ବିଧାନ ସଭା ନିର୍ବାଚନ ମଣ୍ଡଳୀ ରାଇରଙ୍ଗପୁର

ରାଇରଙ୍ଗପୁର (କ୍ରମିକ ସଂଖ୍ୟା: ୨୮) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଇରଙ୍ଗପୁର (ବି), ରାଇରଙ୍ଗପୁର ବ୍ଳକ, ବହଳଦା ବ୍ଳକ, ତିରିଙ୍ଗ ବ୍ଳକ ଓ ଜାମଡ଼ା ବ୍ଳକ ।

ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୦,୨୨୯
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:
ବିଧାନ ସଭା ନିର୍ବାଚନ ମଣ୍ଡଳୀ ରାଇରଙ୍ଗପୁର
ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶଇବ ସୁଶୀଳ କୁମାର ହାଁସଦା ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଦ୍ରୋପଦୀ ମୁର୍ମୁଙ୍କଠାରୁ ୧୫୫୫୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

୨୦୦୯ ନିର୍ବାଚନ ଫଳାଫଳ

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡିଙ୍କଠାରୁ ୪,୬୦୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ବିଧାନ ସଭା ନିର୍ବାଚନ, ରାଇରଙ୍ଗପୁର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଶ୍ୟାମ ଚରଣ ହାଁସଦା ୨୪,୭୯୨ ୨୧.୫୩ -
ଝାମୁମୋ ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡି ୨୦,୧୯୦ ୧୭.୫୩ -
ଭାଜପା ଯଦୁରାମ ମୁର୍ମୁ ୧୭,୮୯୮ ୧୫.୫୪ -
ରାକପା କାଶୀନାଥ ହେମ୍ବ୍ରମ ୧୪,୮୨୮ ୧୨.୮୮ -
ସ୍ୱାଧୀନ ଖେଳାରାମ ମାହାଲି ୧୨,୫୦୪ ୧୦.୮୬ -
ଝାଡ଼ଖଣ୍ଡ ଦିଶମ ପାର୍ଟି ସୋନାରାମ ସୋରେନ ୮,୦୨୧ ୬.୯୭ -
ସ୍ୱାଧୀନ ଲୋପାମୁଦ୍ରା ହାଁସଦା ୬,୬୭୦ ୫.୭୯ -
ସପା ମଙ୍ଗଳ ସିଂହ ଟୁଡୁ ୨,୬୯୬ ୨.୩୪ -
ଜନତା ଦଳ (ସଂ) ଦୁର୍ଗା ହେମ୍ବ୍ରମ ୨,୩୫୧ ୨.୦୪ -
ସ୍ୱାଧୀନ ଚନ୍ଦ୍ର ମୋହନ ସୋରେନ ୧,୫୯୫ ୧.୩୯ -
ସ୍ୱାଧୀନ ପୀତାମ୍ବର ମାରାଣ୍ଡି ୧,୫୧୭ ୧.୩୨ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ସୋମାୟା ମୁର୍ମୁ ୧,୨୯୨ ୧.୧୨ -
ସ୍ୱାଧୀନ ଦୁଷ୍ମନ୍ତ କୁମାର ମାଝି ୮୦୭ ୦.୭୦ -
ଭୋଟ ବ୍ୟବଧାନ ୪,୬୦୨ ୪.୦* -
ମତଦାନ ହାର ୧,୧୫,୨୮୮ ୬୨.୮୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାମୟୂରଭଞ୍ଜ ଜିଲ୍ଲାରାଇରଙ୍ଗପୁର

🔥 Trending searches on Wiki ଓଡ଼ିଆ:

ବାମାଚରଣ ମିତ୍ରଚବିଶ ଗୁରୁରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବିରଳା ମନ୍ଦିର, କୋଲକାତାକାଳିନ୍ଦୀ ଚରଣ ପାଣିଗ୍ରାହୀବିର୍ସା ମୁଣ୍ଡାକଟକ ଜିଲ୍ଲାଅମାବାସ୍ୟାର ଚନ୍ଦ୍ରପୂର୍ଣ୍ଣଚ୍ଛେଦବିଷମ କଟକଦେବୁ ବୋଷ୭ (ସଂଖ୍ୟା)ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଉତ୍କଳ ବ୍ରାହ୍ମଣଜହ୍ନହେମନ୍ତ କୁମାର ଦାସସାଲଭାଡୋର ଡାଲିବିଶ୍ୱତାପନଉଦ୍ଭିଦ ବିଜ୍ଞାନସ୍ୱର ବର୍ଣ୍ଣଗୋବିନ୍ଦ ତ୍ରିପାଠୀଛାନ୍ଦଲିଙ୍ଗରାଜ ମନ୍ଦିରଅଣସରକାଳୀଚରଣ ପଟ୍ଟନାୟକରାମଚନ୍ଦ୍ର ମିଶ୍ରକୁଞ୍ଜବିହାରୀ ଦାଶଜନ୍ମ ନିରୋଧକୋଣାର୍କବିନ୍ଦୁପ୍ରାଣକୃଷ୍ଣ ପରିଜାବଣ୍ଡ (ଅର୍ଥ)୪ (ସଂଖ୍ୟା)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଓଡ଼ିଆ ଉଇକିପିଡ଼ିଆଗିରିଧର ଗମାଙ୍ଗଜୟଦେବଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜନୀତି ବିଜ୍ଞାନନିର୍ମଳା (ଉପନ୍ୟାସ)ଶ୍ରାଦ୍ଧପାରମିତା ଶତପଥୀମାଣବସା ଗୁରୁବାରପକୋଡ଼ାପ୍ରେମଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ରାମାୟଣକୃଷ୍ଣପ୍ରସାଦ ମିଶ୍ରମହାପ୍ରସାଦଗୋଲୋକ ବିହାରୀ ଧଳଜଣ୍ଡିସ୍ସ୍ତନପ୍ରତୀକ୍ଷାଭୁବନେଶ୍ୱରଦଣ୍ଡ ନାଟମଇ ଦିବସଚିଲିକା (ବହୁବିକଳ୍ପ)ଓଡ଼ିଆ ନାଟକତିଳ ଚତୁର୍ଥୀଶାନ୍ତନୁ କୁମାର ଆଚାର୍ଯ୍ୟଗୌରହରି ଦାସପ୍ରଯୁକ୍ତି ବିଦ୍ୟାଓଡ଼ିଶାର ଭୂଗୋଳମୁମ୍ବାଇଚାଟ୍ ଜିପିଟିଉଇକିଅଭିଧାନଭାନୁଜୀ ରାଓଗୋଦାବରୀଶ ମହାପାତ୍ରସମୟ (କାଳ)ଜଗନ୍ନାଥ ଦାସଶିଶୁ ଅନନ୍ତ ଦାସ🡆 More