ଝାଞ୍ଜପିଟା ମଠ

ମୁଖ୍ୟତଃ ରଥଯାତ୍ରା ପୂର୍ବରୁ ଝାଞ୍ଜପିଟା ମଠରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥାଏ । ଏହି ମଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ମୁଖ୍ୟତଃ ବଙ୍ଗଳା ଭାଷାଭାଷୀ ଲୋକ । ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରର ସଫେଇ କାର୍ଯ୍ୟ ଏହି ଭକ୍ତମାନଙ୍କ ସ‌ହ ଅନ୍ୟାନ ଭକ୍ତମାନଙ୍କ ସମିଶ୍ରଣରେ ହୋଇଥାଏ । ରଥଯାତ୍ରାର କିଛିଦିନ ପୂର୍ବରୁ ଏହି କାର୍ଯ୍ୟ ହୋଇଥାଏ ବୋଲି ଶ୍ରୀ ଚୈତନ୍ୟ ଚରିତ୍ରରେ ରଚିତ ହୋଇଛି । କୀର୍ତ୍ତନ କରିବା ପାଇଁ ଆସୁଥିବା ଭକ୍ତମାନେ ସେମାନଙ୍କର ଉପକରଣ ସ‌ହ ସେହି ମଠରେ ଅବସ୍ଥନ କରନ୍ତି ଏବଂ ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ଆଗରେ ସଂକୀର୍ତ୍ତନ କରନ୍ତି । ମଠର ସ୍ୱେଚ୍ଛସେବୀଙ୍କଦ୍ୱାରା ମହାପ୍ରଭୁଙ୍କର ପାଦପ୍ମର ସେବା କରାଯାଏ । ଏହି ସବୁକିଛି ଛଡ଼ା, ମଠଗୁଡ଼ିକ ମଧ୍ୟ ମହାପ୍ରଭୁଙ୍କ ପାଇଁ ନିତ୍ୟ ଖଟଣି ଭୋଗ ଯୋଗାଇଦେବାର ପରମ୍ପରା ରହିଛି ।

ଆଧାର

Tags:

ଗୁଣ୍ଡିଚା ମନ୍ଦିରଜଗନ୍ନାଥରଥଯାତ୍ରା

🔥 Trending searches on Wiki ଓଡ଼ିଆ:

ଶ୍ରୀ ଅରବିନ୍ଦକଳିଙ୍ଗ ଲିପି୧୦ ମାର୍ଚ୍ଚଯକ୍ଷ୍ମା୧୮୭୫ଫେସବୁକଉଇକିପିଡ଼ିଆଉତ୍କଳ ଦିବସ୬୮୧ଓଡ଼ିଆ ଭାଷାଭୁବନେଶ୍ୱର ବେହେରାବିଭିନ୍ନ ପ୍ରକାର ଶାଗର ତାଲିକାବ୍ରହ୍ମପୁରଦାମୋଦର ରାଉତଧର୍ମପ୍ୟାରିସ୭୧୫ପ୍ରଦୀପ କୁମାର ମାଝୀଆନ୍ତର୍ଜାତିକ ମହିଳା ଦିବସଅଚ୍ୟୁତାନନ୍ଦ ଦାସମାଛକୋଣାର୍କ ସୂର୍ଯ୍ୟ ମନ୍ଦିରମାଉସୀ ମା’ ମନ୍ଦିରଅନନ୍ତ ପଟ୍ଟନାୟକଭିମାବରମଭାରତୀୟ ଡାକ ସେବାଓଜସ୍ୱୀ ଅରୋଡ଼ାବିଲ୍ ଗେଟ୍ସ୍ମିଳିତ ଜାତିସଂଘବାରାକ ଓବାମାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଲକ୍ଷ୍ମଣ ନାୟକଭୀମ ଭୋଇଲକ୍ଷ୍ମୀକାନ୍ତ ମହାପାତ୍ର୧୭୫୨ଜ୍ୱରହିନ୍ଦୁ ଧର୍ମଶିବାଜୀପଞ୍ଜାବୀ ଉଇକିପିଡ଼ିଆଓଡ଼ିଆ ଲୋକ୨୦ ଅପ୍ରେଲମିଳିମିଳାଶ୍ରୀରାମ ପଣ୍ଡାଗୁରୁବିଭୂତି ପଟ୍ଟନାୟକଫୁସଫୁସଅନୁଭବ ମହାନ୍ତିଆଣ୍ଡୋରାଦଶାବତାରକାପୋସିସ ସାର୍କୋମାନୃସିଂହଶ୍ରୀନିବାସ ଉଦ୍‌ଗାତାଦ୍ୱିତୀୟ ବିଶ୍ୱଯୁଦ୍ଧନରେନ ପଲେଇକାଳିଜାଈଭାରତୀୟ ସ୍ୱାଧୀନତା ଆନ୍ଦୋଳନପ୍ରଥମ ବିଶ୍ୱଯୁଦ୍ଧମନୋରଞ୍ଜନ ଦାସଓଡ଼ିଶା ସରକାରଭିଏତନାମଆଫ୍ରିକାସୁନ୍ଦରଗଡ଼ ଜିଲ୍ଲାସୂର୍ଯ୍ୟକୁଏତଜୋହାନ୍ ସେବାଷ୍ଟିଆନ୍ ବାକ୍ଅବକାଶ ବେଶ🡆 More