ବଳରାମ

ଶ୍ରୀକୃଷ୍ଣଙ୍କ ବୈମାତ୍ରେୟ ଜ୍ୟେଷ୍ଠ ଭ୍ରାତା ବଳରାମ ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ର ରୂପେ ପରିଚିତ । ସୁଭଦ୍ରା ବଳରାମଙ୍କ ଭଗିନୀ । ବସୁଦେବଙ୍କ ଔରସରେ ରୋହିଣିଙ୍କ ଗର୍ଭରୁ ଶ୍ରାବଣପୂର୍ଣ୍ଣିମା (ଗହ୍ମାପୂର୍ଣ୍ଣମୀ) ଦିନ ବଳରାମ ଜାତ ହୋଇଥିଲେ । ବଳରାମ ରେବତ ରାଜାଙ୍କ କନ୍ୟା ରେବତୀଙ୍କୁ ବିବାହ କରିଥିଲେ । ରେବତୀଙ୍କ ଗର୍ଭରେ ଜନ୍ମିତ ବଳରାମଙ୍କ ଦୁଇପୁତ୍ର ହେଲେ ନିଶଠ ଓ ଉଲ୍ମୁକ । ଗଦାଯୁଦ୍ଧ ଶିକ୍ଷା କରିବା ଲାଗି ଦୁର୍ଯ୍ୟୋଧନ ବଳରାମଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ। ବଳରାମ ପ୍ରଳମ୍ବାସୁରକୁ ଭାଣ୍ଡୀର ବନରେ ଓ ଧେନୁକାସୁରକୁ ପର୍ବତ ଶୀର୍ଷଦେଶରୁ ନିକ୍ଷେପ କରି ନିହତ କରିଥିଲେ। ତାଙ୍କ ରଥର ନାମ ତାଳଧ୍ୱଜ ଓ ପ୍ରଧାନ ଆୟୁଧ ହଳ ଓ ମୂଷଳ।

ବଳରାମ
ବଳରାମ
ବଳରାମ
ଉପାଧିଶେଷନାଗଙ୍କ ଅବତାର
ଅସ୍ତ୍ରଲଙ୍ଗଳ

ବଳରାମଙ୍କୁ ବେଳେବେଳେ ବିଷ୍ଣୁଙ୍କ ସହ ଜଡ଼ିତ ଶେଷ ନାଗର ଅବତାର ଭାବରେ ବର୍ଣ୍ଣନା କରାଯାଏ; କୃଷ୍ଣଙ୍କୁ ବିଷ୍ଣୁଙ୍କ ଅବତାର ଭାବରେ ବିବେଚନା କରାଯାଏ । କେତେକ ପରମ୍ପରାରେ ତାଙ୍କୁ ନିଜେ ବିଷ୍ଣୁଙ୍କର ୧୦ଟି ପ୍ରମୁଖ ଅବତାର ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରନ୍ତି ।

ଭାରତୀୟ ସଂସ୍କୃତିରେ ବଳରାମଙ୍କ ମହତ୍ତ୍ୱର ପ୍ରାଚୀନ କାଳରୁ ରହିଛି । କଳାକୃତିରେ ତାଙ୍କର ଛବି ସାଧାରଣ ଯୁଗର ପ୍ରାରମ୍ଭରେ ଏବଂ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମୁଦ୍ରାରେ ରହିଛି । ଜୈନ ଧର୍ମରେ ସେ ବଳଦେବ ନାମରେ ପରିଚିତ ଏବଂ ଐତିହାସିକ ଦୃଷ୍ଟିରୁ ଜଣେ ଗୁରୁତ୍ୱପୂର୍ଣ୍ଣ କୃଷକ ସମ୍ବନ୍ଧୀୟ ଦେବତା ଥିଲେ ।

ଆହୁରି ଦେଖନ୍ତୁ

ଆଧାର

ଅଧିକ ତଥ୍ୟ

Tags:

କୃଷ୍ଣଜଗନ୍ନାଥପୂର୍ଣ୍ଣିମାଶ୍ରାବଣସୁଭଦ୍ରା

🔥 Trending searches on Wiki ଓଡ଼ିଆ:

ଗୋଦାବରୀଶ ମହାପାତ୍ରଚନ୍ଦନ ଯାତ୍ରାପଠାଣି ସାମନ୍ତଦରବାର (କବିତା)ଜୟଦେବ ଜେନାଚମ୍ପୂଯାଜପୁରଦେବୀପ୍ରସନ୍ନ ପଟ୍ଟନାୟକଯକ୍ଷ୍ମାଭାଷାଲକ୍ଷ୍ମଣ ନାୟକଗଣିତଗୋଲୋକ ବିହାରୀ ଧଳମହାଦେଶନନ୍ଦ କିଶୋର ବଳପୃଥିବୀ ଦିବସଭାରତର ପ୍ରଧାନମନ୍ତ୍ରୀଜଗଦୀଶ ମହାନ୍ତିଚନ୍ଦ୍ରଶେଖର ରଥଖାଦ୍ୟପୂଜା (ଉପାସନା)ସୁଭାଷ ଚନ୍ଦ୍ର ବୋଷଧରଣୀଧର ଭୂୟାଁସପ୍ତମାତୃକା ମନ୍ଦିର, ଯାଜପୁରନକ୍ଷତ୍ରଅନନ୍ତ ପଟ୍ଟନାୟକଭଗବତୀ ଚରଣ ପାଣିଗ୍ରାହୀନାରାୟଣ ସାହୁ (୧୯୨୮ ଜନ୍ମ)ମଥୁରା ମଙ୍ଗଳମାଣବସା ଗୁରୁବାରହନୁମାନଜିନା ସାମଲବିଜୁଳିଭାରତ ସରକାରନମିତା ଅଗ୍ରୱାଲଅଂଶୁଘାତଅମର ପ୍ରସାଦ ଶତପଥୀସରଳା ଦେବୀମଧୁସୂଦନ ରାଓଅପରେଟିଙ୍ଗ ସିଷ୍ଟମବୀଜାଣୁସାରଳା ମନ୍ଦିରଋଷିଆପଦାର୍ଥଉଇକିକମନ୍ସହରେକୃଷ୍ଣ ମହତାବଆଖଣ୍ଡଳମଣି ମନ୍ଦିର୪ ଅପ୍ରେଲବଡ଼ଦିନ୧୭ ଅପ୍ରେଲଅର୍ଥଶାସ୍ତ୍ରନବୀନ ପଟ୍ଟନାୟକରାଜା ରାମମୋହନ ରାୟସରସ୍ୱତୀ ସମ୍ମାନଭାତମିନତି ମିଶ୍ରବୈଶାଖଭାରତର ଜାତୀୟ ପତାକାଓଡ଼ିଆ ଭାଷାଟାଇଫଏଡହନୁମାନ ଜୟନ୍ତୀଗୌରୀଶଙ୍କର ରାୟମ୍ୟାଲେରିଆଶଙ୍କର ପ୍ରସାଦ ତ୍ରିପାଠୀ🡆 More