ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ କେନ୍ଦୁଝରଠାରେ ଅବସ୍ଥିତ ଏକ ସରକାରୀ ମହାବିଦ୍ୟାଳୟ । 

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ
ସ୍ଥାପିତ୧୯୬୨
ପ୍ରକାରସରକାରୀ
Academic affiliationଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
ଅବସ୍ଥାନକେନ୍ଦୁଝର, ଓଡ଼ିଶା, ଭାରତ
ୱେବସାଇଟଧରଣୀଧର କଲେଜର ମୁଖ୍ୟ ୱେବସାଇଟ

ଇତିହାସ

ଧରଣୀଧର କଲେଜ, ୧୯୫୭ ମସିହାରେ ପ୍ରତିଷ୍ଠା କରା ଯାଇଥିଲା । ମହମ୍ମଦ ସିରାଜୁଦ୍ଦିନଙ୍କଦ୍ୱାରା ପ୍ରଦତ୍ତ ଧରଣୀଧର କଲେଜର ମୁଖ୍ୟ ସୌଧ ଦଶହଜାର ବର୍ଗଫୁଟ ବ୍ୟାପ୍ତ । ପ୍ରଥମେ ଏଠାରେ କେବଳ +୨ ସ୍ଥରରେ ଶିକ୍ଷାଦାନ କରାଯାଉଥିଲା । ୧୯୬୨ ମସିହାରେ ଓଡ଼ିଶା ସରକାର କଲେଜଟିକୁ ଅଧିଗ୍ରହଣ କରିଥିଲେ । ୧୯୬୭ ମସିହାରେ କଲେଜକୁ କେନ୍ଦୁଝର କଲେଜ ନାମରେ ନାମକରଣ କରାଯାଇଥିଲା ଓ ସେହି ବର୍ଷ ଏଠାରେ କଳା ବିଷୟ ପଢ଼ା ଆରମ୍ଭ ହୋଇଥିଲା । ୧୯୮୩-୮୪ ମସିହାରେ ଧରଣୀଧର ଭୂୟାଁଙ୍କ ନାମରେ କଲେଜର ନାମକୁ ଧରଣୀଧର କଲେଜରେ ପରିବର୍ତ୍ତନ କରା ଯାଇଥିଲା । 

୧୯୯୯ ମସିହାରେ କଲେଜଟି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇଥିଲା । ୨୪ ସେପ୍ଟେମ୍ବର ୨୦୦୪ ମସିହାରେ କଲେଜକୁ ସ୍ୱୟଂଶାସିତ କରାଯାଇଥିଲା । ୨୦୦୬ ମସିହାରେ ଏହା ନାକ୍ ବି+ ଗ୍ରେଡ଼ ଲାଭ କରିଥିଲା ।ବର୍ତ୍ତମାନ ଏହି କଲେଜରେ ୨୩୦୦ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି ।

ଶିକ୍ଷା ବ୍ୟବସ୍ଥା

ଧରଣୀଧର କଲେଜରେ +୨, ସ୍ନାତ୍ତକ ଓ ସ୍ନାତକୋତ୍ତର ସ୍ଥରରେ ଶିକ୍ଷାଦାନ କରାଯାଏ ।

ଆଧାର

Tags:

କେନ୍ଦୁଝର

🔥 Trending searches on Wiki ଓଡ଼ିଆ:

କାଟୁଲୁ ରବି କୁମାରଜୁନଭାରତ ସରକାରଖାସି ମାଂସ ତରକାରୀଶୀତଳ ଷଷ୍ଠୀ ଯାତ୍ରାଓଡ଼ିଶୀଓଡ଼ିଆ ରାମାୟଣକୁଞ୍ଜବିହାରୀ ଦାଶଚିଲିକା (ବହୁବିକଳ୍ପ)ଉଦ୍ଭିଦଓଡ଼ିଶା ବିଧାନ ସଭାଓଡ଼ିଶାଗୋଦାବରୀଶ ମହାପାତ୍ରଆଲୋକକମ୍ପ୍ୟୁଟର୪ (ସଂଖ୍ୟା)ବ୍ୟାସଦେବକୋଚିଲାଧର୍ମେନ୍ଦ୍ର ପ୍ରଧାନପ୍ରେମନମିତା ଅଗ୍ରୱାଲପୁରୀ ଜିଲ୍ଲାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଜଳଗଙ୍ଗାଧର ମେହେରମେସିନ ଲର୍ଣ୍ଣିଙ୍ଗ୍ଅଲାରନାଥ ମନ୍ଦିରଚଇତି ଘୋଡ଼ା ନାଚଓଡ଼ିଆ ଖାଦ୍ୟଅପରେଟିଙ୍ଗ ସିଷ୍ଟମଇରା ମହାନ୍ତିବୃହସ୍ପତିତ୍ରିପୁରା ମିଶ୍ରବ୍ରାଉଜରଗୁରୁପ୍ରସାଦ ମହାନ୍ତି୧ମ ଓଡ଼ିଶା ବିଧାନ ସଭାବୌଦ୍ଧ ଧର୍ମକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମାର୍ଚ୍ଚ ୨୧ମହୁହେମୋଫିଲିଆବାମାଚରଣ ମିତ୍ରvji40ଆରିଷ୍ଟୋଟଲଫେବୃଆରୀ ୨୯୨୭ ଜୁନପାରାଦୀପ ବନ୍ଦରଫକୀର ମୋହନ ସେନାପତିଅଂଶୁଘାତକାଗଜଛାରପୋକପ୍ରାଣବନ୍ଧୁ କରମଙ୍ଗଳା ମନ୍ଦିରରାମଶଙ୍କର ରାୟମହମ୍ମଦ ମୋକିମ୍ବୀର ସୁରେନ୍ଦ୍ର ସାଏଟାହିଆଲାଗି ବେଶ୧ (ସଂଖ୍ୟା)ଗୋପବନ୍ଧୁ ଚୌଧୁରୀସରୋଜିନୀ ନାଇଡୁରବୀନ୍ଦ୍ରନାଥ ଠାକୁରଆର୍ଯ୍ୟଭଟ୍ଟଓଡ଼ିଶାର ଇତିହାସଓମ'ଙ୍କ ନିୟମଶାନ୍ତନୁ କୁମାର ଆଚାର୍ଯ୍ୟକୁନ୍ତଳା କୁମାରୀ ସାବତଗୋପାଳ ଛୋଟରାୟମୋନିକା ସେଲ୍ସ🡆 More