th)
• ମୁଣ୍ଡପିଛା
$42,310 (20th)
ଜିନି ଗୁଣାଙ୍କ  (2017)negative increase 33.1
medium · 33rd
ମାନବ ବିକାଶ ସୂଚନାଙ୍କ (2017)Increase 0.922
very high · 14th
ମୁଦ୍ରାPound sterling (GBP)
ସମୟ ମଣ୍ଡଳUTC⁠ (Greenwich Mean Time, WET)
• Summer (DST)
UTC+1 (British Summer Time, WEST)
ତାରିଖ ସଜାଣିdd/mm/yy
yyyy-mm-dd (AD)
ଇଲେକ୍ଟ୍ରିସିଟି230 V–50 Hz
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼+44
Internet TLD.uk

ଯୁକ୍ତରାଜ୍ୟ ଏକ ଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଏକତନ୍ତ୍ର । ଏହାର ଏକତନ୍ତ୍ରୀ ହେଲେ ରାଣୀ ଏଲିଜାବେଥ ଦ୍ୱିତୀୟ । ସେ ୧୯୫୨ ମସିହାରୁ ରାଜତ୍ବ କରିଆସିଛନ୍ତି । ସେ ହେଉଛନ୍ତି ବିଶ୍ୱର ସବୁଠାରୁ ଅଧିକ ସମୟ ଧରି ଶାସନ କରିଥିବା ଶାସକ । ଯୁକ୍ତରାଜ୍ୟର ରାଜଧାନୀ ଲଣ୍ଡନ, ବିଶ୍ୱସ୍ତରୀୟ ନଗର ଓ ଆର୍ଥିକ କେନ୍ଦ୍ର ଏବଂ ଏହାର ଲୋକସଂଖ୍ୟା ୧.୦୩ କୋଟି । ଯୁକ୍ତରାଜ୍ୟ ଚାରୋଟି ଦେଶରେ ବିଭକ୍ତ: ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟରଲ୍ୟାଣ୍ଡ । ସେମାନଙ୍କର ରାଜଧାନୀସବୁ ଯଥାକ୍ରମେ ଲଣ୍ଡନ, ଏଡିନବର୍ଗ, କାର୍ଡିଫ ଏବଂ ବେଲଫାଷ୍ଟ । ଇଂଲଣ୍ଡ ବ୍ୟତୀତ ବାକି ଦେଶଗୁଡ଼ିକର ନିଜ ସ୍ୱୟଂଶାସିତ ସରକାର ରହିଛି, । ପ୍ରତ୍ୟେକ ଦେଶର ଅଲଗା ଅଲଗା ଶାସନ କ୍ଷମତା ମଧ୍ୟ ରହିଛି । ଯୁକ୍ତରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟରୁ ବର୍ମିଙ୍ଗହାମ, ଗ୍ଲାସଗୋ, ଲିଡ୍ସ, ଲିଭରପୁଲ ଏବଂ ମାଞ୍ଚେଷ୍ଟର ଅନ୍ୟତମ ।

ଟୀକା

ଆଧାର

Tags:

ଆୟରଲ୍ୟାଣ୍ଡ

🔥 Trending searches on Wiki ଓଡ଼ିଆ:

ନିର୍ମାଲ୍ୟସଫ୍ଟୱେରଆସ୍ତିକ ନାସ୍ତିକଶଙ୍ଖବିଜୟ ମିଶ୍ରବଣ୍ଡ (ଅର୍ଥ)ଲକ୍ଷ୍ମୀକାନ୍ତ ମହାପାତ୍ରଜାପାନୀ ଧର୍ମକଥାPimecrolimusଅବସାଦଉପେନ୍ଦ୍ର ଭଞ୍ଜଗୁରୁ କେଳୁଚରଣ ମହାପାତ୍ର ସମ୍ମାନଅଗଷ୍ଟଓଡ଼ିଆ ଚଉତିଶାଓଡ଼ିଆଉଇକିକମନ୍ସନନ୍ଦ କିଶୋର ବଳମଙ୍ଗଳା ମନ୍ଦିରପ୍ରସନ୍ନ କୁମାର ମିଶ୍ରଗୌତମ ବୁଦ୍ଧଟାଇଫଏଡଭୀମ ଭୋଇଓସ୍ତକଳିଙ୍ଗ ଯୁଦ୍ଧ୧୪୭୫ରାଣୀ ଲକ୍ଷ୍ମୀବାଈଛବିଳ ମଧୁ ବର୍ଣ୍ଣବୋଧଆମ୍ଫେଟାମିନସାରଳା ଦାସପଖାଳନବକଳେବରଉଇକିକଥାଉଇକିଡାଟା୨୦୧୯ ନୂତନ କରୋନା ଭୂତାଣୁବିଛା (ରାଶି)ତୋ ପାଇଁ ନେବି ମୁଁ ଶହେ ଜନମସତ୍ୟ ସାଇ ବାବାସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନଘରମୁଦ୍ରା (ପୂଜା)ଓଡ଼ିଶାର ପର୍ବପର୍ବାଣିଦାମୋଦର ରାଉତଏଚଆଇଭି/ଏଡସକଟକ ଜିଲ୍ଲାଶାଲିନୀ ଅରୋଡ଼ାଅପ୍ରେଲଚିନ୍ତାମଣି ବେହେରାଯବକ୍ଷାରଜାନ୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣଆସିକାନରେନ୍ଦ୍ର ମୋଦୀତେଜସ୍କ୍ରିୟ କ୍ଷୟ୨୫ ମାର୍ଚ୍ଚକୁମାର ପୂର୍ଣ୍ଣିମା୨୦୦୫କାଳିନ୍ଦୀ ଚରଣ ପାଣିଗ୍ରାହୀବିଶ୍ୱ ନାଟ୍ୟ ଦିବସରାମଚନ୍ଦ୍ର ମିଶ୍ରବ୍ୟାଙ୍କସେସିଲିଆ ପେଇନ-ଗାପୋସ୍ଚକିନଜ୍ଞାନପୀଠ ପୁରସ୍କାରଇଣ୍ଟରନେଟଓଡ଼ିଆ ରାମାୟଣ🡆 More