ତଥ୍ୟ

ତଥ୍ୟ, ଗୁଣାତ୍ମକ ଓ ପରିଣାତ୍ମକ ପରିବର୍ତ୍ତନଶୀଳ ରାଶିମାନଙ୍କର ସଂଗ୍ରହକୁ ବୁଝାଇଥାଏ | ତଥ୍ୟ ଏବଂ ସୂଚନା ଅନେକ ସମୟରେ ପରସ୍ପର ଜାଗାରେ ବ୍ୟବହୃତ ହୋଇଥାନ୍ତି | ତଥ୍ୟ, ସୂଚନା ଓ ଜ୍ଞାନ ହେଉଛି ପରସ୍ପର ସମ୍ବନ୍ଧୀୟ ଅବଧାରଣା | ତଥ୍ୟ ସାଧାରଣତଃ ଯେ କୌଣସି କ୍ଷେତ୍ରରେ ଗବେଷଣା ପାଇଁ ଉପଯୋଗ ହୋଇଥାଏ | ଏହା ବିଭିନ୍ନ ବୈଜ୍ଞାନିକ ସଂସ୍ଥାନ, ଅନୁଷ୍ଠାନ ଓ ବାଣିଜ୍ୟ କ୍ଷେତ୍ର (ବିକ୍ରି ତଥ୍ୟ, ରାଜସ୍ୱ ତଥ୍ୟ ଓ ବିକ୍ରୟ ପାଇଁ ଗଚ୍ଛିତ ଦ୍ରବ୍ୟର ମୂଲ୍ୟ ) ଇତ୍ୟାଦିରୁ ସଂଗ୍ରହ କରାଯାଇଥାଏ | ହ୍ୟାକିଂଦ୍ୱାରା ତଥ୍ୟ ଚୋରିରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ପ୍ରଥମ ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା ଅଛି ।

ଆଧାର

ବାହାର ଲିଙ୍କ

  • ତଥ୍ୟ  ଉଇକିମିଡ଼ିଆ କମନ୍ସରେ Data-ସମ୍ପର୍କିତ ମିଡ଼ିଆ
  • Data is a singular noun (a detailed assessment)

Tags:

ଭାରତଯୁକ୍ତରାଷ୍ଟ୍ର ଆମେରିକାସୂଚନା ଡିଜାଇନ

🔥 Trending searches on Wiki ଓଡ଼ିଆ:

ଜଳପ୍ଲୀହାଅନ୍ନଦା ଶଙ୍କର ରାୟପ୍ରଧାନ ପୃଷ୍ଠା୬ ଫେବୃଆରୀ୧ (ସଂଖ୍ୟା)ହନୁମାନ ଚାଳିଶାଓଡ଼ିଆ ଲିପିଓଡ଼ିଶାସାରଳା ଦାସଛାନ୍ଦମହିଳା ଯୌନାଙ୍ଗ ଛେଦନଗୌତମ ବୁଦ୍ଧବାଜି ରାଉତଅଜନ୍ତା ଗୁମ୍ଫାମୋରୋକ୍କୋଖାଦ୍ୟକୃଷ୍ଣଦ୍ରାଘିମାବି. ଆର. ଆମ୍ବେଦକରହୃତ୍‌ପିଣ୍ଡଯୌନ ସମ୍ଭୋଗପ୍ରଦୀପ କୁମାର ପଣ୍ଡାଗଣେଶ୍ୱର ବେହେରାଗୋଲୋକ ବିହାରୀ ଧଳହୃଷୀକେଶ ପଣ୍ଡାଋଷିଆପୂର୍ଣ୍ଣାନନ୍ଦ ଦାନୀଜାପାନଭୀମ ଭୋଇଯଶୋବନ୍ତ ଦାସସ୍ନେହସାର୧୭୩୬ନଟବର ସାମନ୍ତରାୟବିଶ୍ୱଜିତ ଦାସପାଟୁଆ ଯାତ୍ରାମୌଳିକ ସଂଖ୍ୟାଉଇକିମିଡ଼ିଆ ମୁଭମେଣ୍ଟଶାରଳା ପୁରସ୍କାରବନ୍ଧୁତାସମ୍ବଲପୁରମାଳିକାଭୁବନେଶ୍ୱର ବେହେରାଶ୍ରୀରାମ ପଣ୍ଡାବିବାହବୃହସ୍ପତିଓଡ଼ିଆ ସାହିତ୍ୟର ଇତିହାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପଟ୍ଟଚିତ୍ରବ୍ୟଞ୍ଜନ ବର୍ଣ୍ଣବର୍ଷା ପ୍ରିୟଦର୍ଶିନୀମଦର ଟେରେସାଜଗନ୍ନାଥଙ୍କ ବେଶଜ୍ଞାନକୋଷମହେନ୍ଦ୍ରଗିରିରାମାୟଣଖୋର୍ଦ୍ଧା ଜିଲ୍ଲାଯକୃତଇଣ୍ଡିଆନ ପ୍ରିମିଅର ଲିଗସମ୍ବଲପୁର ଜିଲ୍ଲାମୀନ (ମାସ)ପଠାଣି ସାମନ୍ତଭାରତର ଜାତୀୟ ପତାକା🡆 More