ସଚ୍ଚି ଦାସ

ସଚ୍ଚି ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା । ସଚ୍ଚି ଦାସ ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା । ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ସହିତ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ୪୦୦ରୁ ଅଧିକ ଯାତ୍ରା ଓ ନାଟକ ସେ ନିଜେ ରଚନା କରିଛନ୍ତି ।

ସଚ୍ଚିଦାନନ୍ଦ ଦାସ
ସଚ୍ଚି ଦାସ
ଜନ୍ମ୧୯୩୬
ଜାତୀୟତାଭାରତୀୟ
ପିତାମାତା(s)ଭଗିରଥ ଦାସ, ପ୍ରିୟମ୍ବଦା ଦେବୀ
ପୁରସ୍କାରକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ

ପିତା ଭଗିରଥ ଦାସ ଓ ମାତା ପ୍ରିୟମ୍ବଦା ଦେବୀଙ୍କ ସନ୍ତାନ ସଚ୍ଚି, ୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀଠାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ । ମାତା ପ୍ରିୟମ୍ବଦା ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସଚ୍ଚିଙ୍କର ଅଭିନୟ ଗାଁ ମଞ୍ଚରୁ ଆରମ୍ଭ ହୋଇଥିଲା । ନାଟକର ନାଁ ଥିଲା "ଟିପଚିହ୍ନ" । ଛାତ୍ରାବସ୍ଥାରେ ସେ ଗୁରୁ "ଶ୍ୟାମସୁନ୍ଦର ଧୀର"ଙ୍କଠାରୁ ଶାସ୍ତ୍ରୀୟ ଗାୟନ ଓ ତବଲା ବାଦନ ଶିକ୍ଷା କରିଥିଲେ । ୧୯୫୮ ମସିହାରେ ସେ "ଜନତା ରଙ୍ଗମଞ୍ଚ" ସହିତ ଜଡ଼ିତ ହୋଇଥିଲେ । "ଏବଂ ଆମେ" ନାମକୁ ନାଟ୍ୟ ଅନୁଷ୍ଠାନ ଗଠନ କରି, ସଚ୍ଚି ବହୁ ମଞ୍ଚନାଟକ ପ୍ରସ୍ତୁତ କରିଛନ୍ତି ।

ସମ୍ମାନ ଓ ପୁରସ୍କାର

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଆଜାଦ ହିନ୍ଦ୍ ଫୌଜଭୀମ ଭୋଇକାହ୍ନୁଚରଣ ମହାନ୍ତିମ୍ୟାଲେରିଆହୃଷୀକେଶ ମଲ୍ଲିକତାରିଣୀ ମନ୍ଦିର, ଘଟଗାଁଇଣ୍ଡୋନେସିଆବଣ୍ଡ (ଅର୍ଥ)କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶାନ୍ତନୁ କୁମାର ଆଚାର୍ଯ୍ୟଇତିହାସଉଇକିଅଭିଧାନଜଗନ୍ନାଥ ମନ୍ଦିରରୋହିତ ଶର୍ମାରାମାବତାରମ୍ମେସିନ ଲର୍ଣ୍ଣିଙ୍ଗ୍ସମ୍ବଲପୁରହମିଦା ବାନୁ ବେଗମ୧୯ ମାର୍ଚ୍ଚଓଡ଼ିଶା ବିଧାନ ସଭାଗୌରୀଶଙ୍କର ରାୟଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପରାଶି ଓ ନକ୍ଷତ୍ରଭାରତ ସରକାରମାଛଧରିତ୍ରୀ (ଖବରକାଗଜ)ମସ୍କୋକିଶୋରୀ ଚରଣ ଦାସବୈଜୟନ୍ତ ପଣ୍ଡାନିର୍ମଳା (ଉପନ୍ୟାସ)ଆଚାର୍ଯ୍ୟ ହରିହରପାରମିତା ଶତପଥୀକାଗଜବାଘଦୀପକ ମିଶ୍ରଖିଲିପାନଖଡ଼ଗପୁରହାଡ଼ଫୁଟିଭାରତୀୟ ସଂଖ୍ୟା ପ୍ରଣାଳିନବଯୌବନ ବେଶ୭ (ସଂଖ୍ୟା)ଶାସ୍ତିପ୍ରଯୁକ୍ତି ବିଦ୍ୟାସେଇ ଝିଅଟିନୋବେଲ ପୁରସ୍କାରମହୁଯକୃତକବାଟହେମଲତା ମାନସିଂହସୂଚନା ପ୍ରଯୁକ୍ତିବିଦ୍ୟାନେପଚୁନ୫ ନଭେମ୍ବରଗୋଦାବରୀଶ ମିଶ୍ରମହିଳା ଯୌନାଙ୍ଗ ଛେଦନକମ୍ପ୍ୟୁଟର୨୭ ଜୁନବୈକୁଣ୍ଠନାଥ ପଟ୍ଟନାୟକକୁଞ୍ଜବିହାରୀ ଦାଶଚିକୁନ‌ଗୁନିଆକୁଜିବର ପ‌ତ୍ର୧୬୬୫ଓଡ଼ିଆ ଭ୍ରମଣ ସାହିତ୍ୟଶନିବାରପଖାଳଯୌନ ଉତ୍ପୀଡ଼ନଚିଲିକା ହ୍ରଦମହାବିଦ୍ୟାହୃଷୀକେଶ ପଣ୍ଡାଭାନୁଜୀ ରାଓତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରେଶମ ପଥଭଗବତ ଗୀତା୦ (ସଂଖ୍ୟା)🡆 More