ଧୋରାଜି

]

Dhoraji
city
Tan Darvajaa (Three Gates) Dhoraji
Tan Darvajaa (Three Gates) Dhoraji
Countryଧୋରାଜି India
StateGujarat
DistrictRajkot
Elevation
73 m (240 ft)
Population
 (2014)
 • Total୮୪,୫୪୫
Languages
 • OfficialGujarati, Hindi
Time zoneUTC+5:30 (IST)
PIN
360410
Telephone code+912824
ଧୋରାଜି
A very famous monument of Dhoraji. An ancient carving from around 200 years old and a prime identity of Dhoraji and Gondal state.
ଧୋରାଜି
A very famous monument of Dhoraji. An ancient carving from around 200 years old and a prime identity of Dhoraji and Gondal state.


ଧୋରାଜି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ରଜ୍କୋତ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

ଧୋରାଜି ୨୧.୭୩୩୬ ଉତ୍ତର ଅକ୍ଷାଂଶ ଓ ୭୦.୪୫୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୩୯ ଫୁଟ ଉଚ୍ଚତାରେ ରହିଛି ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଧୋରାଜି ସହରର ମୋଟ ଜନସଂଖ୍ୟା ୮୦୮୦୭ ଅଟେ । ସେଥି ମଧ୍ୟରୁ ୫୦.୯୪% ଜଣ ପରୁଷ ହୋଇଥିବା ବେଳେ ୪୯.୦୬% ଜଣ ନାରୀ ଅଟନ୍ତି । ଧୋରାଜିର ସାକ୍ଷରତା ହାର ୭୧.୨୩% ଅଟେ । ଏହା ଜାତୀୟ ହାରଠାରୁ -୬.୩୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୫୦% ପ୍ରତିଶତ ପୁରୁଷ ଓ ୩୧.୭୪% ନାରୀ ଅଟନ୍ତି । ୧୦.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।

ଭାଷା

ଗୁଜରାଟୀ ଧୋରାଜିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Tags:

ଧୋରାଜି ଭୌଗଳିକ ଅବସ୍ଥିତିଧୋରାଜି ଜନସଂଖ୍ୟା ଓ ସାକ୍ଷରତାଧୋରାଜି ଭାଷାଧୋରାଜି ଆହୁରି ପଢନ୍ତୁଧୋରାଜି ଆଧାରଧୋରାଜି ବାହାର ଲିଙ୍କଧୋରାଜି

🔥 Trending searches on Wiki ଓଡ଼ିଆ:

ରାଜନୀତି ବିଜ୍ଞାନଉତ୍ତମ ମହାନ୍ତିଶାନ୍ତନୁ କୁମାର ଆଚାର୍ଯ୍ୟଦଶାବତାରwiki.phtmlଫୋସିନୋପ୍ରିଲଏ. ପି. ଜେ. ଅବଦୁଲ କଲାମଛାନ୍ଦପାଇକ ଆଖଡ଼ାପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଫେବୃଆରୀ ୨୯ମନମୋହନ ସାମଲଜାପାନ ସାଗରବ୍ୟାଙ୍କଜଗନ୍ନାଥକବିସୂର୍ଯ୍ୟ ବଳଦେବ ରଥସତ୍ୟବାଦୀ ବନ ବିଦ୍ୟାଳୟସମୟ (କାଳ)ମେସିନ ଲର୍ଣ୍ଣିଙ୍ଗ୍ପ୍ଲୁଟୋସତୀ ଅନୁସୂୟାଚିଲିକା (କବିତା)ହେମନ୍ତ କୁମାର ଦାସଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାମାଜିକ ଆନ୍ଦୋଳନବେଦଦୀପକ ମିଶ୍ରରୋହିତ ଶର୍ମାମହାପାତ୍ର ନୀଳମଣି ସାହୁମାଟିର ମଣିଷଭୂଗୋଳଗୋପବନ୍ଧୁ ଦାସଭାରତମୋନିକା ସେଲ୍ସଜନ୍ମ ନିରୋଧରାମଚନ୍ଦ୍ର ବେହେରାକାଜାଖସ୍ତାନଶ୍ରୀତମ ଦାସଲସିମାଲେସିଆଭାରତର ନଦୀ ସମୂହର ତାଲିକାରଥଯାତ୍ରାବିଦ୍ୟାଳୟଅଲାରନାଥ ମନ୍ଦିରବ୍ରାଉଜରଜହ୍ନମାଗୁଣିର ଶଗଡ଼ (କଥାଚିତ୍ର)ଗୋପାଳ ଛୋଟରାୟକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣପ୍ରସାଦ ମିଶ୍ର୫ ନଭେମ୍ବରବିର୍ସା ମୁଣ୍ଡାସୋନାଲ ମାନସିଂହଆଣ୍ଡାମାନ ସାଗରମୟୂରଭଞ୍ଜ ଜିଲ୍ଲାଯାଜପୁର ଜିଲ୍ଲାଉଇକିପିଡ଼ିଆଅସହଯୋଗ ଆନ୍ଦୋଳନୟୁକ୍ରେନଚୁଡ଼ାଶୀତଳ ଷଷ୍ଠୀ ଯାତ୍ରାଦୀପା ସାହୁ (୧୯୮୫ ଜନ୍ମ)ମଇ ଦିବସବାମାଚରଣ ମିତ୍ରବର୍ଷାମାସଗୋପାଳ କୃଷ୍ଣ ରଥଶ୍ରୀମହାନଦୀଜମ୍ମୁ ତୱି ରେଳ ଷ୍ଟେସନଭାରତୀୟ ସମ୍ବିଧାନଜୟୀ ରାଜଗୁରୁ🡆 More