ସତ୍ୟେନ୍ଦ୍ର ନାଥ ବୋଷ

ସତ୍ୟେନ୍ଦ୍ର ନାଥ ବୋଷ: ଭାରତୀୟ ରାଜନୀତିଜ୍ଞ

ପ୍ରଫେସର ସତ୍ୟେନ୍ଦ୍ର ନାଥ ବୋଷ (ବଙ୍ଗଳା: সত্যেন্দ্র নাথ বসু ଶୋତ୍ତେନ୍ଦ୍ରୋନାଥ ବୋଶୂ  ; ୧ ଜାନୁୟାରୀ ୧୮୯୪ – ୪ ଫେବୃୟାରି ୧୯୭୪) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଅଟନ୍ତି , ସେ ଗାଣିତିକ-ଭୌତିକ ଶସ୍ତ୍ରରେ ପାରଦର୍ଶୀ ଥିଲେ । ସେ ଇଂଲଣ୍ଡର ରୟାଲ ସୋସାଇଟୀର ଫେଲୋଶିପ (FRS) ପାଇଥିଲେ ।[୧] ତାଙ୍କ ଜନ୍ମ କଲିକତାରେ ହୋଇଥିଲା । ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ (୧୯୨୦) ସେ କ୍ୱାଣ୍ଟମ ମେକନିକ୍ସ (Quantum mechanics) ପାଇଁ ଜଣାଶୁଣା ଥିଲେ , ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ ଓ ବୋଷ-ଆଇନଷ୍ଟାଇନ କ‌ନ୍‌ଡେ‌ନ୍‌ସେ‌ଟ୍‌ର ମୂଳ ତତ୍ତ୍ୱ ଥିଲା । ୧୯୫୪ରେ ସେ ଭରତ ସରକାରଙ୍କଦ୍ୱାରା ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ।[୨][୩]ତାଙ୍କ ନାଁ ଅନୁସାରେ ବୋଷନର ନାମକରଣ କରାଯାଇଥିଲା । [୪]thumb|ସତ୍ୟେନ୍ଦ୍ର ନାଥ ବୋଷତାଙ୍କ ନାଁରେ ଭରତ ସରକାର ଡାକ ଟିକଟ ଛପିଥିଲେ । [୫]

ସତ୍ୟେନ୍ଦ୍ର ନାଥ ବୋଷ
SatyenBose1925.jpg
୧୯୨୫ରେ ସତ୍ୟେନ୍ଦ୍ର ନାଥ ବୋଷ
ଜନ୍ମ ଓ ଜନ୍ମସ୍ଥାନ୧ ଜାନୁଆରୀ ୧୮୯୪(1894-01-01)
କଲିକତା, ଇଂରେଜ ଅଧିକୃତ ଭାରତ (ବର୍ତ୍ତମାନ କୋଲକାତା)
ମୃତ୍ୟୁ୪ ଫେବୃଆରୀ ୧୯୭୪(1974-02-04) (ବୟସ ୮୦)
କଲିକତା , ଭାରତ
ଭାରତ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନUniversity of Calcutta
ପ୍ରସିଦ୍ଧିBose–Einstein condensate
Bose–Einstein statistics
Bose gas
ପୁରସ୍କାରପଦ୍ମ ବିଭୂଷଣ
Fellow of the Royal Society
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ ଏବଂ ଗଣିତ
କର୍ମାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ(University of Calcutta)

ପ୍ରାରମ୍ଭିକ ଜୀବନ

 

ଗବେଷଣା

ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ

 
ବୋଷ-ଆଇନଷ୍ଟାଇନ କଣ୍ଡେନସେଟର ଉପସ୍ଥିତି ସୂଚାଉଥିବା ପରୀକ୍ଷଣ

ସମ୍ମାନ

ପଦ୍ମ ବିଭୂଷଣ

ଆଧାର

ବାହାର ଲିଙ୍କ

  • S. N. Bose. "Plancks Gesetz und Lichtquantenhypothese", Zeitschrift für Physik 26:178-181 (1924). (The German translation of Bose's paper on Planck's law)
  • Abraham Pais. Subtle is the Lord...: The Science and Life of Albert Einstein. Oxford and New York: Oxford University Press, 1982. (pp. 423–434). ISBN 0-19-853907-X.
  • "Heat and thermodynamics" Saha and Srivasthava.
  • Lev Pitaevskii and Sandro Stringari. "Bose-Einstein Condensation". Clarendon Press, 2003, Oxford.

This article uses material from the Wikipedia ଓଡ଼ିଆ article ସତ୍ୟେନ୍ଦ୍ର ନାଥ ବୋଷ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାରାମ ନବମୀଅଂକୋର୍ ୱାଟ୍କମ୍ପ୍ୟୁଟରଗ୍ରୀକ ଭାଷାଉତ୍କଳ ଦିବସ୧୪୦୦ଆପଲ କମ୍ପାନୀରାମଓଡ଼ିଶାନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂମୀରା ରାୟବନ୍ଦେ ଉତ୍କଳ ଜନନୀଜଗନ୍ନାଥରାମାୟଣଓଡ଼ିଆ ସାହିତ୍ୟ୧୯୬୨ଦଣ୍ଡ ନାଟହନୁମାନ ଚାଳିଶାଓଡ଼ିଶାର ସଂସ୍କୃତିଭାରତଓଡ଼ିଆ ଭାଷାଫକୀର ମୋହନ ସେନାପତିଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥ ମନ୍ଦିରରଥଯାତ୍ରାବାହାଘର ଡଟ୍ କମ୍ଭାରତର ସଂସ୍କୃତିମନୋଜ ଦାସଓଡ଼ିଶାର ଲୋକନୃତ୍ୟଓଡ଼ିଆ ରାମାୟଣଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକାଳୀଚରଣ ପଟ୍ଟନାୟକବୈଦେହୀଶ ବିଳାସସ୍ୱାମୀ ବିବେକାନନ୍ଦଅଶୋକାଷ୍ଟମୀପଞ୍ଚସଖାଓଡ଼ିଶାର ଇତିହାସରାଧାନାଥ ରାୟମଧୁସୂଦନ ଦାସଗୋପୀନାଥ ମହାନ୍ତିଲକ୍ଷ୍ମଣ ନାୟକଅଚ୍ୟୁତାନନ୍ଦ ଦାସଆର୍କମିଡ଼ିସକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭୁବନେଶ୍ୱରଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟର ଇତିହାସନମିତା ଅଗ୍ରୱାଲଓଡ଼ିଆ କବି ମାନଙ୍କର ତାଲିକାସଚ୍ଚିଦାନନ୍ଦ ରାଉତରାୟପ୍ରତିଭା ରାୟପଠାଣି ସାମନ୍ତସାରଳା ଦାସକୁଞ୍ଜବିହାରୀ ଦାଶକନକ ମଞ୍ଜରୀ ମହାପାତ୍ରଚୈତନ୍ୟଓଡ଼ିଆ ଭାଗବତଶ୍ରୀରାମ ପଣ୍ଡା୨୧ଜଗନ୍ନାଥ ଦାସମହାଭାରତଭାରତୀୟ ସମ୍ବିଧାନମଧୁସୂଦନ ରାଓ🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}