ଧୁମସା

ଧୁମସା ଓଡ଼ିଶାର ଏକ ପାରମ୍ପାରିକ ବାଜା । ଏହାକୁ କେଟଲି ବାଜା ଶ୍ରେଣୀ ଭିତରେ ରଖାଯାଇଥାଏ । ଏହାକୁ ମୁଖ୍ୟତଃ ସାନ୍ତାଳୀମାନେ ବଜାଇଥାନ୍ତି । ଏହାର ଆକାର ନାଗରା ଭଳି ଲମ୍ବାଳିଆ ଓ ଗୋଟେ ପଟ ସରୁ ହୋଇଥାଏ କିମ୍ବା ଚା କପ ଭଳି ତଳ ପଟ ଅଳ୍ପ ଚଉଡ଼ା ଓ ଉପର ପଟ ଅଧିକ ଚଉଡ଼ାଯୁକ୍ତ ହୋଇଥାଏ । ମୋଟାମୋଟି ଆକାରରେ ଏହାର ତଳ ପଟ ଖୁବ ଛୋଟ ଓ ଉପର ପଟ ଖୁବ ଅଧିକ ଚଉଡ଼ା । ଏହି ବାଜା ଧାତୁରେ ତିଆରି ଓ ବଜାଇବା ପଟଟି ଚମଡ଼ାରେ ଘୋଡ଼ା ହୋଇଥାଏ । ଏହା ସାଧାରଣତଃ ଓଜନିଆ । ତେବେ ବାଜା ବଜାଇବା ବେଳେ ଏହାକୁ ହାତରେ କାନ୍ଧେଇ ଦୁଇଟି ବାଡ଼ିରେ ବଜାଯାଇଥାଏ । ବାଜା ବଜାଳି ଅନେକ ସମୟରେ ବାଜା ବଜାଇବା ସହିତ ନାଚିଥାନ୍ତି ।

ଧୁମସା
ଭୁବନେଶ୍ୱରରେ ପ୍ରଦର୍ଶିତ ମୟୁରଭଞ୍ଜ ଛଉ ନାଚରେ ବ୍ୟବହୃତ ଧୁମସାର ବାଜା ବଜାଇବା ପାଖ ।

ଆଧାର

Tags:

ଓଡ଼ିଶାସାନ୍ତାଳୀ

🔥 Trending searches on Wiki ଓଡ଼ିଆ:

ମାଲେସିଆଫୋସିନୋପ୍ରିଲପାକ୍ରିଟିନିବଆଖିଚିନ୍ତାମଣି ବେହେରାଫକୀର ମୋହନ ସେନାପତିଭାଷାବିଶ୍ୱ ଏଡ୍‌ସ ଦିବସଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଶ୍ରାଦ୍ଧଓଡ଼ିଆ ଭାଷା ଆନ୍ଦୋଳନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିତପନ କୁମାର ପ୍ରଧାନଲୋକ ସଭାପ୍ଲୁଟୋକାଟୁଲୁ ରବି କୁମାରଓଡ଼ିଶା ପ୍ରିମିଅର ଲିଗଦାସକାଠିଆ୨୪ ଅପ୍ରେଲସ୍ଥୌଲ୍ୟତାଶ୍ରୀ ଅରବିନ୍ଦରାଜେନ୍ଦ୍ର କିଶୋର ପଣ୍ଡାପୁରୀସଂକ୍ରାନ୍ତିଟୁକୁନି ସାହୁଜଗନ୍ନାଥଙ୍କ ବେଶରଥଯାତ୍ରାମଧୁସୂଦନ ଦାସବିଜ୍ଞାନଗୋଦର ରୋଗୟୁକ୍ରେନସୁଇଜରଲ୍ୟାଣ୍ଡବଣଭୋଜି ବେଶଚନ୍ଦ୍ରଶେଖର ରଥଅନନ୍ତ ବାସୁଦେବ ମନ୍ଦିରଓଡ଼ିଆ ରାମାୟଣହେମନ୍ତ କୁମାର ଦାସଗଣନ ସଂଖ୍ୟାଅଗ୍ନ୍ୟାଶୟ ଅକ୍ଷମତାବିରଜା ମନ୍ଦିରରାଜା ରାମମୋହନ ରାୟଉତ୍କଳ ଦିବସଶଙ୍କରାଚାର୍ଯ୍ୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭଗବତ ଗୀତାଗୋପାଳ ଚନ୍ଦ୍ର ପ୍ରହରାଜମଟର ସାଇକେଲଅନ୍ନଦା ଶଙ୍କର ରାୟସୋନାଲ ମାନସିଂହନନ୍ଦିନୀ ଶତପଥୀପୁରୁଷୋତ୍ତମ ଦେବଧନୁ (ରାଶି)ଚିଲିକା ହ୍ରଦIndiaପାର୍ବତୀଗୌରୀଶଙ୍କର ରାୟଓଡ଼ିଶା ବିଧାନ ସଭାଗୌରହରି ଦାସଇଂଲଣ୍ଡଶ୍ରୀଲଙ୍କାର ଭୂଗୋଳଆକବରରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଆମ୍ବକୁନ୍ତଳା କୁମାରୀ ସାବତପ୍ରଥମ ଭାସ୍କରଅଲାରନାଥ ମନ୍ଦିର୧୮ ଅକ୍ଟୋବରଆନ୍ତର୍ଜାତିକ ମହିଳା ଦିବସଶେୟାର ବଜାରବ୍ରଜନାଥ ରଥନେତୃତ୍ୱଭାରତୀୟ ସଂଖ୍ୟା ପ୍ରଣାଳିଶୀତଳ ଷଷ୍ଠୀ ଯାତ୍ରା🡆 More