ଲକ୍ଷ୍ମଣ ମାଝି: ଓଡ଼ିଆ ରାଜନୀତିଜ୍ଞ

ଲକ୍ଷ୍ମଣ ମାଝି (ଜନ୍ମ: ୧୨ ମଇ ୧୯୪୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ଲକ୍ଷ୍ମଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

ଲକ୍ଷ୍ମଣ ମାଝି
ଲକ୍ଷ୍ମଣ ମାଝି: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀଚୈତନ୍ୟ ପ୍ରସାଦ ମାଝି
ପର ଅଧିକାରୀଦ୍ରୌପଦୀ ମୁର୍ମୁ
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-05-12) ୧୨ ମଇ ୧୯୪୬ (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀନୀଳିମା ମୁର୍ମୁ
ବାପା/ବୋଉପ୍ରଧାନ ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଲକ୍ଷ୍ମଣ ମାଝି ୧୯୪୬ ମସିହାର ମଇ ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଧାନ ମାଝି ଏବଂ ପତ୍ନୀଙ୍କ ନାମ ନୀଳିମା ମୁର୍ମୁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।

ରାଜନୈତିକ ଜୀବନ

ଲକ୍ଷ୍ମଣ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକରାଇରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ମାଲକାନଗିରି ଜିଲ୍ଲାଦଣ୍ଡ ନାଟନେମାଳଭଗବତ ଗୀତାଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦବିରାଟ କୋହଲୀଢଗ ଢମାଳିପ୍ରସନ୍ନ କୁମାର ପଣ୍ଡାଶ୍ରୀନିବାସ ରାମାନୁଜନଉଇକିଅଭିଧାନଗୀତଗୋବିନ୍ଦଶାସ୍ତିଯକୃତନାରାୟଣ ସାହୁସରସ୍ୱତୀ ସମ୍ମାନଭାରତୀୟ ମହାକାଶ ଗବେଷଣା ସଂସ୍ଥାଉଇକିପିଡ଼ିଆଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଗୁରୁ ପ୍ରସାଦ ମହାନ୍ତିତୁଳସୀ ଗଛଲଘିଷ୍ଠ ସାଧାରଣ ଗୁଣିତକମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାକଟକ ଜିଲ୍ଲାଖାଦ୍ୟକଳସା ଚଉତିଶାଚରକରମାକାନ୍ତ ରଥବିଦ୍ୟୁତପ୍ରଭା ଦେବୀସୁଭାଷ ଚନ୍ଦ୍ର ବୋଷଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶୀ ସଙ୍ଗୀତକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓମ'ଙ୍କ ନିୟମରାୟଗଡ଼ା ଜିଲ୍ଲାବିଜୁ ଜନତା ଦଳଅମାବାସ୍ୟାର ଚନ୍ଦ୍ରକୁନ୍ତଳା କୁମାରୀ ସାବତଫେବୃଆରୀ ୨୮ଜର୍ମାନୀଧାତୁଆଣ୍ଡାମାନ ସାଗରଭୁବନେଶ୍ୱର ବେହେରାସରୋଜିନୀ ନାଇଡୁଓଡ଼ିଶାକୋଷ୍ଠକାଠିନ୍ୟହମିଦା ବାନୁ ବେଗମପ୍ଲୁଟୋଲାଟିନ ଭାଷାପୋଟଳ ରସାନନ୍ଦିଘୋଷପ୍ରତାପରୁଦ୍ର ଦେବମୟୂରଭଞ୍ଜ ଜିଲ୍ଲା୧୯୬୧ଗର୍ଭାଶୟ ଅନ୍ତଃସ୍ତର କର୍କଟବିଜ୍ଞାନରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେପ୍ରାଣବନ୍ଧୁ କରଭାରତ ସରକାରବିଜୟ ଶଙ୍କର ଦାସଜାପାନ ସାଗରଚାଟ୍ ଜିପିଟିରାଜାରାଣୀ ମନ୍ଦିରବି. ଆର. ଆମ୍ବେଦକରତିଳ ଚତୁର୍ଥୀସୁନାଅଂଶୁଘାତସୂଚନା ପ୍ରଯୁକ୍ତିବିଦ୍ୟାଶ୍ରୀଜଗନ୍ନାଥ ଦାସବିଷମ କଟକଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଫେବୃଆରୀ ୨୯ଗୋପବନ୍ଧୁ ଦାସ🡆 More