ଚମ୍ପିଆନ: ୨୦୧୯ର ଓଡ଼ିଆ କଥାଚିତ୍ର

ଚମ୍ପିଆନ, ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏନ୍.

ଗଙ୍ଗାଧର ରେଡ୍ଡୀ ଓ ଦୀପ୍ତି । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଚମ୍ପିଆନ
ନିର୍ଦ୍ଦେଶକକେ. ମୂରଲୀକ୍ରିଷ୍ଣା
ପ୍ରଯୋଜକଏନ୍. ଗଙ୍ଗାଧର ରେଡ୍ଡୀ, ଦୀପ୍ତି
ସଂଳାପରଜନୀ ରଞ୍ଜନ
କଳାକାରଅର୍ଚ୍ଚିତା ସାହୁ
ସଙ୍ଗୀତବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ
୮ ମାର୍ଚ୍ଚ ୨୦୧୯
ଦେଶଚମ୍ପିଆନ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ । ଅର୍ଚ୍ଚିତା ଏହି କଥାଚିତ୍ରଟିରେ ଜଣେ ଗାଉଁଲି ଚାଷୀର ଝିଅ ଭୂମିକାରେ ଅଭିନୟ କରିଥିଲେ, ଯିଏକି ପରବର୍ତ୍ତୀ ସମୟରେ ସ‌ହରକୁ ଯାଇ ନିଜର ଇଚ୍ଛା ପୂରଣ କରିବାକୁ କିକ୍ ବକ୍ସର ଭାବରେ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୁଅନ୍ତି । ମନୋଜ ମିଶ୍ର, ପୃଥ୍ୱୀରାଜ ନାୟକ, ସଲିଲ ମିତ୍ର, କାଳିଆ, ମୌସୁମୀ, ଆଶିଷ, ପ୍ରୀତିରାଜ ଶତପଥୀ, ଇଲୁ ବାନାର୍ଜୀ, ବାବୁ ପ୍ରଧାନ, କୁନି ମିଶ୍ର, ସନ୍ଦୀପ ମନାଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରରେ ଅର୍ଚ୍ଚିତ ୪ଟି ଅଲଗା ଅଲଗା ଶୈଳୀରେ ଅଭିନୟ କରିଥିଲେ । ତାଙ୍କୁ ବକ୍ସିଂ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବା ସ‌ହ ସେ ନିୟମିତ ବ୍ୟାୟାମ କରୁଥିବା କଥା ତାଙ୍କର ସୋସିଆଲ ମିଡ଼ିଆ ପୃଷ୍ଠାରେ ଫଟୋ ସ‌ହିତ ସେୟାର କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଚମ୍ପିଆନ ଅଭିନୟଚମ୍ପିଆନ କାହାଣୀଚମ୍ପିଆନ ଗୀତ ଏବଂ ସଙ୍ଗୀତଚମ୍ପିଆନ ଆଧାରଚମ୍ପିଆନ ବାହାର ଆଧାରଚମ୍ପିଆନ

🔥 Trending searches on Wiki ଓଡ଼ିଆ:

୧ମ ଓଡ଼ିଶା ବିଧାନ ସଭାଆଣ୍ଡାମାନ ସାଗରଲୋକ ସଭାଭାରତୀୟ ଡାକ ସେବାଛାନ୍ଦଭାରତୀୟ ଜନତା ପାର୍ଟିଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୟୂରଭଞ୍ଜ ଜିଲ୍ଲାକବାଟଅଲାରନାଥ ମନ୍ଦିରମନୋରଞ୍ଜନ ଦାସଦାଶରଥି ଦାସବିରଳା ମନ୍ଦିର, ହାଇଦ୍ରାବାଦଖାଦ୍ୟଜୟ ଜଗନ୍ନାଥଢେଙ୍କାନାଳକୃଷ୍ଣଚନ୍ଦ୍ର ପାଣିଗ୍ରାହୀନବଗୁଞ୍ଜରଅନନ୍ତ ବାସୁଦେବ ମନ୍ଦିରମାଲେସିଆwiki.phtmlକୁତାମ ଚଣ୍ଡୀ ମନ୍ଦିରକାଶୀ ବିଶ୍ୱନାଥ ମନ୍ଦିରଅମାବାସ୍ୟାର ଚନ୍ଦ୍ରମଙ୍ଗଳା ମନ୍ଦିରପରୀକ୍ଷାଅଭିରାମ ପରମହଂସ୩୦ ଅପ୍ରେଲନେଲସନ ମଣ୍ଡେଲାବୃହସ୍ପତି୧୯୦୫ମଧୁସୂଦନ ଦାସବଳଦେବଜୀଉ ମନ୍ଦିରଜମ୍ମୁ ତୱି ରେଳ ଷ୍ଟେସନଘରଗୋବିନ୍ଦ ତ୍ରିପାଠୀଚିନ୍ତାମଣି ବେହେରାଭାରତର ନଦୀ ସମୂହର ତାଲିକାବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଆଉରଙ୍ଗଜେବଓଡ଼ିଆ ଲିପିଗୋପବନ୍ଧୁ ଦାସନେପଚୁନଓଡ଼ିଆ ଖବରକାଗଜ ତାଲିକାପ୍ରଧାନ ପୃଷ୍ଠା୨୦ ଅଗଷ୍ଟବେଣୁଧର ରାଉତହରିପ୍ରସାଦ ଚୌରାଶିଆଇଣ୍ଡୋନେସିଆନବଯୌବନ ବେଶସତ୍ୟେନ୍ଦ୍ର ନାଥ ବୋଷଓପନ-ସୋର୍ସ ସଫ୍ଟୱେରଗୋଲୋକ ବିହାରୀ ଧଳପ୍ରଥମ ଭାସ୍କର୨୧ପ୍ରାଣୀଆଲୋକଅଣସରଭାରତର ସଂସଦପ୍ରଣବ ପ୍ରକାଶ ଦାସକୋଳିଶ୍ରୀଲଙ୍କାର ଭୂଗୋଳସତୀ (ହିନ୍ଦୁ ଦେବୀ)ନିର୍ମଳା (ଉପନ୍ୟାସ)ପ୍ରଥମ ବିଶ୍ୱଯୁଦ୍ଧଓଡ଼ିଆ ଭ୍ରମଣ ସାହିତ୍ୟଗ୍ରହ୧୭ ଫେବୃଆରୀଗୁରୁ ପ୍ରସାଦ ମହାନ୍ତିରମାକାନ୍ତ ରଥଚିକୁନ‌ଗୁନିଆସମ୍ବଲପୁର ଜିଲ୍ଲାବିଜୁ ଜନତା ଦଳକଳସା ଚଉତିଶା🡆 More