ସୌରଭ ଗାଙ୍ଗୁଲି: ଭାରତୀୟ କ୍ରିକେଟ ଖେଳାଳି

ସୌରଭ ଚଣ୍ଡୀଦାସ ଗାଙ୍ଗୁଲି (ହିନ୍ଦୀ : सौरव गांगुली ବଙ୍ଗଳା: Error: }: text has italic markup (help); pronunciation (help·info); (ଜନ୍ମ ୧୯୭୨ ଜୁଲାଇ ୮) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଓ ଖେଳାଳୀ।ତଙ୍କୁ ତାଙ୍କ ଭାଇ ସ୍ନେହାସିସ ଗାଙ୍ଗୁଲି କ୍ରିକେଟ ଖେଳିବାକୁ ପ୍ରୋସ୍ଚାହିତ କରିଥିଲେ।ସୌରଭ ଗାଙ୍ଗୁଲିଙ୍କୁ ଆଧୁନିକ ଯୁଗର ଅନ୍ୟତମ ମହାନ ଅଧିନାୟକ ଭବେ ଗଣାଯାଏ। ସେ ବର୍ତ୍ତମାନ ଦିନିକିଆ କ୍ରିକେଟରେ ଅଧିକ ରନ କରିବାରେ ୫ମ ସ୍ଥାନରେ ଅଛନ୍ତି।ସୌରଭ ଗାଙ୍ଗୁଲି ଉଇସଡେନର ସର୍ବକାଳୀନ ଦିନିକିଆ ଶ୍ରେଷ୍ଠ ଖେଳାଳୀ ତାଲିକାରେ ଷଷ୍ଠ ସ୍ଥାନ ମିଲିଛି ଅନ୍ୟମାନେ ହେଲେ ଭି.ଭି.ଆନ ରିଚାର୍ଡସ, ସଚିନ ତେନ୍ଦୁଲକର, ବ୍ରାଏନ ଲାରା, ଡିନ ଜୋନସ ଓ ମାଇକେଲ ବେଭାନ.

ସୌରଭ ଗାଙ୍ଗୁଲି
Clean-shaven man wearing glasses stares directly at the camera. He is wearing a black suit and a gold tie. The man's right arm is facing the camera. The arm has a small picture of a helmet engulfed with fire.
ବ୍ୟକ୍ତିଗତ ତଥ୍ୟ
ନାମସୌରଭ ଚଣ୍ଡୀଦାସ ଗାଙ୍ଗୁଲି
ଡାକ ନାମପ୍ରିନ୍ସ ଅଫ କୋଲକାତା, ମହାରାଜା, ଦ ଗଡ୍ ଅଫ ଅଫ ସାଇଡ, ଦାଦା
ଉଚ୍ଚତା5 ft 11 in (1.80 m)
ବ୍ୟାଟିଂ ପ୍ରକାରବାମ ହାତୀ
ବୋଲିଂ ପ୍ରକାରଡାହାଣ ହାତୀ ମିଡିଅମ ପେସ
ଭୂମିକାବ୍ୟାଟସମ୍ୟାନ
ସମ୍ପର୍କୀୟସ୍ନେହାସିସ ଗାଙ୍ଗୁଲି (ଭାଇଅ), ଡୋନା ଗାଙ୍ଗୁଲି (ପତ୍ନୀ)
ଅନ୍ତର୍ଜାତୀୟ ତଥ୍ୟ
National side
  • ଭାରତ
ପ୍ରଥମ ଟେଷ୍ଟ (cap ୨୦୦୭)୨୦ ଜୁନ ୧୯୯୬ v [[ଇଂଲଣ୍ଡ national cricket team|ଇଂଲଣ୍ଡ]]
ଶେଷ ଟେଷ୍ଟ୬ ନଭେମ୍ବର ୨୦୦୮ v [[ଅଷ୍ଟ୍ରେଲିଆ national cricket team|ଅଷ୍ଟ୍ରେଲିଆ]]
ପ୍ରଥମ ଦିନିକିଆ (cap ୮୪)୧୧ ଜାନୁୟାରୀ ୧୯୯୨ v ବେଷ୍ଟେଣ୍ଦିଜ
ଶେଷ ଦିନିକିଆ୧୫ ନଭେମ୍ବର ୨୦୦୭ v ପାକିସ୍ତାନ
ଘରୋଇ ଦଳ ତଥ୍ୟ
YearsTeam
୧୯୦-୨୦୧୦ବଙ୍ଗଳା
୨୦୦୦ଲାଙ୍କସାୟାର
୨୦୦୫ଗ୍ଲାମରଗନ
୨୦୦୬Northamptonshire
୨୦୦୮-୨୦୧୦କୋଲକାତା ନାଇଟରାଇଡରସ
୨୦୧୧ପୁନେ ବାରିଅରସ
Career statistics
ପ୍ରତିଯୋଗିତା ଟେଷ୍ଟ ଦିନିକିଆ ପ୍ରଥମ ଶ୍ରେଣୀ କ୍ରିକେଟ ଲିଷ୍ଟ ଏ
ମ୍ୟାଚ ସଂଖ୍ୟା ୧୧୩ ୩୧୧ ୨୪୨ ୪୨୬
ମୋଟ ରନ ୭,୨୧୨ ୧୧,୩୬୩ ୧୪,୯୩୩ ୧୫,୨୭୮
ବ୍ୟାଟିଂ ହାର ୪୨.୧୭ ୪୧.୦୨ ୪୩.୯୨ ୪୧.୫୧
ଶତକ/ଅର୍ଦ୍ଧଶତକ ୧୬/୩୫ ୨୨/୭୨ ୩୧/୮୫ ୩୧/୯୪
ସର୍ବାଧିକ ରନ ୨୩୯ ୧୮୩ ୨୩୯ ୧୮୩
ବଲ ସଂଖ୍ୟା ୩,୧୧୭ ୪,୫୬୧ ୧୦,୯୬୮ ୭,୯୪୯
ଉଇକେଟ ୩୨ ୧୦୦ ୧୬୪ ୧୬୮
ବୋଲିଂ ହାର ୫୨,୫୩ ୩୮,୪୯ ୩୬.୮୨ ୩୮.୪୧
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ - -
ସବୁଠୁ ଭଲ ବୋଲିଂ ୩/୨୮ ୫/୧୬ ୬/୪୬ ୫/୧୬
କ୍ୟାଚ/ଷ୍ଟମ୍ପିଙ୍ଗ ୭୧/- ୧୦୦/- ୧୬୬/- ୧୨୯/-
Source: CricketInfo, ୨୮ ଫେବୃୟାରୀ ୨୦୦୯

ଜୀବନୀ

ଘରୋଇ କ୍ରିକେଟ

ଆନ୍ତର୍ଜାତୀୟ କ୍ୟାରିଅର

ଅଧିନାୟକ ଦାୟିତ୍ୱ

ବିବାଦ

ରେକର୍ଡ ଓ ପୁରସ୍କାର

ଗ୍ୟାଲେରି


ଆଧାର

ବାହାର ଲିଙ୍କ

Tags:

ସୌରଭ ଗାଙ୍ଗୁଲି ଜୀବନୀସୌରଭ ଗାଙ୍ଗୁଲି ଘରୋଇ କ୍ରିକେଟସୌରଭ ଗାଙ୍ଗୁଲି ଆନ୍ତର୍ଜାତୀୟ କ୍ୟାରିଅରସୌରଭ ଗାଙ୍ଗୁଲି ଅଧିନାୟକ ଦାୟିତ୍ୱସୌରଭ ଗାଙ୍ଗୁଲି ବିବାଦସୌରଭ ଗାଙ୍ଗୁଲି ରେକର୍ଡ ଓ ପୁରସ୍କାରସୌରଭ ଗାଙ୍ଗୁଲି ଗ୍ୟାଲେରିସୌରଭ ଗାଙ୍ଗୁଲି ଆଧାରସୌରଭ ଗାଙ୍ଗୁଲି ବାହାର ଲିଙ୍କସୌରଭ ଗାଙ୍ଗୁଲିAbout this soundSourav Ganguly.oggଉଇକିପିଡ଼ିଆ:Media helpକ୍ରିକେଟଫାଇଲ:Sourav Ganguly.oggବଙ୍ଗଳା ଭାଷାଶ୍ରେଣୀ:Lang and lang-xx template errorsସଚିନ ତେନ୍ଦୁଲକରହିନ୍ଦୀ ଭାଷା

🔥 Trending searches on Wiki ଓଡ଼ିଆ:

ପ୍ରଦୀପ କୁମାର ମାଝୀଚୈତନ୍ୟବ୍ୟାଙ୍କ ଅଫ ଇଣ୍ଡିଆକବିସୂର୍ଯ୍ୟ ବଳଦେବ ରଥଉର୍ବଶୀ୯୯୪ଦୀପାବଳୀଓଡ଼ିଆ ଭାଗବତଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର୧୨୭୪Wikipediaଫତୁରାନନ୍ଦମଦନମୋହନ ମିଶ୍ରଜଳ ପ୍ରଦୂଷଣଡୋନାଲ୍ଡ ଟ୍ରମ୍ପଲୌହ ଅତିଭାରଓଡ଼ିଶାକନଫୁସିଅସବାଦଆଦିବାସୀଦୁର୍ଗାରାମଚନ୍ଦ୍ର ମିଶ୍ରଇସଲାମ ଧର୍ମଇଂରାଜୀ ଭାଷା୧୪ ମାର୍ଚ୍ଚସଂଗୀତଧ୍ରୁବୀୟ ଜ୍ୟୋତିଫୁସଫୁସଭାରତୀୟ ଡାକ ସେବାସ୍ୱିଡେନମାଟିବିରାଡ଼ି ସାପଜଗନ୍ନାଥହୋମାଟ୍ରୋପିନମାଲଟାନୂଆ ଦିଲ୍ଲୀଓଡ଼ିଶାର ପର୍ବପର୍ବାଣିରମାଦେବୀ ଚୌଧୁରୀନବଗୁଞ୍ଜରବସନ୍ତ କୁମାର ଶତପଥୀଉମେଶଚନ୍ଦ୍ର ସରକାରପଣା ସଂକ୍ରାନ୍ତିବିଶ୍ୱ ଜଳ ଦିବସକୋଷ୍ଠକାଠିନ୍ୟଗୁରୁଗୀତଗୋବିନ୍ଦଓଡ଼ିଆ ଲୋକବାଜି ରାଉତରାୟଗଡ଼ାଓଡ଼ିଆ ସାହିତ୍ୟବିଶ୍ୱତାପନଦମୟନ୍ତୀ ବେଶ୍ରାଶବ୍ଦ (ପଦ)୧୬ଶ ଲୋକ ସଭା୧୬ ମାର୍ଚ୍ଚଓଡ଼ିଆ ଭାଷାମାଟ୍ରିକ୍ସଆଇସଲ୍ୟାଣ୍ଡଜେରୋଷ୍ଟୋମିଆମାଙ୍ଗାଲୋରେମଧୁମେହଉତ୍କଳ ସମ୍ମିଳନୀଭାରତ ସରକାରପାଦ ଭାତୁଡ଼ିହରେକୃଷ୍ଣ ମହତାବକିଶୋରୀ ଚରଣ ଦାସ୩ ଫେବୃଆରୀବଳରାମ ଦାସଦଣ୍ଡ ନାଟଭାସ୍କୋ ଡା ଗାମା🡆 More