ଧୋକା - ଦି ଗେମ୍ ଅଫ୍ ଲଭ୍: ୨୦୨୩ ଓଡ଼ିଆ କଥାଚିତ୍ର

ଧୋକା - ଦି ଗେମ୍ ଅଫ୍ ଲଭ୍ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତ୍ରିପତି ସାହୁ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଧୋକା - ଦି ଗେମ୍ ଅଫ୍ ଲଭ୍
ନିର୍ଦ୍ଦେଶକତ୍ରିପତି ସାହୁ
ପ୍ରଯୋଜକକ୍ଷୀରୋଦ ପଟ୍ଟନାୟକ
ସଂଳାପରଜନୀ ରଞ୍ଜନ
କଳାକାରସୁଭାଶିଷ ଶର୍ମା
କୁକିଜ୍ ସ୍ୱାଇଁ
ଅଭିପ୍ସା ଭଞ୍ଜ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୭ ମଇ ୨୦୨୩
ଦେଶଧୋକା - ଦି ଗେମ୍ ଅଫ୍ ଲଭ୍: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା, କୁକିଜ୍ ସ୍ୱାଇଁ ଓ ଅଭିପ୍ସା ଭଞ୍ଜ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପୃଥ୍ୱୀରାଜ ନାୟକ, ଜଗନ୍ନାଥ ସାହୁ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର ୨୦୨୩ ମସିହାର ମଇ ୭ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।

ଅଭିନୟ

  • ସୁଭାଶିଷ ଶର୍ମା
  • କୁକିଜ୍ ସ୍ୱାଇଁ
  • ଅଭିପ୍ସା ଭଞ୍ଜ
  • ପୃଥ୍ୱୀରାଜ ନାୟକ
  • ଜଗନ୍ନାଥ ସାହୁ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଷ୍ଣୁମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ଅମ୍ରିତା ନାୟକ, ଏସ୍. ଜିତୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ମୁଁ ଆଉ ମୋ ପାଖରେ ନାହିଁ"ଅମ୍ରିତା ନାୟକ, ବିଷ୍ଣୁମୋହନ କବି 
2."ତୁ ଦସ୍ତଖ ଦେଇସାରିଛୁ ମୋ ସାଥିରେ"ଅନ୍ତରା ଚକ୍ରବର୍ତ୍ତୀ, ଏସ. ଜିତୁ 

ଆଧାର

ବାହାର ଆଧାର

Tags:

ଧୋକା - ଦି ଗେମ୍ ଅଫ୍ ଲଭ୍ ଅଭିନୟଧୋକା - ଦି ଗେମ୍ ଅଫ୍ ଲଭ୍ କାହାଣୀଧୋକା - ଦି ଗେମ୍ ଅଫ୍ ଲଭ୍ ଗୀତ ଏବଂ ସଙ୍ଗୀତଧୋକା - ଦି ଗେମ୍ ଅଫ୍ ଲଭ୍ ଆଧାରଧୋକା - ଦି ଗେମ୍ ଅଫ୍ ଲଭ୍ ବାହାର ଆଧାରଧୋକା - ଦି ଗେମ୍ ଅଫ୍ ଲଭ୍

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ବିଧାନ ସଭାଜନ ଗଣ ମନଖାରବେଳଜଗନ୍ନାଥ ମନ୍ଦିରଧର୍ମଦଗ୍ଧଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜାପାନ ସାଗରଶ୍ରୀତମ ଦାସ୭୦୧ପ୍ରଧାନ ପୃଷ୍ଠାc3bn4ଓଡ଼ିଆ ସାହିତ୍ୟର ଇତିହାସଦ୍ୱିତୀୟ ଭାସ୍କରକଳସା ଚଉତିଶାଭୀମ ଭୋଇଅଚ୍ୟୁତାନନ୍ଦ ଦାସକଳାହାଣ୍ଡି ଜିଲ୍ଲାଟାହିଆଲାଗି ବେଶକୃଷ୍ଣପ୍ରସାଦ ମିଶ୍ରଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ୟୁରୋପଓଡ଼ିଆ ଲିପିବିଶ୍ୱତାପନଦ୍ୱିତୀୟ ବିଶ୍ୱଯୁଦ୍ଧଆନ୍ଧ୍ର ପ୍ରଦେଶଶ୍ରୀରାଧାରାୟଗଡ଼ା ଜିଲ୍ଲାଗୀତଗୋବିନ୍ଦପରିବେଶପ୍ରାଣବନ୍ଧୁ କରଚନ୍ଦନ ଯାତ୍ରାଉତ୍କଳ ସମ୍ମିଳନୀ୧୦୫୪ସ୍ତନଉଇକିଅଭିଧାନଅସହଯୋଗ ଆନ୍ଦୋଳନବିଜୟ ଶଙ୍କର ଦାସଧରିତ୍ରୀ (ଖବରକାଗଜ)ଚାଣକ୍ୟ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନନେପଚୁନଜୀବସାର ଗଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରାମଚନ୍ଦ୍ର ବେହେରାଦେବଗଡ଼ ଜିଲ୍ଲାନିତ୍ୟାନନ୍ଦ ଶତପଥୀପୁରୀଅକ୍ଷାଂଶରଥପୁରୀ ଜିଲ୍ଲାରକ୍ତରତ୍ନାକର ଚଇନିମହାତ୍ମା ଗାନ୍ଧୀସିନ୍ଧୁ ନଦୀ୨୮ ଫେବୃଆରୀସତୀ (ହିନ୍ଦୁ ଦେବୀ)ଟୁକୁନି ସାହୁଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଶାନ୍ତନୁ କୁମାର ଆଚାର୍ଯ୍ୟଟ୍ରାଲୋକିନୁମାବଜଣ୍ଡିସ୍ରେବତୀ (କ୍ଷୁଦ୍ରଗଳ୍ପ)ପୁରୁଷୋତ୍ତମ ଦେବସୁଭାଷ ଚନ୍ଦ୍ର ବୋଷଆପେଣ୍ଡିସାଇଟିସ୧୯୮୪ଏଣ୍ଡୋମେଟ୍ରିଓସିସଆଣ୍ଡାମାନ ସାଗରଅମାବାସ୍ୟାର ଚନ୍ଦ୍ର୨୦୧୨🡆 More