ପ୍ରକାଶ ମହାପାତ୍ର: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ପ୍ରକାଶ ମହାପାତ୍ର (ଜନ୍ମ: ୩ ଫେବୃଆରୀ ୧୯୫୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ଗଳ୍ପ, କବିତା, ଲଳିତ ଗଦ୍ୟ, ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ଅନେକ ବିଭାଗରେ ପ୍ରକାଶ ମହାପାତ୍ରଙ୍କର ଅବଦାନ ରହିଛି । ନିଜ ପୁସ୍ତକ 'କୀଟ ଓ ଅନ୍ୟାନ୍ୟ ଗଳ୍ପ' ପାଇଁ, ସେ ୨୦୦୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

ପ୍ରକାଶ ମହାପାତ୍ର
Prakash Mohapatra
୨୦୨୩ ମସିହାରେ ଭଦ୍ରକରେ ଆୟୋଜିତ ୭ମ ସାଳନ୍ଦୀ ବହିମେଳାରେ ପ୍ରକାଶ ମହାପାତ୍ର ।
ଜନ୍ମ ଓ ଜନ୍ମସ୍ଥାନ (1956-02-03) ୩ ଫେବୃଆରୀ ୧୯୫୬ (ବୟସ ୬୮)
ରଣପୁର, ପୁରୀ
ବୃତ୍ତିକବି, ଲେଖକ, ପ୍ରକାଶକ
ବାସସ୍ଥଳୀଭୁବନେଶ୍ୱର
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନନୟାଗଡ଼ ମହାବିଦ୍ୟାଳୟ,ରାୟଗଡ଼ା ମହାବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮
ଜୀବନସାଥୀସ୍ମିତା ରଥ
ସନ୍ତାନପ୍ରାଜ୍ଞ ସିଦ୍ଧାର୍ଥ

ସାହିତ୍ୟ କୃତି

  • ଘୋଡ଼ସବାର କଥା
  • କୀଟ ଓ ଅନ୍ୟାନ୍ୟ ଗଳ୍ପ
  • ଜର୍ନାଲ ୨୦୧୧
  • ଓଃ ପୁଜିୟାମା
  • ଅପସ୍ୱର (କବିତା ପୁସ୍ତକ)
  • ସବୁଜ ଗଳ୍ପ
  • କମୋଡ଼ ଉପରେ ହାର୍ଟଷ୍ଟ୍ରୋକ୍ (କବିତା)
  • ଟି ବ୍ରେକ୍ (ଲଳିତ ଗଦ୍ୟ)
  • କଥାର ନାମ ବଂଶୀ (ଲଳିତ ଗଦ୍ୟ)
  • ନଟର ଡାଏରୀ (ଲଳିତ ଗଦ୍ୟ)

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮(କୀଟ ଓ ଅନ୍ୟାନ୍ୟ ଗଳ୍ପ)
  • ଜଗଦୀଶ କଥା ସମ୍ମାନ - ୨୦୧୪
  • ଅଖିଳ କଥା ସମ୍ମାନ - ୨୦୧୪
  • ଟାଇମପାସ ବେଷ୍ଟସେଲର ପୁରସ୍କାର, ୨୦୧୩ (ଓଃ ପୁଜିୟାମା)
  • ଶିବରାମ ସ୍ମୃତି ପୁରସ୍କାର, ୨୦୦୭

ଆଧାର

Tags:

ଓଡ଼ିଆ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

ଗୁରୁପ୍ରସାଦ ମହାନ୍ତିଛାନ୍ଦଓଡ଼ିଶାଜାଭା (ପ୍ରୋଗ୍ରାମିଂ ଭାଷା)ଗୀତଗୋବିନ୍ଦଜାପାନରାଷ୍ଟ୍ରପତି ଭବନକରଣ (ଜାତି)ମନୋଜ ପଟ୍ଟନାୟକ (ଗୀତିକାର)ନାରୀବାଦଆକବରସ୍ନେହସାରଲକ୍ଷ୍ମୀକାନ୍ତ ମହାପାତ୍ରସମୀର ରଞ୍ଜନ ଦାଶହୋଲିଦାସକାଠିଆୱାଟରଲୁ ଯୁଦ୍ଧପକ୍ଷୀଜଣ୍ଡିସ୍ରବୀନ୍ଦ୍ରନାଥ ଠାକୁରଜୀବସାର ଖନଟବର ସାମନ୍ତରାୟଖୋର୍ଦ୍ଧା ଜିଲ୍ଲାଗୋଦାବରୀଶ ମିଶ୍ରଜ୍ଞାନକୋଷଡାଲିମିଳିତ ଜାତିସଂଘମ୍ୟାଲେରିଆଭାରତର ରାଷ୍ଟ୍ରପତିକୁଞ୍ଜବିହାରୀ ଦାଶଚିତ୍ତରଞ୍ଜନ ଦାସ୨୧ଗୋପାଳ ଚନ୍ଦ୍ର ପ୍ରହରାଜଉତ୍କଳ ସମ୍ମିଳନୀସଂଗୀତଉପେନ୍ଦ୍ର କିଶୋର ଦାସଏସିଆଓଡ଼ିଆ ଭ୍ରମଣ ସାହିତ୍ୟବିର୍ସା ମୁଣ୍ଡାମକର (ରାଶି)ସୋରିଷରିୟା ଦେପ୍ଲୀହାରାଜନୀତି ବିଜ୍ଞାନଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଦ୍ୟୁତସମ୍ବଲପୁରଇଣ୍ଟରନେଟକେନ୍ଦୁଝର ଗଡ଼ଜାତ ରାଜ୍ୟକଳମଶାଗତାରିଣୀ ମନ୍ଦିର, ଘଟଗାଁଗଙ୍ଗଶିଉଳୀଯକୃତପୁରୁଷୋତ୍ତମ ଦେବଗୁରୁ ପ୍ରସାଦ ମହାନ୍ତିଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଟୋଲକାପୋନଓଡ଼ିଶାର ଇତିହାସଯୋଗଆଇଜାକ ନିଉଟନଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାମୋରୋକ୍କୋମଦର ଟେରେସା୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଲସ ଏଞ୍ଜଲେସ ଲେକର୍ସ୧୭୩୬🡆 More