ନାରୀବାଦ

ନାରୀବାଦର ବିଚାରଧାରା  ରାଜନୈତିକ ଓ ସାମାଜିକ ଆନ୍ଦୋଳନର ଭାଗ ଯାହାର ମୂଳ ଲକ୍ଷ ସମାଜରେ ନାରୀଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରେଇବା ।  ଏହା ନାରୀଙ୍କୁ ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ମଧ୍ୟ ସମାନ ଅଧିକାର ଦିଏ । 

ନାରୀବାଦ
ନାରିବାଦର ପ୍ରତୀକ 

ବିଭିନ୍ନ ମହିଳା ସଂଗଠନ ସମାଜରେ ନାରୀଙ୍କୁ କିପରି ସମାନ ଅଧିକାର ଦିଆଯିବ ତାହା ନେଇ ଅଭିଯାନ କରନ୍ତି, ସେହି ଅଧିକାର ଗୁଡ଼ିକ ହେଲା, ଭୋଟର ଅଧିକାର, ସମାନ ଦରମା, ଶିକ୍ଷାର ଅଧିକାର ଓ ଅନ୍ୟ ଅଧିକାର ସାବ୍ୟସ୍ତ କରିବାରେ ସହାୟତା କରିଥାଏ । ନାରିବାଦର ବିଚାର ରଖୁଥିବା ଲୋକ ମହିଳାଙ୍କୁ ବିଭିନ୍ନ ଘରୋଇ ହିଂସା, ବଳତ୍କାର ଓ ଯୌନଉତ୍ପୀଡନରୁ ନିଜକୁ କିପରି ମୁକୁଳେଇବ ତାହା ନେଇ ସହାୟତା ମଧ୍ୟ କରନ୍ତି । 

ଇତିହାସ

ନାରୀବାଦ 
୬  ମଇ ୧୯୧୨ରେ ପ୍ଯାରିସରେ ମହିଳା ଅଧିକାର ପାଇଁ ପ୍ଯାରେଡ କରୁଥିବା ମହିଳାମାନେ। 

ଚାର୍ଲ୍ସ ଫୌରିଅର, ଜଣେ ଉଟୋପୀୟ ସମାଜସେବୀ ଓ ଫରାସୀ ଦାର୍ଶନିକ ୧୮୩୭ ମସିହାରେ ପ୍ରଥମ ଥର ପାଇଁ ନାରୀବାଦ ଶବ୍ଦର ପକ୍ଷ ରଖିଥିଲେ । ନାରୀବାଦର ସପକ୍ଷରେ ଥିବା ବିଭିନ୍ନ ଇତିହାସକାର ଇତିହାସରେ ନାରୀଙ୍କ ଅଧିକାର ନିମନ୍ତେ ହେଇଥିବା ଅଭିଯାନକୁ ନାରୀବାଦର ଆନ୍ଦୋଳନର ଭାଗ ବୋଲି ଦର୍ଶାନ୍ତି । 

ଆନ୍ଦୋଳନ ଓ ବିଚାରଧାରା 

ନାରୀବାଦର ମୂଳ ବିଚାରଧାରା ହେଉଛି ସମାଜରେ ମହିଳାଙ୍କ ଅଧିକାର। 

ଆଧାର

Tags:

ସାମାଜିକ ଆନ୍ଦୋଳନ

🔥 Trending searches on Wiki ଓଡ଼ିଆ:

ଚିତ୍ରା (ନକ୍ଷତ୍ର)ରାସନ କାର୍ଡ଼ (ଭାରତ)କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯକୃତଜନ ବୀମସବଡ଼ଦିନଅଗ୍ନ୍ୟାଶୟ ଅକ୍ଷମତାଚୈତ୍ର ପୂର୍ଣ୍ଣିମାବିଜୁଳିତମନ୍ନା ବ୍ୟାସରାମାୟଣଅମର ପ୍ରସାଦ ଶତପଥୀପାରାଦୀପ ବନ୍ଦରହାଡ଼ଫୁଟିବୈକୁଣ୍ଠନାଥ ପଟ୍ଟନାୟକବିଭୂତି ପଟ୍ଟନାୟକବୈଷ୍ଣବ ପାଣିଧର୍ମଆଶୁତୋଷ ପରିଡ଼ାଅଭିମନ୍ୟୁ ସାମନ୍ତସିଂହାରହନୁମାନଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଭଗବତୀ ଚରଣ ପାଣିଗ୍ରାହୀଅନ୍ନପୂର୍ଣ୍ଣା ମହାରଣାଉଇକିପିଡ଼ିଆ ସମୂହର ତାଲିକାଦୁର୍ଗାଶିମିଳିପାଳ ଜାତୀୟ ଉଦ୍ୟାନ୩୦ ଅପ୍ରେଲକାନନ ମିଶ୍ରମାର୍କଣ୍ଡ ଦାସସମ୍ବଲପୁରୀ ଭାଷାମନୋଜ ଦାସଙ୍କ କଥା ଓ କାହାଣୀଭୁବନେଶ୍ୱର ବେହେରାଅଶୋକାଷ୍ଟମୀଧାମରା ବନ୍ଦରତାରିଣୀ ମନ୍ଦିର, ଘଟଗାଁକାଳୀଚରଣ ପଟ୍ଟନାୟକବନମାଳୀ ଦାସହୋଲିଓଡ଼ିଶୀହିମାଳୟଜୟଦେବ ଜେନା୧୯ ଅପ୍ରେଲନୂଆ ଦିଲ୍ଲୀରଜିୟା ସୁଲତାନଦୁର୍ଗାଷ୍ଟମୀସାରଳା ମନ୍ଦିରପରମାନନ୍ଦ ଆଚାର୍ଯ୍ୟପ୍ରଥମ ବିଶ୍ୱଯୁଦ୍ଧଭଦଭଦଳିଆଦଗ୍ଧଭାରତ ସରକାରଶବ୍ଦ (ପଦ)ଗ୍ରହମଥୁରା ମଙ୍ଗଳଗୁରୁ ପ୍ରସାଦ ମହାନ୍ତିସମୀର ରଞ୍ଜନ ଦାଶ୧୫ ଅପ୍ରେଲମଧୁସୂଦନ କାନୁନଗୋ🡆 More