ଶିବାଜୀ: ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା

ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ ।

ଶିବାଜୀ
ଶିବାଜୀ: ପ୍ରାଥମିକ ଜୀବନ, ଶାସନ ପ୍ରଣାଳୀ, ରାଜସ୍ୱ ବ୍ୟବସ୍ଥା
Shivaji's portrait (1680-7), housed in the British Museum
ଶିବାଜୀ: ପ୍ରାଥମିକ ଜୀବନ, ଶାସନ ପ୍ରଣାଳୀ, ରାଜସ୍ୱ ବ୍ୟବସ୍ଥା 1st Chhatrapati of the Maratha Empire
ଶାସନକାଳ ୧୬୭୪-୧୬୮୦ CE
ରାଜ୍ୟାଭିଷେକ ୬ ଜୁନ ୧୬୭୪
ଉତ୍ତରାଧିକାରୀ ସମ୍ଭାଜୀ
ସ୍ୱାମୀ/ସ୍ତ୍ରୀ ସାଇବାଈ (ନିମବାଲକର)
ସୋୟାରବାଈ (ମୋହିତେ)
ପୁଟଲାବାଈ (ପାଲକର)
ଲକ୍ଷ୍ମୀ ବାଈ (ବିଚାରେ)
କାଶୀବାଈ ଯାଦବ
ସନ୍ତାନସନ୍ତତିଗଣ
ସାମ୍ଭାଜୀ, son
ରାଜାରାମ, son
ସକୁବାଇ ନିମ୍ବଲକର, ଝିଅ
ରାନୁବାଇ ଯାଦବ , ଝିଅ
ଆମ୍ବିକାବାଇ ମାଧିକ,ଝିଅ
ଦୀପାବାଇ, ଝିଅ
ରାଜକୁଂବର୍ବାଇ ଶିରକେ , ଝିଅ
କମଳାବାଇ ପଲକର, ଝିଅ
ବାପା ସାଜାହୀ ଭୋଁସଲେ
ମାଆ ଜିଜାବାଈ
ଜନ୍ମ c. ଅପ୍ରେଲ ୧୬୨୭/ ୧୯ ଫ୍ରେବୃୟାରୀ ୧୬୩୦
Shivneri Fort, near ପୁଣେ, ଭାରତ
ମୃତ୍ୟ ୩ ଅପ୍ରେଲ ୧୬୮୦
ରାୟଗଡ଼ ଦୁର୍ଗ, ପୁଣେ, ଭାରତ
ଧର୍ମ ହିନ୍ଦୁ

ପ୍ରାଥମିକ ଜୀବନ

ଶିବାଜୀ: ପ୍ରାଥମିକ ଜୀବନ, ଶାସନ ପ୍ରଣାଳୀ, ରାଜସ୍ୱ ବ୍ୟବସ୍ଥା 
ଶିବାଜୀଙ୍କ ଜନ୍ମସ୍ଥାନ ସିବିନାରି ଦୁର୍ଗ

ଶିବାଜୀ ତାଙ୍କ ଗୃହ ଶିକ୍ଷକ ଦାଦାଜୀ କୋଣ୍ଡଦେବଙ୍କଠାରୁ ଅଶ୍ୱାରୋହଣ ଓ ଯୁଦ୍ଧବିଦ୍ୟା ଶିକ୍ଷାଲାଭ କରିଥିଲେ । ସେ ମାଭାଲି ନାମକ ଏକ ପାହାଡ଼ିଆ ଜାତିର କୃଷକମାନଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷାଦେଇ ଗୋଟିଏ ସୈନ୍ୟଦଳ ଗଠନ କରିଥିଲେ । ସେମାନଙ୍କ ସାହାର୍ଯ୍ୟରେ ସେ ସେ ବିଜାପୁରର ତୋର୍ଣ୍ଣା ଦୁର୍ଗ ଦଖଲ କଲେ । ଏହା ପରେ ସେ ରାୟଗଡ଼ ଦୁର୍ଗ ନିର୍ମାଣ କଲେ ।

ଶିବାଜୀ: ପ୍ରାଥମିକ ଜୀବନ, ଶାସନ ପ୍ରଣାଳୀ, ରାଜସ୍ୱ ବ୍ୟବସ୍ଥା 
ଛୋଟବେଳ ଶିବାଜୀଙ୍କୁ ତାଙ୍କ ମାତା ଶିକ୍ଷା ଦାନ ଦେଉଥିବା ମୂର୍ତି ୧୯୬୦ ମସିହାରେ ଶିବିନାରୀଠାରେ ସ୍ଥାପନ କରାଯାଇଛି

ଶାସନ ପ୍ରଣାଳୀ

ରାଜସ୍ୱ ବ୍ୟବସ୍ଥା

ଆଧାର

ମହାରାଜା ଛତ୍ରପତି ଶିବାଜୀଙ୍କ ଜୟନ୍ତୀ: ଜାଣନ୍ତୁ; ଶିବାଜୀଙ୍କ ବୀରତ୍ୱର କାହାଣୀ ..

http://dhunt.in/d6E0R?s=a&uu=0x4a7d64571309a5e2&ss=wsp

ବାହାର ତଥ୍ୟ

Tags:

ଶିବାଜୀ ପ୍ରାଥମିକ ଜୀବନଶିବାଜୀ ଶାସନ ପ୍ରଣାଳୀଶିବାଜୀ ରାଜସ୍ୱ ବ୍ୟବସ୍ଥାଶିବାଜୀ ଆଧାରଶିବାଜୀ ବାହାର ତଥ୍ୟଶିବାଜୀଭାରତମହାରାଷ୍ଟ୍ରହିନ୍ଦୁହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ମଧୁସୂଦନ ରାଓଧର୍ମସଚ୍ଚିଦାନନ୍ଦ ରାଉତରାୟ୧୭ ଅପ୍ରେଲତାରିଣୀ ମନ୍ଦିର, ଘଟଗାଁଇରା ମହାନ୍ତିବରଗଛପାର୍କିନ୍‌ସନ୍ ରୋଗରାଜକିଶୋର ପଟ୍ଟନାୟକ୩୦ ଅପ୍ରେଲସମ୍ବାଦ (ଖବରକାଗଜ)ରାଜନୀତି ବିଜ୍ଞାନରାଧାନାଥ ରାୟବର କୋଳିଆଣ୍ଟିସାଇକୋଟିକଗୀତଗୋବିନ୍ଦଜାତୀୟ ସାହସିକତା ପୁରସ୍କାରମୁମ୍ବାଇସିକ୍ଲ ସେଲ୍ ରୋଗ୪ ଅପ୍ରେଲବି. ଆର. ଆମ୍ବେଦକରଜଗନ୍ନାଥଙ୍କ ଧୂପଶଶି ଭୂଷଣ ରଥଜାତୀୟ ବିଜ୍ଞାନ ଦିବସଓଡ଼ିଶାର ଭୂଗୋଳବିଜୁଳିଧର୍ମଗଡ଼ବୈଶାଖବୁଧବାରଓଡ଼ିଶା ବିଧାନ ସଭାତାମିଲ ଭାଷାଭାରତୀୟ ଜନଗଣନାମାତଙ୍ଗୀପଖାଳଉତ୍କଳ ଦୀପିକାଗଣିତପିତ୍ତକୋଷକ୍ଲେଭିଡିପିନରମେଶ ପ୍ରସାଦ ପାଣିଗ୍ରାହୀଅନନ୍ତ ପଟ୍ଟନାୟକଜୟୀ ରାଜଗୁରୁଅହଲ୍ୟାତାରାପ୍ରସାଦ ଦାସବ୍ରଜ କିଶୋର ପ୍ରଧାନଖାଦ୍ୟସ୍ୱାସ୍ଥ୍ୟଖୋର୍ଦ୍ଧାଭୁବନେଶ୍ୱରଚୈତ୍ର ପୂର୍ଣ୍ଣିମାକଲମପ୍ଲୀହାସୁଦର୍ଶନ ପଟ୍ଟନାୟକକାମଦା ଏକାଦଶୀମନୋଜ ଦାସଙ୍କ କଥା ଓ କାହାଣୀନଟବର ସାମନ୍ତରାୟହରପ୍ରସାଦ ଦାସଅଗ୍ନ୍ୟାଶୟ ଅକ୍ଷମତାନଦୀକଟକ ଜିଲ୍ଲାସାମବେଦବେଦଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅମନାତ୍ୟ ଜନଜାତିବନ୍ଦେ ଉତ୍କଳ ଜନନୀପ୍ରଥମ ବିଶ୍ୱଯୁଦ୍ଧମଧୁସୂଦନ ଦାସକିଶୋରଚନ୍ଦ୍ରାନନ୍ଦ ଚମ୍ପୂଭଗବତ ଗୀତାଅଚ୍ୟୁତାନନ୍ଦ ଦାସକରଞ୍ଜ🡆 More