ଚନ୍ଦ୍ର ମୋହନ ସିଂହ: ଓଡ଼ିଆ ରାଜନୀତିଜ୍ଞ

ଚନ୍ଦ୍ର ମୋହନ ସିଂହ (୨୨ ମାର୍ଚ୍ଚ ୧୯୨୩ - ୧୩ ମଇ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଚନ୍ଦ୍ର ମୋହନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଚନ୍ଦ୍ର ମୋହନ ସିଂହ
ଚନ୍ଦ୍ର ମୋହନ ସିଂହ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀହରଦେବ ତିରିୟା
ପର ଅଧିକାରୀକାର୍ତ୍ତିକ ଚନ୍ଦ୍ର ମାଝି
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ସାଂସଦ: ୫ମ (ଉପ ନିର୍ବାଚନ), ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୯
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1923-03-22)୨୨ ମାର୍ଚ୍ଚ ୧୯୨୩
ମୃତ୍ୟୁ୧୩ ମଇ ୨୦୦୨(2002-05-13) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବନବାସିନୀ ସିଂହ
ବାପା/ବୋଉଏସ୍. ଆର୍. ସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଚନ୍ଦ୍ର ମୋହନ ସିଂହ ୧୯୨୩ ମସିହାର ମାର୍ଚ୍ଚ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଏସ୍. ଆର୍. ସିଂହ ଏବଂ ପତ୍ନୀଙ୍କ ନାମ ବନବାସିନୀ ସିଂହ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଅଟ୍ ।

ରାଜନୈତିକ ଜୀବନ

ଚନ୍ଦ୍ର ମୋହନ ସିଂହ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଚନ୍ଦ୍ର ମୋହନ ସିଂହ ୨୦୦୨ ମସିହାର ମଇ ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ଚନ୍ଦ୍ର ମୋହନ ସିଂହ ଜନ୍ମ, ପରିବାର ଓ ଶିକ୍ଷାଚନ୍ଦ୍ର ମୋହନ ସିଂହ ରାଜନୈତିକ ଜୀବନଚନ୍ଦ୍ର ମୋହନ ସିଂହ ମୃତ୍ୟୁଚନ୍ଦ୍ର ମୋହନ ସିଂହ ଆଧାରଚନ୍ଦ୍ର ମୋହନ ସିଂହଓଡ଼ିଆ ଲୋକରାଇରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

କଳିଙ୍ଗ, ଭାରତରାଜେନ୍ଦ୍ର ନାରାୟଣ ସିଂହଦେଓଗୋବିନ୍ଦ ତ୍ରିପାଠୀଦେବୀପ୍ରସନ୍ନ ପଟ୍ଟନାୟକଫାଇଜାବାଦ ରେଳ ଷ୍ଟେସନଅଚିହ୍ନା ବାସଭୂମିବଲାଙ୍ଗୀର ଜିଲ୍ଲାବଳରାମ ଦାସ୧୯୬୭ମିଥୁନ (ରାଶି)ବାଲେଶ୍ୱରଗଣନ ସଂଖ୍ୟା୨ ମାର୍ଚ୍ଚଗଣେଶ ପୂଜାଅଚ୍ୟୁତାନନ୍ଦ ଦାସଭାରତୀୟ ସମ୍ବିଧାନଅଶୋକ (ସମ୍ରାଟ)ଉମେଶଚନ୍ଦ୍ର ସରକାରଭୁଟାନବାୟୁ (ଦେବତା)ଭକ୍ତ ଚରଣ ଦାସରାଜନୀତି ବିଜ୍ଞାନକପିଳାସ ଶିବ ମନ୍ଦିରଭୁବନେଶ୍ୱରସୋଫୋସବୁଭିର/ଭେଲପାଟାସଭିରମୋଗଲ ସାମ୍ରାଜ୍ୟଅଭିମନ୍ୟୁ ସାମନ୍ତସିଂହାରକୋଶଳ କ୍ରାନ୍ତି ଦଳସ୍କନ୍ଦ ପୁରାଣଅନୁରାଧା ବିଶ୍ୱାଳରଜ ପର୍ବଦୁର୍ଗା ପୂଜାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକାଳୀବୋହୂଗଙ୍ଗାଧର ରଥହରିହର ବାହିନୀପତିଦ୍ଵାରକାଧୀଶ ମନ୍ଦିରସନ୍ଧିପଦଗୋପବନ୍ଧୁ ଦାସଉତ୍କଳ ଦିବସନୂଆପଡ଼ା ଜିଲ୍ଲାଆରବ ସାଗରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗୋଦାବରୀଶ ମହାପାତ୍ରସମୟ (କାଳ)ଭାରତବ୍ୟଞ୍ଜନ ବର୍ଣ୍ଣରମାକାନ୍ତ ରଥରଥଯାତ୍ରାଯୁଗଳ କିଶୋର ଦତ୍ତଖ୍ରୀଷ୍ଟ ଧର୍ମବୌଦ୍ଧ ଧର୍ମଦେବାଶିଷ ପାଣିଗ୍ରାହୀଫୁଲପ୍ୟାରିସ୧୯୭୭ମହୁମାଛିବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରଶ୍ରୀନିବାସ ଉଦ୍‌ଗାତାଭଗବତୀ ଦେଉଳସଲମାନ ଖାଁସୁଶାସନ ଦିବସରତ୍ନାକର ଚଇନିସିପାହୀ ବିଦ୍ରୋହଫୋଟନ୍‌କୁପୋଷଣ🡆 More