ତୁ ମୋ ହିରୋ: ୨୦୧୭ର ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ, ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀନିବାସ ରାଓ । ଦିଲୀପ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ରଜନୀ ରଞ୍ଜନ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ନିର୍ମଳ ନାୟକ, ଜୟନ୍ତ ଦାସ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ, ଅସୀମା ପଣ୍ଡା, ପ୍ରଜ୍ଞା ହୋତା, ଅନନ୍ୟା ଶ୍ରୀତମ ନନ୍ଦ, ଶୋଭା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ତୁ ମୋ ହିରୋ
ନିର୍ଦ୍ଦେଶକଦିଲୀପ ପଣ୍ଡା
ପ୍ରଯୋଜକଶ୍ରୀନିବାସ ରାଓ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଦିଲୀପ ପଣ୍ଡା
କାହାଣୀଦିଲୀପ ପଣ୍ଡା
କଳାକାରଜ୍ୟୋତି ରଞ୍ଜନ ନାୟକ
ଝିଲିକ୍ ଭଟ୍ଟାଚାର୍ଯ୍ୟ
ସୁଭାଶିଷ ଶର୍ମା
ମିହିର ଦାସ
ସରୋଜ ଦାସ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଏସ୍. ଏଚ୍. ପ୍ରସାଦ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦ ଅକ୍ଟୋବର ୨୦୧୭
ଦେଶତୁ ମୋ ହିରୋ: ଅଭିନୟ, ଗୀତ ଏବଂ ସଙ୍ଗୀତ, ପୁରସ୍କାର ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟ । ସୁଭାଶିଷ ଶର୍ମା, ମିହିର ଦାସ, ସରୋଜ ଦାସ, ପ୍ରିୟଙ୍କା, କିଶୋର, ରକ୍‌ ପାତ୍ର, କେ କେ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ନିର୍ମଳ ନାୟକ, ଜୟନ୍ତ ଦାସ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ ଓ ବିଜୟ ମଲ୍ଲ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଲେଖିଥିଲେ । ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ, ଅସୀମା ପଣ୍ଡା, ପ୍ରଜ୍ଞା ହୋତା, ଅନନ୍ୟା ଶ୍ରୀତମ ନନ୍ଦ, ଶୋଭା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ତୁ ମୋ ହିରୋ" 
2."କରିନା ହଉ କାଟ୍ରିନା" 
3."ଗୋଲ୍‌ଡେନିଆ ଚୁମା" 
4."ଲଭ୍‌ ଲେଟର" 
5."ଦିଲ୍‌ ଜାନା ଆଶିକାନା" 
6."ଧୋରେ ବାୟା ଧୋ" 
7."ଇଏ କି ପ୍ରେମ" 

ପୁରସ୍କାର

  • ଶ୍ରେଷ୍ଠ ସଂଳ୍ପାପ, ଚିତ୍ରନାଟ୍ୟ ଓ କାହାଣୀକାର (ରଜନୀ ରଞ୍ଜନ) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮

ଆଧାର

ବାହାର ଆଧାର

Tags:

ତୁ ମୋ ହିରୋ ଅଭିନୟତୁ ମୋ ହିରୋ ଗୀତ ଏବଂ ସଙ୍ଗୀତତୁ ମୋ ହିରୋ ପୁରସ୍କାରତୁ ମୋ ହିରୋ ଆଧାରତୁ ମୋ ହିରୋ ବାହାର ଆଧାରତୁ ମୋ ହିରୋ

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ପାଣିଗ୍ରାହୀୟୁକ୍ରେନନବଗୁଞ୍ଜରହନୁମାନ ଚାଳିଶାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ମହାକାଶ ଗବେଷଣା ସଂସ୍ଥାଓଡ଼ିଶାର ମାପ ବ୍ୟବସ୍ଥାଗାଲୁଆରାଜାରାଣୀ ମନ୍ଦିରମହାନଦୀଏମିସ ଲୋକଅଚ୍ୟୁତାନନ୍ଦ ଦାସପ୍ରତିଭା ଶତପଥୀପୁନମ ମିଶ୍ରଧନୁ (ରାଶି)ଲସିଧର୍ମମେହମୁଦ ହୁସେନଶ୍ରୀନିବାସ ରାମାନୁଜନ୨୪ ଅପ୍ରେଲତପସ୍ୱିନୀଯାଜପୁର ଜିଲ୍ଲାକବାଟଚିନ୍ତାମଣି ବେହେରାଓଡ଼ିଆ ଲିପିସିନ୍ଧୁ ନଦୀଆରିଷ୍ଟୋଟଲ୧୯୦୫ସେଇ ଝିଅଟିନବୀନ ପଟ୍ଟନାୟକଉତ୍କଳ ବ୍ରାହ୍ମଣସଚ୍ଚିଦାନନ୍ଦ ରାଉତରାୟଜ୍ଞାନପୀଠ ପୁରସ୍କାରଓଡ଼ିଆ ରାମାୟଣମନୋଜ ଦାସଙ୍କ କଥା ଓ କାହାଣୀନଟବର ସାମନ୍ତରାୟନନ୍ଦିଘୋଷରାସନ କାର୍ଡ଼ (ଭାରତ)ଇନ୍ଦିରା ଗାନ୍ଧୀଫେବୃଆରୀ ୨୮ଭକ୍ତ ଚରଣ ଦାସ (ରାଜନେତା)ସୁଇଜରଲ୍ୟାଣ୍ଡବିଶ୍ୱ ଏଡ୍‌ସ ଦିବସରାମଚନ୍ଦ୍ର ମିଶ୍ରଉତ୍କଳ ଦୀପିକାମନୋରଞ୍ଜନ ଦାସତିଳ ଚତୁର୍ଥୀବିରଜା ମନ୍ଦିରଶୈଳବାଳା ଦାସପୋଟଳ ରସାଜଗନ୍ନାଥବେଲନଅତୁଣ୍ଡୀସ୍ୱର ବର୍ଣ୍ଣଟମ୍ ଖା କାଇ୧୮ ଅକ୍ଟୋବରଇଂଲଣ୍ଡଜଗନ୍ନାଥ ମନ୍ଦିରଉପେନ୍ଦ୍ର ଭଞ୍ଜଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଉଇକିଅଭିଧାନଜନ ଗଣ ମନଭଗବତ ଗୀତାପଞ୍ଚସଖାwiki.phtmlଆଖିରଥଯାତ୍ରାକଳାହାଣ୍ଡି ଜିଲ୍ଲାକୃଷ୍ଣଶ୍ରୀତମ ଦାସ🡆 More