ରାମ ଚନ୍ଦ୍ର ରାମ: ଓଡ଼ିଆ ରାଜନୀତିଜ୍ଞ

ରାମ ଚନ୍ଦ୍ର ରାମ (୧ ଜାନୁଆରୀ ୧୯୨୨ - ୨୬ ନଭେମ୍ବର ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରାମ ଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାମ ଚନ୍ଦ୍ର ରାମ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀବସନ୍ତ ମଞ୍ଜରୀ ଦେବୀ
ପର ଅଧିକାରୀବି. ଏସ. ବି. ନରେନ୍ଦ୍ର ମହାପାତ୍ର
ନିର୍ବାଚନ ମଣ୍ଡଳୀରଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-01-01)ଜାନୁଆରୀ ୧, ୧୯୨୨
ମୃତ୍ୟୁ୨୬ ନଭେମ୍ବର ୧୯୯୩(1993-11-26) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀସରସ୍ୱତୀ ଦେବୀ
ବାପା/ବୋଉବନମାଳୀ ରାମ (ବାପା)
ବୃତ୍ତିରାଜନୀତିଜ୍ଞ

୧୯୫୦ ମସିହାରେ ମୁକ୍ତିଲାଭ କରିଥିବା କଲ୍ୟାଣ ଗୁପ୍ତ ଓ ଅନନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ସପ୍ତଶଯ୍ୟା କଥାଚିତ୍ରରେ ସେ ଅଭିନୟ ମଧ୍ୟ କରିଥିଲେ।

ଜନ୍ମ, ପରିବାର ଓ ଶିକ୍ଷା

ରାମ ଚନ୍ଦ୍ର ରାମ ୧୯୨୨ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବନମାଳୀ ରାମ ଏବଂ ପତ୍ନୀଙ୍କ ନାମ ସରସ୍ୱତୀ ଦେବୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।

ରାଜନୈତିକ ଜୀବନ

ରାମ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ରାମ ଚନ୍ଦ୍ର ରାମ ୧୯୯୩ ମସିହାର ନଭେମ୍ବର ମାସ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଅଲ ।

ଆଧାର

Tags:

ରାମ ଚନ୍ଦ୍ର ରାମ ଜନ୍ମ, ପରିବାର ଓ ଶିକ୍ଷାରାମ ଚନ୍ଦ୍ର ରାମ ରାଜନୈତିକ ଜୀବନରାମ ଚନ୍ଦ୍ର ରାମ ମୃତ୍ୟୁରାମ ଚନ୍ଦ୍ର ରାମ ଆଧାରରାମ ଚନ୍ଦ୍ର ରାମଓଡ଼ିଆ ଭାଷାଓଡ଼ିଶା ବିଧାନ ସଭାରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଛ ମାଣ ଆଠ ଗୁଣ୍ଠସଜନାରବୀନ୍ଦ୍ରନାଥ ଠାକୁରଅଜନ୍ତା ଗୁମ୍ଫାଅନୁପମ ଭାରତଟେସାମୋରେଲିନପୁରୀଚେରୋ ଜାତିଭାରତୀୟ ଦଣ୍ଡ ସଂହିତା, ୧୮୬୦ରାଜେନ୍ଦ୍ର କିଶୋର ପଣ୍ଡାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଏଲିନା ସାମନ୍ତରାୟମୃଣାଳ ସେନଚଇତି ଘୋଡ଼ା ନାଚବୈଷ୍ଣବ ପାଣିଦୀନକୃଷ୍ଣ ଦାସବିଜୟ ମିଶ୍ର୧୨ ସେପ୍ଟେମ୍ବରଆମ୍ବଚିନ୍ତାମଣି ବେହେରାଗୁରୁ ପ୍ରସାଦ ମହାନ୍ତିପଣା ସଂକ୍ରାନ୍ତିମହାପାତ୍ର ନୀଳମଣି ସାହୁଲବଙ୍ଗୟୁ ଟ୍ୟୁବଉତ୍କଳ ସମ୍ମିଳନୀଓଡ଼ିଆ ଭାଗବତଉପେନ୍ଦ୍ର କିଶୋର ଦାସବିଜୁ ଜନତା ଦଳଅଭିରାମ ପରମହଂସଉଇକିକମନ୍ସଫିଲିପାଇନ୍ସଇଲେକ୍ଟ୍ରୋନିକ କମର୍ସରାଣୀ ଲକ୍ଷ୍ମୀବାଈପରଶୁରାମଚନ୍ଦନ ବୋଡ଼ାସାଇକେଲଦାସକାଠିଆଭଦଭଦଳିଆବିଜ୍ଞାନପିଆଜଓଡ଼ିଶାର ଲୋକନୃତ୍ୟସ୍ୱାମୀ ବିବେକାନନ୍ଦକାଳୀଚରଣ ପଟ୍ଟନାୟକଅଚ୍ୟୁତାନନ୍ଦ ଦାସବ୍ୟାସଦେବଚକ୍ରଧର ବେହେରାଏସ୍କେରିସିଆ କୋଲାଇଦ୍ରାଘିମାଗୁରୁବାରକୁକୁରଭଗବତ ଗୀତାମାଇକ୍ରୋସଫ୍ଟଭାରତର ରାଷ୍ଟ୍ରପତି୧ ଅପ୍ରେଲବିଦୁସ୍ମିତାକିଶୋରୀ ଚରଣ ଦାସବାରାକ ଓବାମାକୋଣାର୍କ ସୂର୍ଯ୍ୟ ମନ୍ଦିରବିରଜା ମନ୍ଦିରଗଜଲରାଶି ଓ ନକ୍ଷତ୍ରସମ୍ବଲପୁର🡆 More