ହିନ୍ଦୁ ଦେବଦେବୀ

ମହର୍ଷି ଯାସ୍କ ନିରୁକ୍ତ ଗ୍ରନ୍ଥରେ ଦେବତାମାନଙ୍କୁ ସାଧାରଣତଃ ତିନିଭାଗରେ ବିଭକ୍ତ କରିଛନ୍ତି । ସେମାନେ ପୃଥିବୀ ସ୍ଥାନୀୟ ଦେବତା, ଅନ୍ତରୀକ୍ଷ ସ୍ଥାନୀୟ ଦେବତା ଓ ଦ୍ୟୁସ୍ଥାନୀୟ ଦେବତା ଭାବେ ପରିଚିତ । ପୃଥିବୀ, ଅଗ୍ନି, ସୋମ, ବୃହସ୍ପତି, ନଦୀ ଆଦି ପୃଥିବୀ ସ୍ଥାନୀୟ ଦେବତା ଭାବେ ସ୍ୱୀକୃତ । ଇନ୍ଦ୍ର, ଅପାମ, ନପାତ, ରୁଦ୍ର, ବାୟୁ ପର୍ଯ୍ୟନ, ମାତରିଶ୍ୱା ଆଦି ଅନ୍ତରୀକ୍ଷ ସ୍ଥାନୀୟ ଦେବତା ଭାବେ ଗୃହୀତ । ଦୌସ, ବରୁଣ, ମିତ୍ର, ସୂର୍ଯ୍ୟ, ସବିତୃ, ପୂଷନ୍, ବିଷ୍ଣୁ, ଆଦିତ୍ୟ, ଉଷମ୍ ଓ ଅଶ୍ୱିନୀ କୁମାର ପ୍ରମୁଖ ଦୌସ୍ଥାନୀୟ (ଦ୍ୟୁସ୍ଥାନୀୟ) ଦେବତା ଅଟନ୍ତି । ଏହା ବ୍ୟତୀତ ବିଶ୍ୱକର୍ମା, ତ୍ୱଷ୍ଟା, ପ୍ରଜାପତି, ମନ୍ୟୁ, ଶ୍ରଦ୍ଧା ଆଦି କେତେକ କାଳ୍ପନିକ ଦେବତାଭାବେ ଗୃହୀତ ହୋଇଥାନ୍ତି ।

ଦେବ

  • ତ୍ରିଦେବ: ବ୍ରହ୍ମା, ବିଷ୍ଣୁଶିବ
  • ପଞ୍ଚ ଦେବତା: ଗଣେଶ, ବିଷ୍ଣୁ, ମହାଦେବ, ପାର୍ବତୀସୂର୍ଯ୍ୟ
  • ଅଷ୍ଟଭୈରବ: ମହାଭୈରବ, ସଂହାର ଭୈରବ, ଅସିତାଙ୍ଗ ଭୈରବ, ରୁରୁଭୈରବ, କାଳଭୈରବ, କ୍ରୋଧ ଭୈରବ, ତାମ୍ରଚୂଡ଼ ଭୈରବ ଓ ଚନ୍ଦ୍ରଚୂଡ଼ ଭୈରବ
  • ଦ୍ୱାଦଶ ମାଧବ: ଆଦି ମାଧବ, ବରାହ ମାଧବ, ଅନନ୍ତ ମାଧବ, ଯୋଗ ମାଧବ, ଚମ୍ପକ ମାଧବ, ହରିହର ମାଧବ, ସିଦ୍ଧ ମାଧବ, ଗଦାଧର ମାଧବ, ପୁରୁଷୋତ୍ତମ ମାଧବ, ନରକାନ୍ତକ ମାଧବ, ଭୋଗ ମାଧବ ଓ ବାସୁଦେବ ମାଧବ
  • ରାମ: ସୀତାପତି ରାମ, ଧନୂର୍ଦ୍ଧାରୀ ରାମ
  • କୃଷ୍ଣ
  • କାର୍ତ୍ତିକେୟ
  • ହନୁମାନ
  • ଇନ୍ଦ୍ର
  • ଗଣେଶ: ଏକଦନ୍ତ, ମହାକାୟ, କପିଳ, ଗଜକର୍ଣ୍ଣ, ଲମ୍ବୋଦର, ବିକଟ, ବିଘ୍ନନାଶ, ବିନାୟକ, ଧୂମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର, ଗଜାନନ
  • ବରାହ: ଯଜ୍ଞ ବରାହ, ଲକ୍ଷ୍ମୀ ବରାହ, ଶ୍ୱେତ ବରାହ
  • ନାରାୟଣ: ଅନନ୍ତଶାୟୀ ନାରାୟଣ, ଲକ୍ଷ୍ମୀ ନାରାୟଣ
  • ନୃସିଂହ: ଅଭୟ ନୃସିଂହ, ଲକ୍ଷ୍ମୀ ନୃସିଂହ, ଉଗ୍ର ନୃସିଂହ, ଭୀମ ନୃସିଂହ, ବୀର ନୃସିଂହ

ଦେବୀ

  • ମହାଦେବୀ: ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ
  • ସପ୍ତମାତୃକା: ବାରାହୀ, ଐନ୍ଦ୍ରୀ, ବୈଷ୍ଣବୀ, ବ୍ରାହ୍ମୀ, କୌମାରୀ, ମାହେଶ୍ୱରୀ ଓ ନାରସିଂହୀ
  • ଅଷ୍ଟଚଣ୍ଡୀ: ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ୍ଡୋଗ୍ରା, ଚଣ୍ଡନାୟିକା, ଅତିଚଣ୍ଡା, ଚାମୁଣ୍ଡା, ଚଣ୍ଡା ଓ ଚଣ୍ଡବତୀ
  • ଅଷ୍ଟଭୈରବୀ: ସିଦ୍ଧେଶ୍ୱରୀ, ନୀଳାକ୍ଷୀ, ଉତ୍ତରେଶ୍ୱରୀ, ଭଗବତୀ, କ୍ରୋଟବୀଶ୍ୱରୀ, ଭୀମାବତୀ, କ୍ରୋଡ଼ବାସିନୀ ଓ ସନ୍ଥେଶ୍ୱରୀ
  • ନବଦୁର୍ଗା: ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ ଓ ମହାଗୌରୀ
  • ଦଶମହାବିଦ୍ୟା: କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ,ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଓ କମଳା
  • ଆଦି ପରାଶକ୍ତି
  • ଦେବୀ
  • ସରସ୍ୱତୀ
  • ଲକ୍ଷ୍ମୀ
  • ସତୀ
  • ପାର୍ବତୀ
  • ଦୁର୍ଗା
  • ସୀତା
  • ରାଧା

ଆଧାର

ଅଧିକ ତଥ୍ୟ

Tags:

ହିନ୍ଦୁ ଦେବଦେବୀ ଦେବହିନ୍ଦୁ ଦେବଦେବୀ ଦେବୀହିନ୍ଦୁ ଦେବଦେବୀ ଆଧାରହିନ୍ଦୁ ଦେବଦେବୀ ଅଧିକ ତଥ୍ୟହିନ୍ଦୁ ଦେବଦେବୀବିଶ୍ୱକର୍ମା

🔥 Trending searches on Wiki ଓଡ଼ିଆ:

ଚନ୍ଦ୍ରଯାନ-୩ପାଣ୍ଟୋପ୍ରାଜୋଲସାଧାରଣ ଆପେକ୍ଷିକ ତତ୍ତ୍ୱ୨୨ ମାର୍ଚ୍ଚଶ୍ରୀନିବାସ ରାମାନୁଜନଦିଲୀପ ତିର୍କୀଭଗବତୀ ଚରଣ ପାଣିଗ୍ରାହୀଅଂଶୁଘାତମାଉସରାଷ୍ଟ୍ରୀୟ ପେନସନ ପ୍ରଣାଳୀଜୟ ଜଗନ୍ନାଥନୂଆଖାଇ୪ ସେପ୍ଟେମ୍ବରଉଇକିପିଡ଼ିଆମିତ୍ରଭାନୁ ଗୌନ୍ତିଆପାକିସ୍ତାନସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୩୮୪କବିସୂର୍ଯ୍ୟ ବଳଦେବ ରଥସଙ୍କୀର୍ତ୍ତନସମ୍ବଲପୁର ଜିଲ୍ଲାଭଗବତ ଗୀତାଲୋକ ସଭାଅସହଯୋଗ ଆନ୍ଦୋଳନରମଣ ପ୍ରଭାବଆମ୍ବେଦକର ଜୟନ୍ତୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଛଉ ନାଚଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଲକ୍ଷ୍ମୀନାରାୟଣ ସାହୁ୧୯ ମାର୍ଚ୍ଚଚାଉଳଓଡ଼ିଆ ସାହିତ୍ୟର ଇତିହାସବୀର ସୁରେନ୍ଦ୍ର ସାଏଭୁବନେଶ୍ୱର ବେହେରାଭୂମିକମ୍ପଅଷ୍ଟ୍ରେଲିଆ ଆଦିମ ଅଧିବାସୀଡାରିଫେନାସିନବିନି ଅରୋଡ଼ାଶ୍ରୀତମ ଦାସଏ. ପି. ଜେ. ଅବଦୁଲ କଲାମପ୍ୟାରିସ୧୯୮୧ଓଡ଼ିଆ କାବ୍ୟ କବିତାଜାପାନରାମଚନ୍ଦ୍ର ବେହେରାବେଦବେଙ୍ଗ୧୯୮୯କାଳୀଚରଣ ପଟ୍ଟନାୟକରଥଯାତ୍ରାକପିଳେନ୍ଦ୍ର ଦେବମେଧା ପାଟକରପରିବାର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଓଡ଼ିଆ ନାଟକଭାରତୀୟ ମୁଦ୍ରାଚାଟିକଣାବିର୍ସା ମୁଣ୍ଡାକୁନ୍ତଳା କୁମାରୀ ସାବତବିକ୍ରମ କେଶରୀ ଦେଓଚନ୍ଦ୍ରଶେଖର ନନ୍ଦଗ୍ରାମ ପଞ୍ଚାୟତପଦାର୍ଥ ବିଜ୍ଞାନମାଳତୀ ଚୌଧୁରୀନିର୍ମଳା (ଉପନ୍ୟାସ)🡆 More