ସଲାମ ସିନେମା: ୨୦୧୩ର ଓଡ଼ିଆ କଥାଚିତ୍ର

ସଲାମ ସିନେମା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନନ୍ଦା ଦାଶ ଏବଂ ନୀଳକଣ୍ଠ ଦାସ । ସୁନନ୍ଦା ଦାଶ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ସଲାମ ସିନେମା
ନିର୍ଦ୍ଦେଶକନିଶିକାନ୍ତ ଦଳବେହେରା
ପ୍ରଯୋଜକସୁନନ୍ଦା ଦାଶ
ନୀଳକଣ୍ଠ ଦାସ
ଚିତ୍ରନାଟ୍ୟନିଶିକାନ୍ତ ଦଳବେହେରା
କାହାଣୀସୁନନ୍ଦା ଦାଶ
କଳାକାରସମ୍ବିତ ଆଚାର୍ଯ୍ୟ
ଦେବଯାନୀ
ବବି ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୧୭ ମଇ ୨୦୧୩
ଦେଶସଲାମ ସିନେମା: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ସମ୍ବିତ ଆଚାର୍ଯ୍ୟ ଏବଂ ଦେବଯାନୀ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା ବବି ମିଶ୍ର ଏହି କଥାଚିତ୍ରଟିର ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ଅଭିଜିତ ମଜୁମଦାର

ଗୀତ

କ୍ରମଗୀତସମୟ
1."ସୁଲତାନୀ ବୟସ ମୋର" 
2."ମୋ ନାଁ'ରେ ଓଢ଼ଣୀ" 
3.".ଓମ୍ ସାଇ ରାମ୍ (ଦୁଃଖ)" 
4."ଓମ୍ ସାଇ ରାମ୍" 
5."ମୋର ନିଦ ହଜିଯାଇଛି" 
6."ଫିଲ୍ମରେ ଫିଲ୍ମ" 
7."ଏ ମହୁଆ" 

ଆଧାର

ବାହାର ଆଧାର

Tags:

ସଲାମ ସିନେମା ଅଭିନୟସଲାମ ସିନେମା କାହାଣୀସଲାମ ସିନେମା ଗୀତ ଏବଂ ସଙ୍ଗୀତସଲାମ ସିନେମା ଆଧାରସଲାମ ସିନେମା ବାହାର ଆଧାରସଲାମ ସିନେମା

🔥 Trending searches on Wiki ଓଡ଼ିଆ:

ମୀନ (ମାସ)ଫିଲିପାଇନ୍ସଓଡ଼ିଶା ସରକାରମେସିନ ଟ୍ରାନ୍ସଲେସନଇଣ୍ଡିଆନ ପ୍ରିମିଅର ଲିଗଓକିଲ ଦିବସମହିଳା ଯୌନାଙ୍ଗ ଛେଦନକାଜୁହିଙ୍ଗୁଳା ମନ୍ଦିରଶ୍ରୀକାନ୍ତ ସାହୁନାରୀବାଦବୁନ୍ଦିଆ ଖିରିଓଡ଼ିଆ କାବ୍ୟ କବିତାମହା ଶିବରାତ୍ରିଯଶୋବନ୍ତ ଦାସଭୀମ ଭୋଇମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ମୋରୋକ୍କୋରମାକାନ୍ତ ରଥଏଚଆଇଭି/ଏଡସବିରିଦୁର୍ଗାବୈଷ୍ଣବ ଚରଣ ସାମଲବ୍ରାଉଜରବୃହସ୍ପତିଜୀବସାର ଖସୌଭାଗ୍ୟ କୁମାର ମିଶ୍ରଗନରିଆମିନତି ମିଶ୍ରରେବତୀ (କ୍ଷୁଦ୍ରଗଳ୍ପ)ଇଣ୍ଡୋନେସିଆଚାଣକ୍ୟହାଡ଼ଫୁଟିଗୀତଗୋବିନ୍ଦମହାତ୍ମା ଗାନ୍ଧୀଶ୍ରୀନିବାସ ରାମାନୁଜନଅଟିଜିମ୍‌ଯାଜପୁରବେଣୁଧର ରାଉତମାଇକ୍ରୋସଫ୍ଟମୃଣାଳ ସେନକାଲିଫର୍ମିଅମବର୍ଷା ପ୍ରିୟଦର୍ଶିନୀଗାଲୁଆପ୍ରତିଭା ରାୟନେମାଳହେମନ୍ତ ଦାସବିଜୟ ମିଶ୍ରୱାଟରଲୁ ଯୁଦ୍ଧଗୁଗଲଏଡା ଲଭ୍‌ଲେସ୍‌ୱିଲିଅମ ସେକ୍ସପିଅରରାଜକିଶୋର ରାୟମଙ୍ଗଳା ମନ୍ଦିରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟପାଲାଦ୍ରୌପଦୀ ମୁର୍ମୁଚନ୍ଦନଲାଗି ବେଶଉତ୍କଳଭୁବନେଶ୍ୱର ବେହେରାଭାରତୀୟ ମୁଦ୍ରାଆଲେକ୍‌ଜାଣ୍ଡର୍ ମହାନଓଡ଼ିଆ ଭାଗବତସବ୍ୟସାଚୀ ମିଶ୍ରରାଧାନାଥ ରାୟ🡆 More