ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲାର ଏକ ସହର

ଚାନ୍ଦିପୁର(English: Chandipur) ବା ଚାନ୍ଦିପୁର ବେଳାଭୂମି ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ବେଳାଭୂମି । ଏହା ବଙ୍ଗୋପସାଗର ନିକଟରେ ଓ ବାଲେଶ୍ୱର ସହରଠାରୁ ୧୬ କି.ମି.

ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଉଦାହରଣ ସ୍ୱରୂପ ଜଦି ସକାଳେ ଜୁଆର ଆସେ ତାହେଲେ ବାର ଘଂଟା ପରେ ଭଟ୍ଟା ଆସିବ। ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ ଅଶ୍ୱଖୁରାକୃତି କଙ୍କଡା ବା ନାଲି କଙ୍କଡ଼ା ଦେଖିବାକୁ ମିଳିଥାଏ । ନିକଟରେ ବୁଢ଼ାବଳଙ୍ଗ ନଦୀର ମୁହାଣ ପାଖରେ ବଳରାମ ଗଡ଼ିଠାରେ ଏକ ମାଛଧରା ବନ୍ଦର ଅଛି ।

ଚାନ୍ଦିପୁର
—  ସହର  —
ଚାନ୍ଦିପୁର: ଭୂଗୋଳ, ପଦାତିକ ସେନା, ଗମନାଗମନ
ଚାନ୍ଦିପୁର: ଭୂଗୋଳ, ପଦାତିକ ସେନା, ଗମନାଗମନ
ଚାନ୍ଦିପୁର: ଭୂଗୋଳ, ପଦାତିକ ସେନା, ଗମନାଗମନ
ଚାନ୍ଦିପୁର
ଚାନ୍ଦିପୁରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°28′N 87°01′E / 21.47°N 87.02°E / 21.47; 87.02
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ବାଲେଶ୍ୱର
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• ସମୁଦ୍ର ପତ୍ତନଠାରୁ ଉଚ୍ଚତା


3 metres (9.8 ft)

ଚାନ୍ଦିପୁରଠାରେ ଭାରତୀୟ ସେନାର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି ।

ଚାନ୍ଦିପୁର: ଭୂଗୋଳ, ପଦାତିକ ସେନା, ଗମନାଗମନ
ଚାନ୍ଦିପୁର ବେଳାଭୂମି

ଭୂଗୋଳ

ଚାନ୍ଦିପୁର 21°28′N 87°01′E / 21.47°N 87.02°E / 21.47; 87.02ଠାରେ ଅବସ୍ଥିତ । ଏହାର ହାରାହାରି ଉଚ୍ଚତା ୩ ମିଟର (୧୦ ଫୁଟ) ।

ଚାନ୍ଦିପୁର: ଭୂଗୋଳ, ପଦାତିକ ସେନା, ଗମନାଗମନ 
ମିସାଇଲ ପରୀକ୍ଷଣ

ପଦାତିକ ସେନା

ଚାନ୍ଦିପୁର ବେଳାଭୂମିଠାରେ ଭାରତୀୟ ପଦାତିକ ସେନାର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜ (ଆଇଟି ଆର) ଅଛି । ଏଠାରୁ ଆକାଶ, ଅଗ୍ନି, ଶୌର୍ଯ୍ୟ, ପୃଥିବୀ ଓ ବ୍ରହ୍ମୋସ ଆଦି ଅନେକ ପରମାଣୁ କ୍ଷମତାଧାରୀ ମିସାଇଲର ପରୀକ୍ଷଣ କରାଯାଇଛି ।

ଗମନାଗମନ

ଚାନ୍ଦିପୁରକୁ ବାଲେଶ୍ୱରରୁ ସଡ଼କ ପଥରେ ଯାଇହେବ । ବାଲେଶ୍ୱର ସଡ଼କ ପଥରେ ୫ ନମ୍ବର ଜାତୀୟ ରାଜପଥ ଓ ରେଳପଥଦ୍ୱାରା ଭୁବନେଶ୍ୱରକଲିକତା ସହ ସଂଯୁକ୍ତ ।

ଦ୍ରଷ୍ଟବ୍ୟ

ବାହାର ଲିଙ୍କ

Tags:

ଚାନ୍ଦିପୁର ଭୂଗୋଳଚାନ୍ଦିପୁର ପଦାତିକ ସେନାଚାନ୍ଦିପୁର ଗମନାଗମନଚାନ୍ଦିପୁର ଦ୍ରଷ୍ଟବ୍ୟଚାନ୍ଦିପୁର ବାହାର ଲିଙ୍କଚାନ୍ଦିପୁରଓଡ଼ିଶାବଙ୍ଗୋପସାଗରବାଲେଶ୍ୱରବାଲେଶ୍ୱର ଜିଲ୍ଲାବୁଢ଼ାବଳଙ୍ଗ ନଦୀ

🔥 Trending searches on Wiki ଓଡ଼ିଆ:

କାନାଡ଼ାରାମଚନ୍ଦ୍ର ମିଶ୍ରମାଟିର ମଣିଷଦାସକାଠିଆଆସିକାଜଳଗୁଗଲପକ୍ଷୀକାଳିନ୍ଦୀ ଚରଣ ପାଣିଗ୍ରାହୀଗୋପାଳ ଛୋଟରାୟନେରାଟିନିବକଙ୍କାଳଦୁର୍ଗାବିଶ୍ୱତାପନଚୈତ୍ର ମଙ୍ଗଳବାର ଓଷାବାଜି ରାଉତଓଡ଼ିଶା ବିଧାନ ସଭାସାରଳା ସମ୍ମାନଉତ୍କଳ ଦୀପିକାୱିଲିଅମ ସେକ୍ସପିଅରସୋରିଷଛାନ୍ଦତାରିଣୀ ମନ୍ଦିର, ଘଟଗାଁଦଶାବତାରରାମାୟଣଜୀଜାଜୀ ଛତ୍ ପର୍ ହେଁଉତ୍କଳବକ୍ସି ଜଗବନ୍ଧୁହିନ୍ଦୁ ଧର୍ମପଠାଣି ସାମନ୍ତପୁରୁଷୋତ୍ତମ ଦେବଅପରେଟିଙ୍ଗ ସିଷ୍ଟମଶ୍ରୀ ଅରବିନ୍ଦବୀଜାଣୁ୧ ଅପ୍ରେଲଓଡ଼ିଶାର ସଂସ୍କୃତିଓଡ଼ିଶାର ଲୋକନୃତ୍ୟଏଲିନା ସାମନ୍ତରାୟଭାରତର ଜାତୀୟ ପତାକାବିଅରଭୁବନେଶ୍ୱର ବେହେରାଆଜାଦ ହିନ୍ଦ୍ ଫୌଜଇଣ୍ଟରନେଟଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଚିଲିକା ହ୍ରଦନେମାଳସୀତାକାନ୍ତ ମହାପାତ୍ରରାସେଶ୍ୱରୀ ପାଣିଗ୍ରାହୀଟେସାମୋରେଲିନବାସନ୍ତୀସ୍ୱିଡେନରଥଯାତ୍ରାଇଲେକ୍ଟ୍ରୋନିକ କମର୍ସବାଘଋଷିଆରାଜ ଯୋଗମଦର ଟେରେସାଜ୍ଞାନପୀଠ ପୁରସ୍କାରଭୀମ ପୃଷ୍ଟିଗଙ୍ଗଶିଉଳୀମୀନ (ମାସ)ଉପେନ୍ଦ୍ର ଭଞ୍ଜମହେନ୍ଦ୍ରଗିରିଜଗନ୍ନାଥ ଦାସରାଶି ଓ ନକ୍ଷତ୍ରଏଡା ଲଭ୍‌ଲେସ୍‌🡆 More