ଲିଓନେଲ୍ ମେସି: ଆର୍ଜେଣ୍ଟିନାର ଫୁଟବଲ ଖେଳାଳି

ଲିଓନେଲ୍ ମେସି ଆର୍ଜେଣ୍ଟିନାର ବିଶ୍ୱପ୍ରସିଦ୍ଧ ପେଶାଦାର୍ ଫୁଟବଲ୍ ତାରକା ।ସେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ୍ ଦଳ ଓ ସ୍ପାନିସ୍ ଲା ଲିଗା ଦଳ ବାର୍ସୀଲୋନାରୁ ଖେଳନ୍ତି। ଅନେକ ମେସିଙ୍କୁ ବିଶ୍ୱର ଜଣେ ଭଲ ଫୁଟବଲ୍ ଖେଳାଳୀର ମାନ୍ୟତା ଦିଅନ୍ତି ।ସେ ବିଶ୍ୱର ଏକମାତ୍ର ଖେଳାଳୀ ଭାବେ ୫ଟି ବାଲାନ୍ ଡି ଓର୍ ପୁରସ୍କାର ପାଇଛନ୍ତି ।ସେ ୩ଟି ଇଉରୋପିଆନ୍ ସୁନା ବୁଟ୍ ଜିତିଛନ୍ତି ।

ଲିଓନେଲ୍ ମେସି
ଲିଓନେଲ୍ ମେସି: ଆର୍ଜେଣ୍ଟିନାର ଫୁଟବଲ ଖେଳାଳି
Messi with Barcelona during the UEFA Super Cup in August 2015
Personal information
Full name Lionel Andrés Messi
Date of birth (1987-06-24) ୨୪ ଜୁନ ୧୯୮୭ (ବୟସ ୩୬)
Place of birth Rosario, Argentina
Height ୧.୭୦ m (୫ ft 7 in)
Playing position Forward
Club information
Current team
Barcelona
Number 10
Youth career
1994–2000 Newell's Old Boys
2001–2004 Barcelona
Senior career*
Years Team Apps (Gls)
2003–2004 Barcelona C 10 (5)
2004–2005 Barcelona B 22 (6)
2004– Barcelona 351 (314)
National team
2004–2005 Argentina U20 18 (14)
2008 Argentina U23 5 (2)
2005– Argentina 114 (56)
Honours
Competitor for ଲିଓନେଲ୍ ମେସି: ଆର୍ଜେଣ୍ଟିନାର ଫୁଟବଲ ଖେଳାଳି Argentina
South American U-20 Championship
Third place 2005 Colombia
FIFA U-20 World Cup
Winner 2005 Netherlands
Copa América
Runner-up 2007 Venezuela
Runner-up 2015 Chile
Runner-up 2016 United States
Olympic Games
Gold 2008 Beijing
FIFA World Cup
Runner-up 2014 Brazil

* Senior club appearances and goals counted for the domestic league only and correct as of 13 September 2016.

‡ National team caps and goals correct as of 1 September 2016

ପ୍ରାରମ୍ଭିକ ଜୀବନ

ମେସି ୨୪ ଜୁନ୍ ୧୯୮୭ରେ ରୋସରିଓ ସଂତ୍ତା ଫେରେ ଜନ୍ମଗ୍ରହଣ କରିଥିଲେ ।ସେ ନିଉଏଲ୍ ଓଲଡ଼ ବୟଜରେ ସେ ୬ ବର୍ଷରେ ଯୋଗଦାନ କରିଥିଲେ ।ସେଠାରେ ସେ ୬ ବର୍ଷ ମଧ୍ୟରେ ୫୦୦ରୁ ଅଧିକ ଗୋଲ୍ କରିଥିଲେ ।ମାତ୍ର ୧୦ ବର୍ଷ ବୟସରେ ସେ ଗ୍ରୋଥ୍ ହରମୋନ୍ ଅଭାବର ଶିକାର ହୋଇଥିଲେ ।ନିଉଏଲ୍ ଓଲଡ଼ ବୟଜ ମେସିଙ୍କ ରୋଗର ଉପଚାରରେ ଆର୍ଥିକ ସହାୟତା କରିଥିଲେ ।ରିଭର ପ୍ଲେଟ୍ ମେସିଙ୍କୁ ନିଜ ଦଳରେ ମିସେଇବାକୁ ପ୍ରୟାସ କରିଥିଲା ମାତ୍ର ସେ ମେସିଙ୍କ ରୋଗର ଉପଚାରରେ ଅର୍ଥିକ ସହାୟତା କରିପାରିନଥିଲେ କାରଣ ସେତେବେଳେ ରିଭର ପ୍ଲେଟ୍ ଘୋର୍ ଅର୍ଥିକ ଦୁରାବସ୍ତା ଦେଇ ଗତି କରୁଥିଲା । ଯେହେତୁ ମେସିଙ୍କ ସମ୍ପର୍କିୟ କାଟଲୋନିଆନ୍ ଥିଲେ ସେ ମେସିଙ୍କ ବାର୍ସୀଲୋନାରେ ଯୋଗଦେବା ହେତୁ ପରୀକ୍ଷାର ଆୟୋଜନ କରିଥିଲେ।ଓ ମେସିଙ୍କୁ ଗୋଟେ ନାପ୍କିନ୍ରେ ଚୁକ୍ତିପତ୍ର ଦିଆଯାଇଥିଲା ଗୋଟିଏ ବର୍ଷ ବାର୍ସୀଲୋନାର ଯୁବ ଏକାଡେମୀ ଲା ମାସିଆରେ କାଟିବା ପରେ ମେସି ରୟାଲ୍ ସ୍ପାନିଶ୍ ଫୁଟବଲ୍ ଫେଡେରେସନ୍ରେ ଭର୍ତୀ ହୋଇଥିଲେ ।ସେଠାରେ ଖେଳିଲା ବେଳେ ସେ ସେକ୍ ଫାବରେଗାସ୍ ଓ ଗେରାଡ଼ ପିକୁ ସହ ବନ୍ଧୁତା କରିଥିଲେ। ନିଜର ଗ୍ରୋଥ୍ ହରମୋନ୍ ଉପଚାର ପରେ ମେସି ବାର୍ସୀଲୋନାର ଶ୍ରେଷ୍ଠ ଯୁବ ଦଳ ଶିଶୁ ସ୍ୱପ୍ନର ଦଳର ଅବିଛେଦ୍ୟ ଅଂଗ ପଲାଟିଥିଲେ।୨୦୦୨-୩ରେ ସେ ୩୬ ଗୋଲ୍ ସହ ଟପ ଗୋଲ୍ କରିଥିବା ଖେଳାଳୀ ହୋଇଥିଲେ । ସେ ସିଜିନ୍ ଶେଷରେ ମେସିକୁ ଇଂରାଜୀ କ୍ଲବ୍ ଅର୍ସେନାଲ୍ ତରଫରୁ ଖେଳିବାକୁ ସୁଯୋଗ୍ ଆସିଥିଲା କିନ୍ତୁ ଫାବ୍ରେଗାସ୍ ଓ ପିକୁ ଇଂଲଣ୍ଡ୍ କ୍ଲବ୍ ତରଫରୁ ଖେଳିବାକୁ ଯାଇଥିଲେ ମଧ୍ୟ ମେସି ବାର୍ସେଲୋନାରେ ରହିବାକୁ ନିଷ୍ପତି ନେଇଥିଲେ ।ଏବଂ ଏହା ମେସିଙ୍କ ଜୀବନର ଅନ୍ୟତମ ଯୁଗାନ୍ତକାରୀ ନିଷ୍ପତ୍ତି ଥିଲା ।

ସଫଳତା

ମେସି 4ଟି ବାଲାନ ଡି ଓରର ବିଜେତା। ମେସିଙ୍କ ଅଧିନୟକତ୍ୱରେ ଆର୍ଜେନ୍ଟିନା କୋପା ଆମେରିକା କପ ଏବଂ ବିଶ୍ୱ କପର ଫାଇନାଲରେ ପ୍ରବେଶ କରି ପାରିଛି ।


Tags:

ଆର୍ଜେଣ୍ଟିନା

🔥 Trending searches on Wiki ଓଡ଼ିଆ:

ଭଗବତ ଗୀତାଉତ୍କଳ ବ୍ରାହ୍ମଣଭ୍ୟାକୁମ୍ କ୍ଲିନର୍ଚବିଶ ଗୁରୁବାହୁଡ଼ା ଯାତ୍ରାବେଦବ୍ୟଞ୍ଜନ ବର୍ଣ୍ଣରଥଯାତ୍ରାଲାଲ ବାହାଦୁର ଶାସ୍ତ୍ରୀରାମଚନ୍ଦ୍ର ମିଶ୍ରଜହ୍ନି ଚୋପା ଚଟଣୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀଦୁର୍ଗାଅଣ୍ଡା (ଜୀବ ବିଜ୍ଞାନ)ରାସାୟନିକ ମୌଳିକଜଗନ୍ନାଥ ପ୍ରସାଦ ଦାସଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ମହାଦେଶଭାରତଗୁଣନସରଳା ଦେବୀମହାନଦୀଓଡ଼ିଶୀଆଇଚି ରାଜ୍ୟକୁନ୍ତଳା କୁମାରୀ ସାବତନେଲସନ ମଣ୍ଡେଲାଜର୍ମାନୀ୨୨ ଫେବୃଆରୀ୧୧ ଫେବୃଆରୀନୀଳମାଧବ ମନ୍ଦିରବାଘଉଇକିକମନ୍ସଜନ ଗଣ ମନକଳିଙ୍ଗ ଯୁଦ୍ଧଦୀନକୃଷ୍ଣ ଦାସକିଶୋରୀ ଚରଣ ଦାସଭାରତ ଲୀଳାହଳଦୀଟୁଇଟରଲଳିତା (୧୯୪୯ର ସିନେମା)ରାମ ନବମୀହର ପଟ୍ଟନାୟକରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରଆନ୍ତର୍ଜାତିକ ମହିଳା ଦିବସଅଭିମନ୍ୟୁ ସାମନ୍ତସିଂହାରଦ୍ରୌପଦୀ ମୁର୍ମୁଗୁପଚୁପରଞ୍ଜିତା ନାୟକରୁକ୍ମିଣୀ ବିବାହଓଡ଼ିଶାର ଲୋକନୃତ୍ୟକଇଁଛଓଡ଼ିଆ ନାଟକଚିଲିକା ହ୍ରଦଭାରତର ରାଷ୍ଟ୍ରପତିମ୍ୟାଲେରିଆସୂର୍ଯ୍ୟଧାତୁଗଙ୍ଗବଂଶଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅକ୍ଷୟ ତୃତୀୟାଗୁରୁ ପ୍ରସାଦ ମହାନ୍ତିଦମନ (୨୦୨୨ର କଥାଚିତ୍ର)କଥା (ପତ୍ରିକା)ବିଶ୍ୱତାପନଧାନଗନରିଆଓମ୍ମହାପାତ୍ର ନୀଳମଣି ସାହୁଆଠଗଡ଼ ଗଡ଼ଜାତ ରାଜ୍ୟଗୀତଗୋବିନ୍ଦଧରିତ୍ରୀ🡆 More