ଗଉଣି

ଗୌଣି ବା ଗଉଣି ଶସ୍ୟାଦିର ପରିମାଣ ମାପିବା ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ବେତ ବା ପିତଳରେ ତିଆରି କରାଯାଇଥାଏ ।

ପ୍ରକାର ଭେଦ

ଅଞ୍ଚଳ ଭେଦରେ ଗଉଣିର ପରିମାଣ ଅଲଗା ଅଲଗା ହୋଇଥାଏ । ଯଥା:

  • କଟକ: ୨-୮ ସେର; ଏଥିରେ ସାଙ୍କେତିକ ଚିହ୍ନ ଗୌ; ସାତ ଗଉଣି ଲେଖିବାକୁ ହେଲେ ଗୌ ୭ ଲେଖାଯାଏ ।
    ୨୦ ଗଉଣି = ୧ ପଉଟି
    ୪୦ ଗଉଣି = ୧ ଡୋଲି
    ୮୦ ଗଉଣି = ୧ ଭରଣ

ଗଉଣିର ୧୨ ଭାଗ ପରିମିତ ପାତ୍ରକୁ ସେର ବା କଥା ବା ପାହିଲି ବୋଲାଯାଏ ।

  • ଗଞ୍ଜାମ: ୧ଗଉଣି= ୪ଅଡା
    ୧ଅଡା = ୨ବୋଡା
    ୧ବୋଡା = ୨ ସୋଲା
    ୧ସୋଲା = ୨ଅଧା
    ୧ଅଧା = ୨ପାଇକା
    ୧ପାଇକା = ୨ଗିଧା

ଆଞ୍ଚଳିକ ବ୍ୟବହାର

ଗଞ୍ଜାମ ଅଞ୍ଚଳରେ ଭୂମିର ପରିମାଣ ବିଶେଷରେ ଏହା ବ୍ୟବହାର କରାଯାଇଥାଏ ।

  • ୧ଏକର = ୫ଭରଣ
  • ୧ଶଗଡ଼ = ୩ଭରଣ
  • ୧ଭରଣ = ୨୦ନଉତି
  • ୧ନଉତି= ୪ଗଉଣି

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବିଷମ କଟକଛାରପୋକଓଡ଼ିଆ ଭାଷାଉଦ୍ଭିଦ ବିଜ୍ଞାନମାୟାଧର ମାନସିଂହ୫ ନଭେମ୍ବରଯଶୋବନ୍ତ ଦାସସିନ୍ଧୁ ନଦୀବଣଭୋଜି ବେଶଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗହେମୋଫିଲିଆମହାପାତ୍ର ନୀଳମଣି ସାହୁନାରାୟଣ ସାହୁବଳରାମ ଦାସବୈଜୟନ୍ତ ପଣ୍ଡାଓଡ଼ିଆ ଭାଗବତଭାନୁଜୀ ରାଓବୀଣାପାଣି ମହାନ୍ତିଉପନିଷଦୟୁ ଟ୍ୟୁବବିଜୁ ଜନତା ଦଳଚନ୍ଦ୍ରଶେଖର ରଥମୌଳିକ ସଂଖ୍ୟାଟାହିଆଲାଗି ବେଶକୁଞ୍ଜବିହାରୀ ଦାଶନେପଚୁନଦଶାବତାରଜୟ ଜଗନ୍ନାଥରାମଚନ୍ଦ୍ର ବେହେରାପାରାଦୀପ ବନ୍ଦରମହେନ୍ଦ୍ର ସିଂହ ଧୋନିକଣ୍ଡୋମନୀଳକଣ୍ଠ ଦାସପୂରଣବାଚକ ସଂଖ୍ୟାତୁଳସୀ ଗଛନିତ୍ୟାନନ୍ଦ ଶତପଥୀଇଣ୍ଟରନେଟଲଣ୍ଡନବୈଷ୍ଣବ ଚରଣ ସାମଲବେଣୁଧର ରାଉତନାରୀବାଦଜ୍ୟୋତିର୍ଲିଙ୍ଗନେତୃତ୍ୱମହୁବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିପିଡ଼ିଆଫତୁରାନନ୍ଦଭୃସଙ୍ଗ ଗଛଭୁବନେଶ୍ୱରହାଡ଼ଫୁଟିସତ୍ୟନାରାୟଣ ରାଜଗୁରୁଶେୟାର ବଜାରଜନ ଗଣ ମନମାଛବିଜ୍ଞାନବିସ୍ଥାପିତ କାନ୍ଧ ଗଣ୍ଠିସାମାଜିକ ଆନ୍ଦୋଳନପ୍ରଣବ ପ୍ରକାଶ ଦାସତାଳଧ୍ୱଜପାଇକ ବିଦ୍ରୋହପାପୁଆ ନିଉ ଗିନିଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ନବଯୌବନ ବେଶହେପାଟାଇଟିସ ବିଗୌରୀଶଙ୍କର ରାୟଅର୍ଚ୍ଚିତା ସାହୁଅଂଶୁଘାତଚରକଉପେନ୍ଦ୍ର ଭଞ୍ଜଶାସ୍ତିଅନନ୍ତ ପଟ୍ଟନାୟକ🡆 More