ନାଗେଶ୍ୱର ମନ୍ଦିର

ନାଗେଶ୍ୱର ମନ୍ଦିର ଭୁବନେଶ୍ୱରରେ ଥିବା ଏକ ଅପୂଜା ଦେଉଳ । ଏହା ଲିଙ୍ଗରାଜ ୱେଷ୍ଟ କ୍ୟାନାଲର ପଶ୍ଚିମ କୂଳରେ ଅବସ୍ଥିତ । କ୍ୟାନାଲର ଆର ପଟେ ୧୦.୩୫ ମିଟର (୩୪.୦ ଫୁଟ) ଦୂରତାରେ ସୁବର୍ଣ୍ଣେଶ୍ୱର ଶିବ ମନ୍ଦିର ରହିଛି ।

ନାଗେଶ୍ୱର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
ଭୌଗଳିକ ଅବସ୍ଥିତି20°14′47″N 85°51′24″E / 20.24639°N 85.85667°E / 20.24639; 85.85667
Architecture
Typeକଳିଙ୍ଗ ଶୈଳୀ (କଳିଙ୍ଗ ସ୍ଥାପତ୍ୟକଳା)
Elevation8 m (26 ft)
ନାଗେଶ୍ୱର ମନ୍ଦିର
ଭିତର ଦ୍ୱାରବନ୍ଧ
ନାଗେଶ୍ୱର ମନ୍ଦିର
ଅନ୍ୟ ପଟରୁ ଦୃଶ୍ୟ

ଶିଳ୍ପତତ୍ତ୍ୱ

ନାଗେଶ୍ୱର ମନ୍ଦିର ଭୁବନେଶ୍ୱର ମଧ୍ୟରେ ଅବସ୍ଥିତ । ମନ୍ଦିର ପାଖ ଅଞ୍ଚଳରେ ଚାଷଜମି ଓ ଆବାସସ୍ଥାନ ଅଛି । ଦେଉଳ ପୂର୍ବମୁଖୀ ହୋଇ ୫.୬ ମି ପ୍ରସ୍ଥ, ୫.୦ ମି ଗଭୀରତା ଓ ୦.୪ ମି ଦୈର୍ଘ୍ୟ ଥିବା ମଞ୍ଚା ଉପରେ ରହିଛି ।ମୁଖ୍ୟ ଦେଉଳର ଉଚ୍ଚତା ୮.୧୫ ମି (୨୬.୭ ଫୁ) ।

ମନ୍ଦିରର ଗର୍ଭଗୃହ ଶୂନ୍ୟ । ବାହ୍ୟ କାନ୍ଥଗୁଡ଼ିକର କାରୁକାର୍ଯ୍ୟ ଦେଖି ଏହି ମନ୍ଦିର ଶିବଙ୍କ ଉଦ୍ଦେଶ୍ୟରେ ଗଢ଼ାଯାଇଥିଲା ବୋଲି ଜଣାଯାଏ ।ପାର୍ଶ୍ୱଦେବାଦେବୀଙ୍କ ଲାଗି ନିଶାଦେଉଳ ଥିଲେହେଁ ପାର୍ଶ୍ୱଦିଅଁମାନଙ୍କ ମୂର୍ତ୍ତି ଆଉ ନାହିଁ । ମନ୍ଦିରର ବାହାର ଗଠନ ମୁକ୍ତେଶ୍ୱର ମନ୍ଦିର ଭଳି ରଙ୍ଗଡାଳିମ୍ବ ପଥରରେ (ଇଂରାଜୀରେ ochrous sandstone) ଗଢ଼ାହୋଇଛି ।କଳିଙ୍ଗ ଶୈଳୀରେ କାରୁକାର୍ଯ୍ୟ ପଥର ଗାତ୍ରରେ ଖୋଦନ କରାଯାଇଛି ।


ଇତିହାସ

ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ମତରେ ମନ୍ଦିରଟି କେଶରୀ ବଂଶର ରାଜାମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ।

ସଂରକ୍ଷଣ

ମନ୍ଦିରଟି ଅପେକ୍ଷାକୃତ ଭଲ ଅବସ୍ଥାରେ ଅଛି । କେବଳ ପୂର୍ବରୁ ରଙ୍ଗ ଦିଆଯାଇଥିବା କେତୋଟି ଯାଗାରେ ରଙ୍ଗ ପରସ୍ତ ଛାଡ଼ିଯାଇଛି ।ଏହା ଛଡ଼ା ପଥର ଦେଉଳ ଉପରେ ବହୁ ଗଛଲତା ମାଡ଼ିଯାଇଛି ।

ମନ୍ଦିରଟି ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପୁନରୁଦ୍ଧାର କରାଯାଇ ନବୀକୃତ ହୋଇଥିଲା ।ସେହି କାର୍ଯ୍ୟବେଳେ ପ୍ରସ୍ତର ଖଣ୍ଡଗୁଡ଼ିକୁ ଧଳା ରଙ୍ଗରେ ଚିହ୍ନିତ କରାଯାଇଥିବାରୁ ମନ୍ଦିରର ମୂଳ ନିର୍ମାଣ ବହୁ ବିକୃତ ହୋଇଯାଇଛି ।

ଅଧିକ ପଠନ

  • ଭୁବନେଶ୍ୱରର ମନ୍ଦିରମାନ

ଆଧାର

  • Pradhan, Sadasiba. Lesser Known Monuments of Bhubaneswar. ISBN 81-7375-164-1.

ବାହ୍ୟ ଲିଙ୍କ

Tags:

ନାଗେଶ୍ୱର ମନ୍ଦିର ଶିଳ୍ପତତ୍ତ୍ୱନାଗେଶ୍ୱର ମନ୍ଦିର ଇତିହାସନାଗେଶ୍ୱର ମନ୍ଦିର ସଂରକ୍ଷଣନାଗେଶ୍ୱର ମନ୍ଦିର ଅଧିକ ପଠନନାଗେଶ୍ୱର ମନ୍ଦିର ଆଧାରନାଗେଶ୍ୱର ମନ୍ଦିର ବାହ୍ୟ ଲିଙ୍କନାଗେଶ୍ୱର ମନ୍ଦିର

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀନାରାୟଣ ସାହୁଲାଟିନ ଭାଷାବିରଜା ମନ୍ଦିରମାୟାଧର ମାନସିଂହମନୋଜ ଦାସନେପଚୁନରାମାୟଣରକ୍ତମାସନିତ୍ୟାନନ୍ଦ ଶତପଥୀଉଇକିପିଡ଼ିଆଚନ୍ଦ୍ରଶେଖର ରଥ୨୦ ଅଗଷ୍ଟଶାନ୍ତନୁ କୁମାର ଆଚାର୍ଯ୍ୟଶିବଏଣ୍ଡୋମେଟ୍ରିଓସିସଦାସିଆ ବାଉରୀବିଜୟ ମିଶ୍ରପର୍ଫେନାଜାଇନବିରଳା ମନ୍ଦିର, କୋଲକାତାଘରଆଶୁତୋଷ ପରିଡ଼ାବିଜୟ ଶଙ୍କର ଦାସୟୁରୋପଶୀତଳ ଷଷ୍ଠୀ ଯାତ୍ରାହେମଲତା ମାନସିଂହଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସ୍ତନଖଞ୍ଜଣିବ୍ରଜନାଥ ରଥବଉଳଗୋଦାବରୀଶ ମହାପାତ୍ରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନାରୀବାଦକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁଭାଷ ଚନ୍ଦ୍ର ବୋଷଭାରତ ସରକାରସରଳା ଦେବୀଯୌନ ଉତ୍ପୀଡ଼ନଇଣ୍ଟରନେଟଚିକୁନ‌ଗୁନିଆ୨୦୦୬ବୃହସ୍ପତିଦାଶରଥି ଦାସମନୋଜ ଦାସଙ୍କ କଥା ଓ କାହାଣୀସେଇ ଝିଅଟିଆକବରଶାସ୍ତି (ଓଡ଼ିଆ କଥାଚିତ୍ର)କାହ୍ନୁଚରଣ ମହାନ୍ତିବି. ଆର. ଆମ୍ବେଦକରମହାପାତ୍ର ନୀଳମଣି ସାହୁମାର୍ଚ୍ଚଓଡ଼ିଶା ବିଧାନ ସଭାଭଗବତୀ ଚରଣ ପାଣିଗ୍ରାହୀଚିନ୍ତାମଣି ବେହେରାଭଦ୍ରକଖାଦ୍ୟ୨୬ ଅପ୍ରେଲରାମଚନ୍ଦ୍ର ମିଶ୍ରଶେର ଶାହ ସୁରୀଆଇଡେଲାଲିସିବତରୁଣକାନ୍ତି ମିଶ୍ରମନୋରଞ୍ଜନ ଦାସରାଧାନାଥ ରାୟକାଳୀଚରଣ ପଟ୍ଟନାୟକମେହମୁଦ ହୁସେନସୁରେନ୍ଦ୍ର ମହାନ୍ତିରାମବିରିୟାନୀଓଡ଼ିଆ ଭାଷା ଆନ୍ଦୋଳନ🡆 More