ଶ୍ୟାମ ଚରଣ ହାଁସଦା: ଓଡ଼ିଆ ରାଜନୀତିଜ୍ଞ

ଶ୍ୟାମ ଚରଣ ହାଁସଦା (ଜନ୍ମ: ୩ ଜୁଲାଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ଲକ୍ଷ୍ମଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

ଶ୍ୟାମ ଚରଣ ହାଁସଦା
ଶ୍ୟାମ ଚରଣ ହାଁସଦା: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଚୈତନ୍ୟ ପ୍ରସାଦ ମାଝି
ପର ଅଧିକାରୀଦ୍ରୌପଦୀ ମୁର୍ମୁ
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-07-03) ୩ ଜୁଲାଇ ୧୯୬୫ (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଯଶୋଦାମଣି ହାଁସଦା
ବାପା/ବୋଉଗୋପିନାଥ ହାଁସଦା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଶ୍ୟାମ ଚରଣ ହାଁସଦା ୧୯୬୫ ମସିହାର ଜୁଲାଇ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପିନାଥ ହାଁସଦା ଏବଂ ପତ୍ନୀଙ୍କ ନାମ ଯଶୋଦାମଣି ହାଁସଦା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।

ରାଜନୈତିକ ଜୀବନ

ଶ୍ୟାମ ଚରଣ ହାଁସଦା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକରାଇରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଓଡ଼ିଶୀଶ୍ରଦ୍ଧାକର ସୂପକାର୧ (ସଂଖ୍ୟା)ଅଚ୍ୟୁତାନନ୍ଦ ଦାସବଉଳରବୀନ୍ଦ୍ରନାଥ ଠାକୁରଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରବଣା (ନକ୍ଷତ୍ର)ଜାହାଙ୍ଗୀରଫକୀର ମୋହନ ସେନାପତିଅସହଯୋଗ ଆନ୍ଦୋଳନଉଇକିପିଡ଼ିଆ ସମୂହର ତାଲିକାଯୁକ୍ତରାଷ୍ଟ୍ର ଆମେରିକାମାଟିର ମଣିଷପ୍ରାଣକୃଷ୍ଣ ପରିଜାଆଖୁବିନ୍ଦୁବ୍ୟାସଦେବଅଚ୍ୟୁତ ଗୋକୁଳ ନାୟକମହାଦେଶମନମୋହନ ସାମଲଭାରତୀୟ ମହାକାଶ ଗବେଷଣା ସଂସ୍ଥାଆଶୁତୋଷ ପରିଡ଼ାବାମାଚରଣ ମିତ୍ରଲଘିଷ୍ଠ ସାଧାରଣ ଗୁଣିତକଲସିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦାଶରଥି ଦାସଶାରଳା ପୁରସ୍କାରପ୍ରତାପରୁଦ୍ର ଦେବଚିଲିକା (କବିତା)ଧରିତ୍ରୀକୁତାମ ଚଣ୍ଡୀ ମନ୍ଦିରଶ୍ରାଦ୍ଧତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଦଗ୍ଧସୂର୍ଯ୍ୟବଂଶୀ ସୂରଜଦୀପକ ମିଶ୍ରସଚ୍ଚିଦାନନ୍ଦ ରାଉତରାୟକାଶୀ ବିଶ୍ୱନାଥ ମନ୍ଦିରନମିତା ଅଗ୍ରୱାଲସାରଥୀ ବାବାପଲଉପରୀକ୍ଷାଜୀବସାର ଗରାଜ ଯୋଗରବର୍ଟ ହିଲ୍ଗଡ଼ଜାତ କୃଷକନଅତୁଣ୍ଡୀଅଧର ପଟ୍ଟନାୟକବଳଦେବଜୀଉ ମନ୍ଦିରକୁଞ୍ଜବିହାରୀ ଦାଶଖଡ଼ଗପୁରରାସନ କାର୍ଡ଼ (ଭାରତ)ଅଣସରଲିଙ୍ଗରାଜ ମନ୍ଦିରଓଡ଼ିଆ କଥାଚିତ୍ର ଜଗତନେଲସନ ମଣ୍ଡେଲାଓପନ-ସୋର୍ସ ସଫ୍ଟୱେରରାମାୟଣଏଣ୍ଡୋମେଟ୍ରିଓସିସଅନନ୍ତ ବାସୁଦେବ ମନ୍ଦିରରକ୍ତଆଉରଙ୍ଗଜେବଗଣ୍ଡାଗୋପାଳ କୃଷ୍ଣ ରଥଯାଜପୁର ଜିଲ୍ଲାରେବତୀ (କ୍ଷୁଦ୍ରଗଳ୍ପ)କୃଷ୍ଣପ୍ରସାଦ ମିଶ୍ରଗୁରୁପ୍ରସାଦ ମହାନ୍ତିଫେବୃଆରୀ ୨୮ଜଗନ୍ନାଥ ମନ୍ଦିର୧୦୫୪ନାରାୟଣ ସାହୁ🡆 More