ଚମ୍ପିଆନ: ୨୦୧୯ର ଓଡ଼ିଆ କଥାଚିତ୍ର

ଚମ୍ପିଆନ, ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏନ୍.

ଗଙ୍ଗାଧର ରେଡ୍ଡୀ ଓ ଦୀପ୍ତି । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଚମ୍ପିଆନ
ନିର୍ଦ୍ଦେଶକକେ. ମୂରଲୀକ୍ରିଷ୍ଣା
ପ୍ରଯୋଜକଏନ୍. ଗଙ୍ଗାଧର ରେଡ୍ଡୀ, ଦୀପ୍ତି
ସଂଳାପରଜନୀ ରଞ୍ଜନ
କଳାକାରଅର୍ଚ୍ଚିତା ସାହୁ
ସଙ୍ଗୀତବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ
୮ ମାର୍ଚ୍ଚ ୨୦୧୯
ଦେଶଚମ୍ପିଆନ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ । ଅର୍ଚ୍ଚିତା ଏହି କଥାଚିତ୍ରଟିରେ ଜଣେ ଗାଉଁଲି ଚାଷୀର ଝିଅ ଭୂମିକାରେ ଅଭିନୟ କରିଥିଲେ, ଯିଏକି ପରବର୍ତ୍ତୀ ସମୟରେ ସ‌ହରକୁ ଯାଇ ନିଜର ଇଚ୍ଛା ପୂରଣ କରିବାକୁ କିକ୍ ବକ୍ସର ଭାବରେ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୁଅନ୍ତି । ମନୋଜ ମିଶ୍ର, ପୃଥ୍ୱୀରାଜ ନାୟକ, ସଲିଲ ମିତ୍ର, କାଳିଆ, ମୌସୁମୀ, ଆଶିଷ, ପ୍ରୀତିରାଜ ଶତପଥୀ, ଇଲୁ ବାନାର୍ଜୀ, ବାବୁ ପ୍ରଧାନ, କୁନି ମିଶ୍ର, ସନ୍ଦୀପ ମନାଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରରେ ଅର୍ଚ୍ଚିତ ୪ଟି ଅଲଗା ଅଲଗା ଶୈଳୀରେ ଅଭିନୟ କରିଥିଲେ । ତାଙ୍କୁ ବକ୍ସିଂ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବା ସ‌ହ ସେ ନିୟମିତ ବ୍ୟାୟାମ କରୁଥିବା କଥା ତାଙ୍କର ସୋସିଆଲ ମିଡ଼ିଆ ପୃଷ୍ଠାରେ ଫଟୋ ସ‌ହିତ ସେୟାର କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଚମ୍ପିଆନ ଅଭିନୟଚମ୍ପିଆନ କାହାଣୀଚମ୍ପିଆନ ଗୀତ ଏବଂ ସଙ୍ଗୀତଚମ୍ପିଆନ ଆଧାରଚମ୍ପିଆନ ବାହାର ଆଧାରଚମ୍ପିଆନ

🔥 Trending searches on Wiki ଓଡ଼ିଆ:

ଭଗବତ ଗୀତାଯୁଗଳ କିଶୋର ଦତ୍ତଲୁହାରୋହିତ ଶର୍ମାଲକ୍ଷ୍ମଣ ନାୟକକୁନ୍ତଳା କୁମାରୀ ଆଚାର୍ଯ୍ୟବିଶ୍ୱ ଏଡ୍‌ସ ଦିବସ୧୯୭୭ଜୈନ ଧର୍ମବନ୍ଦେ ଉତ୍କଳ ଜନନୀବଳରାମ ଦାସବାଗ୍ ଯନ୍ତ୍ରସମ୍ବଲପୁରଭୌଗଳିକ ଦିଗବାରେଣିଦଣ୍ଡ ନାଟରବୀନ୍ଦ୍ରନାଥ ଠାକୁରନଟବର ଶତପଥୀପଞ୍ଚସଖାଅଂଶୁଘାତନୂଆଖାଇବସନ୍ତ କୁମାରୀ ଦେବୀସୂର୍ଯ୍ୟସଂସ୍କୃତଲାଇମ ରୋଗଛ ମାଣ ଆଠ ଗୁଣ୍ଠଜୁଲିଅସ ସିଜରଲିସବନଜଗନ୍ନାଥ୭ (ସଂଖ୍ୟା)ଗୁରୁ ପ୍ରସାଦ ମହାନ୍ତିISBN (identifier)ଭାରତୀୟ ସମ୍ବିଧାନ୧୯୮୪ଓଡ଼ିଶାର ଲୋକକଳାଭାରତୀୟ ମୁଦ୍ରାଧନୁଯାତ୍ରାକୃଷ୍ଣ ଜନ୍ମାଷ୍ଟମୀଚନ୍ଦନ ଯାତ୍ରାଚାଣକ୍ୟକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭାଷାଓଡ଼ିଶା ଉଚ୍ଚ ନ୍ୟାୟାଳୟଦୂତୀବାହନ ଓଷାସ୍ୱାମୀ ବିବେକାନନ୍ଦଓଡ଼ିଆ ରାମାୟଣନିତ୍ୟାନନ୍ଦ ମହାପାତ୍ରଦୀନକୃଷ୍ଣ ଦାସଅକ୍ଷୟ ତୃତୀୟାକର୍କଟ ରୋଗବିଭୂତି ପଟ୍ଟନାୟକବ୍ୟାଙ୍କଗୋଦାବରୀଶ ମହାପାତ୍ରମାକ୍ସ ୱେବରଦୁର୍ଗାସାହି ଯାତକାର୍ତ୍ତିକ ଚନ୍ଦ୍ର ରଥଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରନୀଳଶୈଳ (ଉପନ୍ୟାସ)ଲାଲ ବାହାଦୁର ଶାସ୍ତ୍ରୀସର୍ବପଲ୍ଲୀ ରାଧାକୃଷ୍ଣନଲୁସାକଓଡ଼ିଶା ସରକାରଉମେଶଚନ୍ଦ୍ର ସରକାରନୀଳମାଧବ ମନ୍ଦିରଗୋପବନ୍ଧୁ ଦାସଜର୍ଜ କ୍ୟାଣ୍ଟରଶିବକଳାହାଣ୍ଡି ଜିଲ୍ଲାମେଟାବୋଲିଜିମସରୋଜ ବଳ🡆 More