କ୍ଷମା ମେତ୍ରେ

ଡଃ କ୍ଷମା ମେତ୍ରେ, ଲୋକପ୍ରିୟ ଭାବେ ଡାକ୍ତର ଦିଦି ଭାବେ ଜଣାଶୁଣା, ଜଣେ ଭାରତୀୟ ଗ୍ରାମାଞ୍ଚଳ ଉନ୍ନତି ନେତ୍ରୀ ଓ ଶିଶୁରୋଗ ବିଶେଷଜ୍ଞ, ଯେ ୧୯୮୫ରୁ ଚିନ୍ମୟ ଅର୍ଗାନାଇଜେସନ୍ ଫର୍ ରୁରାଲ୍ ଡେଭେଲପ୍‌ମେଣ୍ଟ୍‌କୁ ନେତୃତ୍ୱ କରିଆସୁଛନ୍ତି ଓ ସେ ଏହି ଅନୁଷ୍ଠାନର ଜାତୀୟ ନିର୍ଦ୍ଦେଶକଭାବେ କାମ କରନ୍ତି ।.

ଏହି ଅନୁଷ୍ଠାନ ଭାରତର ଗ୍ରାମାଞ୍ଚଳରେ କାମ କରେ । ସେ ମଧ୍ୟ ଏହି ଅନୁଷ୍ଠାନର ଯୁକ୍ତରାଷ୍ଟ୍ର ଆମେରିକା ଶାଖାରେ କାମ କରନ୍ତି । ସେ ୨୦୧୨ରେ ଗାର୍ଡିଆନ୍ ଆନ୍ତର୍ଜାତୀୟ ଉନ୍ନତି ସଫଳତା ସମ୍ମାନ ପାଇଥିଲେ । ସେ ମଧ୍ୟ ୧୯୯୩ରେ ଦି ୱିକ୍ ବର୍ଷର ମହିଳା ଭାବେ ସମ୍ମାନିତ ହୋଇଥିଲେ । ଭାରତ ସରକାର ୨୦୦୮ରେ ତାଙ୍କୁ ଚତୁର୍ଥ ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।

ଡଃ କ୍ଷମା ମେତ୍ରେ
ଜନ୍ମ(1950-06-25)୨୫ ଜୁନ ୧୯୫୦
ବୃତ୍ତି(ସମୂହ)ଗ୍ରାମାଞ୍ଚଳ ଉନ୍ନତି ନେତ୍ରୀ, ଓ
ଶିଶୁରୋଗ ବିଶେଷଜ୍ଞ
ପ୍ରସିଦ୍ଧିଚିନ୍ମୟ ଅର୍ଗାନାଇଜେସନ୍ ଫର୍ ରୁରାଲ୍ ଡେଭେଲୋପ୍‌ମେଣ୍ଟ୍ (CORD)
ପିତାମାତା(s)ୱମନ୍ ବାପୁଜୀ ମେତ୍ରେ
ଶାନ୍ତାବାଈ ମେତ୍ରେ
ପୁରସ୍କାରପଦ୍ମଶ୍ରୀ
ଗାର୍ଡିଆନ୍ ଆନ୍ତର୍ଜାତୀୟ ଉନ୍ନତି ସଫଳତା ସମ୍ମାନ
ନୀନା ସିବାଲ୍ ସମ୍ମାନ
ସଦ୍‌ଗୁରୁ ଗୁଣାନନ୍ଦ ସମ୍ମାନ
ଜାତୀୟ ମହିଳା କମିଶନ୍ ସମ୍ମାନ
ଦି ୱିକ୍ ବର୍ଷର ମହିଳା
ଓଜସ୍ୱିନୀ ଶିଖର ସେବା ଅଳଙ୍କରଣ ସମ୍ମାନ


ଆଧାର

ବାହ୍ୟ ଆଧାର

ଏହା ମଧ୍ୟ ପଢ଼ନ୍ତୁ

Tags:

ପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

ଗର୍ଭାଶୟ କର୍କଟବାରବାଟି ଦୁର୍ଗଆନ୍ତର୍ଜାତିକ ମହିଳା ଦିବସ୧୮ ଅକ୍ଟୋବରବାଘଭକ୍ତ ଚରଣ ଦାସ (ରାଜନେତା)ରାଜା ରାମମୋହନ ରାୟମାଛ୨୮ ଫେବୃଆରୀରାଉରକେଲାମେସିନ ଲର୍ଣ୍ଣିଙ୍ଗ୍ଗିରିଜା କୁମାର ବଳୀୟାରସିଂହଜଗନ୍ନାଥ ଦାସଖିଲିପାନଭୀମ ପୃଷ୍ଟିଫେବୃଆରୀ ୨୮ସବ୍ୟସାଚୀ ମିଶ୍ରରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବିଶ୍ୱନାଥ କରଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୟୂରଭଞ୍ଜ ଜିଲ୍ଲାଭାରତ ସରକାରପଲଉଟୋକିଓଆରିଷ୍ଟୋଟଲଇଣ୍ଡିଆନ ପ୍ରିମିଅର ଲିଗକୋଷ୍ଠକାଠିନ୍ୟଓମ'ଙ୍କ ନିୟମକଟକ ଜିଲ୍ଲାଗଙ୍ଗାଧର ମେହେରଗଣନ ସଂଖ୍ୟାହାଡ଼ଫୁଟିଆମ୍ବବରଗଛଉତ୍କଳ ସମ୍ମିଳନୀଟ୍ରାପିଜିଅମପ୍ରଣବ ପ୍ରକାଶ ଦାସସମ୍ବଲପୁର୭୦୧ଲିଙ୍ଗରାଜ ମନ୍ଦିରରଥଯାତ୍ରାଜଗନମୋହ‌ନ ଲାଲଶବ୍ଦ (ପଦ)ଶ୍ରବଣା (ନକ୍ଷତ୍ର)ଲକ୍ଷ୍ମୀ ପୁରାଣମାସମହମ୍ମଦ ମୋକିମ୍ଭୀମ ଭୋଇଦଗ୍ଧତାରିଣୀ ମନ୍ଦିର, ଘଟଗାଁଟୁକୁନି ସାହୁଜଗନ୍ନାଥଙ୍କ ଧୂପଚନ୍ଦ୍ରଶେଖର ନନ୍ଦହୃଷୀକେଶ ପଣ୍ଡାଶାନ୍ତନୁ କୁମାର ଆଚାର୍ଯ୍ୟଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ କାବ୍ୟ କବିତାସୁରେନ୍ଦ୍ର ମହାନ୍ତିନେଲସନ ମଣ୍ଡେଲାବୁଧଓଡ଼ିଶାର ଲୋକନୃତ୍ୟସୁଭାଷ ଚନ୍ଦ୍ର ବୋଷଅଂଶୁପା ହ୍ରଦବ୍ୟାଙ୍କଅଚ୍ୟୁତ ନାୟକରସଗୋଲା୨୦୦୬ବେଲଉଦୟନାଥ ଷଡ଼ଙ୍ଗୀଭାରତୀୟ ଜାତୀୟ କଂଗ୍ରେସକାଳିନ୍ଦୀ ଚରଣ ପାଣିଗ୍ରାହୀସୁଇଜରଲ୍ୟାଣ୍ଡଆଣ୍ଡାମାନ ସାଗରଗୋପାଳ ଛୋଟରାୟଓଡ଼ିଆ ଭାଷାପ୍ରେମଖାଦ୍ୟ🡆 More