ତୋ ବିନୁ ଅନ୍ୟ ଗତି ନାହିଁ: ୧୯୯୧ର ଓଡ଼ିଆ କଥାଚିତ୍ର

ତୋ ବିନୁ ଅନ୍ୟ ଗତି ନାହିଁ, ୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାସ ରଥ । ବିଜୟ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ର ସଂଳାପ ରଚନା କରିଥିଲେ । ମହମ୍ମଦ ମହସୀନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ତୋ ବିନୁ ଅନ୍ୟ ଗତି ନାହିଁ
ନିର୍ଦ୍ଦେଶକମହମ୍ମଦ ମହସୀନ
ପ୍ରଯୋଜକସୁବାସ ରଥ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀବିଜୟ ମହାନ୍ତି
କଳାକାରଉତ୍ତମ ମହାନ୍ତି
ଶ୍ରୀରାମ ପଣ୍ଡା
ବିଜୟ ମହାନ୍ତି
ମହାଶ୍ୱେତା ରାୟ
ଦୁଃଖିରାମ ସ୍ୱାଇଁ
ଗୀତା ରାଓ
ସୁଜାତା ଆନନ୍ଦ
ଦେବୁ ବୋଷ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଦିଲୀପ ରାୟ
ସମ୍ପାଦକଅଭିଶେକ
ମୁକ୍ତିଲାଭ ତାରିଖ
୫ ସେପ୍ଟେମ୍ବର ୧୯୯୧
କଥାଚିତ୍ରର ସମୟ
୧୭୩ ମିନିଟ
ଦେଶତୋ ବିନୁ ଅନ୍ୟ ଗତି ନାହିଁ: ଅଭିନୟ, ଗୀତ ଏବଂ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ବିଜୟ ମହାନ୍ତି, ମହାଶ୍ୱେତା ରାୟ, ଦୁଃଖିରାମ ସ୍ୱାଇଁ, ଗୀତା ରାଓ, ସୁଜାତା ଆନନ୍ଦ, ଦେବୁ ବୋଷ, ବ୍ରଜ ସିଂହ, ଦେବୁ ବ୍ରହ୍ମା, ଗୀତା ଦତ୍ତ, ଅରବିନ୍ଦ ଷଡ଼ଙ୍ଗୀ, ତୁଷାର ପାଣିଗ୍ରାହୀ, କୁନି ମିଶ୍ର, ରଜତ ପାଇକରାୟ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତିଦେବଦାସ ଛୋଟରାୟ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଲୋପିତା ମିଶ୍ର, ଗୀତା ପଟ୍ଟନାୟକ, ସୁବାଶିଷ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଦୁନିଆ ଦୁନିଆ"୦୭:୨୧
2."ଯେବେ ବି ଦେଖିଲେ ନୂଆ"୦୯:୦୦
3."ଲଭ୍‌ଲି ଲଭ୍‌ଲି"୧୦:୦୨
4."ତୋ ବିନୁ ଅନ୍ୟ ଗତି ନାହିଁ"୦୩:୨୫

ଆଧାର

ବାହାର ଆଧାର

Tags:

ତୋ ବିନୁ ଅନ୍ୟ ଗତି ନାହିଁ ଅଭିନୟତୋ ବିନୁ ଅନ୍ୟ ଗତି ନାହିଁ ଗୀତ ଏବଂ ସଙ୍ଗୀତତୋ ବିନୁ ଅନ୍ୟ ଗତି ନାହିଁ ଆଧାରତୋ ବିନୁ ଅନ୍ୟ ଗତି ନାହିଁ ବାହାର ଆଧାରତୋ ବିନୁ ଅନ୍ୟ ଗତି ନାହିଁ

🔥 Trending searches on Wiki ଓଡ଼ିଆ:

ରବୀନ୍ଦ୍ରନାଥ ଠାକୁର୪ (ସଂଖ୍ୟା)ପଞ୍ଚସଖାଆରିଷ୍ଟୋଟଲଜାଭା (ପ୍ରୋଗ୍ରାମିଂ ଭାଷା)ଶବ୍ଦ (ପଦ)ଚାନ୍ଦ୍ରମାସଭକ୍ତ ଚରଣ ଦାସଜଗନ୍ନାଥ ପ୍ରସାଦ ଦାସବୌଦ୍ଧ ଧର୍ମଲଣ୍ଡନଲଘିଷ୍ଠ ସାଧାରଣ ଗୁଣିତକକଳାହାଣ୍ଡି ଜିଲ୍ଲାବାଇଶି ପାହାଚସେଇ ଝିଅଟିଭୁବନେଶ୍ୱରବଳରାମ ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବର୍ଷାଆଇଡେଲାଲିସିବସତୀ ଅନୁସୂୟାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକାଳିନ୍ଦୀ ଚରଣ ପାଣିଗ୍ରାହୀଫେବୃଆରୀ ୨୮୨୪ ଅପ୍ରେଲପର୍ଫେନାଜାଇନଲସିଆଲୋକରତ୍ନାକର ଚଇନିଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ବିସ୍ଥାପିତ କାନ୍ଧ ଗଣ୍ଠିତ୍ରିଭୁଜଅଣ୍ଡା ରୋଲଚିନ୍ତାମଣି ବେହେରାପାରାଦୀପ ବନ୍ଦରଭଗବତୀ ଚରଣ ପାଣିଗ୍ରାହୀଧନୁ (ରାଶି)ରାମଶଙ୍କର ରାୟରାମମହାଦେଶରାମ ନବମୀଅଚ୍ୟୁତ ଗୋକୁଳ ନାୟକ୧୦୫୪କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଲିମାରାଜ୍ୟ ସଭାଫସ୍‌ଫରସରକ୍ତ୧୮ ଅକ୍ଟୋବରପ୍ରଣବ ପ୍ରକାଶ ଦାସଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଧୁସୂଦନ ଦାସଇଣ୍ଡୋନେସିଆଲିଙ୍ଗରାଜ ମନ୍ଦିରଅଲାରନାଥ ମନ୍ଦିରଗଣନ ସଂଖ୍ୟାନୟାଗଡ଼ ଜିଲ୍ଲାଜର୍ମାନୀଓଡ଼ିଆ କାବ୍ୟ କବିତାଭାରତୀୟ ଜନତା ପାର୍ଟିଓଡ଼ିଆ ଭ୍ରମଣ ସାହିତ୍ୟପଠାଣି ସାମନ୍ତକୋଳିରାଜକିଶୋର ପଟ୍ଟନାୟକସମର ସଲିମ ସାଇମନଓଡ଼ିଆ ଲିପିକଟକଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରପକୋଡ଼ାଓଡ଼ିଆ🡆 More