ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ

ତାଳଚେର ସ୍ୱୟଂଶାସିତ କଲେଜ , ଭାରତୀୟ ରାଜ୍ୟ ଓଡ଼ିଶାର କୋଇଲାଖଣି ସମୃଦ୍ଧ ସହର ତାଳଚେରଠାରେ ଅବସ୍ଥିତ । ଏହା ଅନୁଗୁଳ ଜିଲ୍ଲାର ଏକ ପୁରାତନ କଲେଜ । ଏଠାରେ କଳା , ବିଜ୍ଞାନ ଓ ବାଣିଜ୍ୟରେ ସମ୍ମାନ ଥାଇ ସ୍ନାତକ ପର୍ଯ୍ୟନ୍ତ ଓ କର୍ମଭିତ୍ତିକ କମ୍ପ୍ୟୁଟର ବିଜ୍ଞାନ ଓ ବାୟୋ-ଟେକ୍ନୋଲଜି ଶିକ୍ଷା ମଧ୍ୟ ଉପଲବ୍ଧ । 

ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ
ସ୍ଥାପିତ୧୯୬୯
ପ୍ରକାରସହ-ଶିକ୍ଷା
ସଭାପତିବ୍ରଜକିଶୋର ପ୍ରଧାନ
ଅଧ୍ୟକ୍ଷବସନ୍ତ କୁମାର ସାହୁ
ପ୍ରଶାସନୀକ ସଦସ୍ୟ୧୧୫+
ଛାତ୍ର ଛାତ୍ରୀ ସଂଖ୍ୟା୧୭୦୦+
ତଳସ୍ନାତକସ୍ନାତକ(ବିଜ୍ଞାନ, କଳା ଓ ବାଣିଜ୍ୟ)
ଅବସ୍ଥାନତାଳଚେର, ଓଡ଼ିଶା, ଭାରତ
20°57′22″N 85°13′18″E / 20.956027°N 85.221578°E / 20.956027; 85.221578
ପରିସରUrban 31.945 acres (129,280 m2)
ଅନୁବନ୍ଧନୟୁଜିସି(UGC), ନାକ୍(NAAC), ଉତ୍କଳ ବିଶ୍ୱବିଦ୍ୟାଳୟ
ୱେବସାଇଟwww.talchercollege.org

ଇତିହାସ 

ଏହି କଲେଜ ଏକ ଟିଉଟୋରିଆଲ ଅନୁଷ୍ଠାନ ଭାବେ ପ୍ରଥମେ ୧୯୬୯ରେ ବ୍ରାହ୍ମଣୀ ନଦୀ ତଟରେ ଏକ ଘରେ ଆରମ୍ଭ ହୋଇ ପରେ ମାନ୍ୟତା ପ୍ରାପ୍ତ ହୋଇ ୧୯୭୦-୭୧ରେ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେଲା । ୨୦୦୫ରୁ ନୂଆଦିଲ୍ଲୀର ଇଗନୁ(IGNOU) ଏହି କଲେଜକୁ ତାଙ୍କର ଷ୍ଟଡି ସେଣ୍ଟର ଭାବରେ ଚୟନ କରିଥିଲେ । ନାକ୍(NAAC) କତ୍ତୃପକ୍ଷ ଏହାକୁ ସ୍ୱୟଂଶାସିତ ଅନୁଷ୍ଠାନର ମାନ୍ୟତା ଦେଇଛନ୍ତି । 

ଆଧାର 

ବାହାର ଲିଙ୍କ 

Tags:

ଅନୁଗୁଳଓଡ଼ିଶାତାଳଚେର

🔥 Trending searches on Wiki ଓଡ଼ିଆ:

ପୁରୁଷୋତ୍ତମ ଦେବଗୋପୀନାଥ ମହାନ୍ତିଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଦେବୁ ବୋଷଇନ୍ଦିରା ଗାନ୍ଧୀଏମିସ ଲୋକବାରବାଟି ଦୁର୍ଗଶ୍ରବଣା (ନକ୍ଷତ୍ର)ଓଡ଼ିଶାମନୋଜ ଦାସପ୍ରେମନରେନ୍ଦ୍ର ମୋଦୀପ୍ରାଣବନ୍ଧୁ କରମସ୍କୋବୈକୁଣ୍ଠନାଥ ପଟ୍ଟନାୟକଗୋଲୋକ ବିହାରୀ ଧଳରମାକାନ୍ତ ରଥମଙ୍ଗଳା ମନ୍ଦିରଚିନ୍ତାମଣି ବେହେରାହୃଷୀକେଶ ପଣ୍ଡାପ୍ଲୁଟୋୟୁରୋପବୃହସ୍ପତିରାଜ ଯୋଗନେପଚୁନଚିଲିକା (ବହୁବିକଳ୍ପ)ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜୟୀ ରାଜଗୁରୁଅମାବାସ୍ୟାର ଚନ୍ଦ୍ରଭାରତୀୟ ସମ୍ବିଧାନମୟୂରଛାରପୋକପାଇକ ଆଖଡ଼ାଉଦୟନାଥ ଷଡ଼ଙ୍ଗୀଦୁର୍ଗା ପୂଜାନେମାଳଶତ୍ରୁଘ୍ନ ପାଣ୍ଡବବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରୋହିତ ଶର୍ମାକାଳୀଚରଣ ପଟ୍ଟନାୟକସମୀର ରଞ୍ଜନ ଦାଶସୌଭାଗ୍ୟ କୁମାର ମିଶ୍ରଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ଥୌଲ୍ୟତାପଙ୍କଜ ଉଧାସମହେନ୍ଦ୍ର ସିଂହ ଧୋନିଜଗନ୍ନାଥ ପ୍ରସାଦ ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମାଣବସା ଗୁରୁବାରପରିବେଶମଦର ଟେରେସାମହିଳା ଯୌନାଙ୍ଗ ଛେଦନଲିମାପାର୍ବତୀଜାଭା (ପ୍ରୋଗ୍ରାମିଂ ଭାଷା)କଟକଭକ୍ତ ଚରଣ ଦାସଚିତ୍ତରଞ୍ଜନ ଦାସଉଦ୍ଭିଦ ବିଜ୍ଞାନଗର୍ଭାଶୟ କର୍କଟରକ୍ତଗୌରୀଶଙ୍କର ରାୟଓଡ଼ିଆ ଭାଷା ଆନ୍ଦୋଳନଓଡ଼ିଆ ନାଟକଖିଲିପାନମହାପାତ୍ର ନୀଳମଣି ସାହୁବ୍ୟଞ୍ଜନ ବର୍ଣ୍ଣରାଜନୀତି ବିଜ୍ଞାନଭାଷାରାବଣଗଣନ ସଂଖ୍ୟାସରୋଜିନୀ ନାଇଡୁ🡆 More