ଜଗନ୍ନାଥ ମନ୍ଦିର, ବାରିପଦା

ଏହି ଜଗନ୍ନାଥ ମନ୍ଦିର ଓଡ଼ିଶା ରାଜ୍ୟର ବାରିପଦା ନଗରଠାରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।ଏହି ମନ୍ଦିରର ନିର୍ମାଣ  ପଛରେ ଥିବା  ଐତିହାସିକ କିମ୍ବଦନ୍ତୀ ଓ ଏଠାରେ ପାଳିତ ହେଉ ଥିବା ପୁରୀ ପରେ ଦ୍ୱିତୀୟ ପୁରାତନ ରଥ ଯାତ୍ରା ପାଇଁ ଏହି ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ରୂପେ ପ୍ରସିଦ୍ଧ ଲାଭ କରିଛି

ଜଗନ୍ନାଥ ମନ୍ଦିର, ବାରିପଦା
ଜଗନ୍ନାଥ ମନ୍ଦିର, ବାରିପଦା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନବାରିପଦା,ମୟୂରଭଞ୍ଜ
Stateଓଡ଼ିଶା
Countryଭାରତ

ଅବସ୍ଥାନ

ପ୍ରମୁଖ ଦେବତା

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ପାର୍ବଣ

ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।

ଜଗନ୍ନାଥ ମନ୍ଦିର, ବାରିପଦା 
ମନ୍ଦିରର ଆଗପଟ ମୁଖ୍ୟ ଦ୍ୱାର ସହିତ
ଜଗନ୍ନାଥ ମନ୍ଦିର, ବାରିପଦା 
ନାଟ ମଣ୍ଡପ ସହିତ ମନ୍ଦିର
ଜଗନ୍ନାଥ ମନ୍ଦିର, ବାରିପଦା 
ମନ୍ଦିର
ଜଗନ୍ନାଥ ମନ୍ଦିର, ବାରିପଦା 
ମନ୍ଦିର
ଜଗନ୍ନାଥ ମନ୍ଦିର, ବାରିପଦା 
ରଥ ଓ ମନ୍ଦିରର ପାର୍ଶ୍ୱ ପଟ

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ

Tags:

ଜଗନ୍ନାଥ ମନ୍ଦିର, ବାରିପଦା ଅବସ୍ଥାନଜଗନ୍ନାଥ ମନ୍ଦିର, ବାରିପଦା ପ୍ରମୁଖ ଦେବତାଜଗନ୍ନାଥ ମନ୍ଦିର, ବାରିପଦା ପାର୍ବଣଜଗନ୍ନାଥ ମନ୍ଦିର, ବାରିପଦା ଆହୁରି ଦେଖନ୍ତୁଜଗନ୍ନାଥ ମନ୍ଦିର, ବାରିପଦା ଆଧାରଜଗନ୍ନାଥ ମନ୍ଦିର, ବାରିପଦା ବାହାର ଲିଙ୍କଜଗନ୍ନାଥ ମନ୍ଦିର, ବାରିପଦା

🔥 Trending searches on Wiki ଓଡ଼ିଆ:

୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଦୁର୍ଗାକଦଳୀଗଛଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରବୀନ୍ଦ୍ରନାଥ ଠାକୁରନେରାଟିନିବନାରୀବାଦମିଳିତ ଜାତିସଂଘଓଡ଼ିଶା ସରକାରଗୀତଗୋବିନ୍ଦଅଜନ୍ତା ଗୁମ୍ଫାକୋଣାର୍କ ସୂର୍ଯ୍ୟ ମନ୍ଦିରମହାତ୍ମା ଗାନ୍ଧୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଭୀମ ଭୋଇହିନ୍ଦୁ ଧର୍ମପୁରୀ ଜିଲ୍ଲାପୃଥିବୀବୈଷ୍ଣବ ଚରଣ ସାମଲସଂଗୀତଏସିଆଯଶୋବନ୍ତ ଦାସଉତ୍କଳ ଦିବସଲକ୍ଷ୍ମଣ ନାୟକଉପେନ୍ଦ୍ର କିଶୋର ଦାସରତ୍ନାକର ଚଇନିପ୍ରଦ୍ୟୁମ୍ନ ଲେଙ୍କାକୁଜିବର ପ‌ତ୍ରଭାରତୀୟ ଦଣ୍ଡ ସଂହିତା, ୧୮୬୦ବିଦୁସ୍ମିତାଅକ୍ଷୟ ତୃତୀୟାଡାଲିପଖାଳସ୍ତନଓଡ଼ିଆ ସାହିତ୍ୟର ଇତିହାସକୁଞ୍ଜବିହାରୀ ଦାଶମୌଳିକ ସଂଖ୍ୟାମାୟାଧର ମାନସିଂହ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପୁରୀବିଶ୍ୱନାଥ କରଉପେନ୍ଦ୍ର ଭଞ୍ଜସଜନାଜଳ ପ୍ରଦୂଷଣବାବୁଶାନ୍ଓଡ଼ିଶା ପ୍ରିମିଅର ଲିଗ୧ ଫେବୃଆରୀଜୀବସାର ଖସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୀର ସୁରେନ୍ଦ୍ର ସାଏଭାରତର ସଂସ୍କୃତିଆଲେକ୍‌ଜାଣ୍ଡର୍ ମହାନଭାରତର ରାଷ୍ଟ୍ରପତି୬୩୩ଭୁବନେଶ୍ୱର ବେହେରାଓଡ଼ିଶା ବିଧାନ ସଭାଚନ୍ଦ୍ରଶେଖର ଆଜାଦସୁନାଓଡ଼ିଶୀଦୀପକ ମିଶ୍ରଏଚଆଇଭି/ଏଡସଭଗବତୀ ଚରଣ ପାଣିଗ୍ରାହୀହେନା ଫୁଲଓଡ଼ିଶାର ଇତିହାସଆଜାଦ ହିନ୍ଦ୍ ଫୌଜବିଜୟ ମିଶ୍ରଓଡ଼ିଶାର ସଂସ୍କୃତି🡆 More