ପଦ୍ମଶ୍ରୀ: ଭାରତର ବେସାମରିକ ସମ୍ମାନ

ପଦ୍ମଶ୍ରୀ, ଭାରତ ସରକାରଙ୍କଦ୍ୱାରା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଥିବା ଏକ ବେସାମରିକ ସମ୍ମାନ । ଭାରତ ରତ୍ନ, ପଦ୍ମ ବିଭୂଷଣ ଏବଂ ପଦ୍ମ ଭୂଷଣ ପରେ ପଦ୍ମଶ୍ରୀ ଭାରତର ଚତୁର୍ଥ ସର୍ବୋଚ୍ଚ ସମ୍ମାନ । ଏହା ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଦାନ କରାହୋଇଥାଏ।

ପଦ୍ମଶ୍ରୀ
[[File:ପଦ୍ମଶ୍ରୀ: ଭାରତର ବେସାମରିକ ସମ୍ମାନ|150px|alt=]]
ପ୍ରଥମ ପୁରସ୍କାର୧୯୫୪
ଶେଷ ପୁରସ୍କାର୨୦୨୩
ମୁଖ୍ୟ ୱେବସାଇଟwww.padmaawards.gov.in
ପ୍ରକାରନାଗରିକ
ଶ୍ରେଷ୍ଠତା
ପରବର୍ତ୍ତୀ (ଉଚ୍ଚତର)Padma Bhushan riband ପଦ୍ମ ଭୂଷଣ

ଇତିହାସ

୧୯୫୪ ମସିହାରେ ପଦ୍ମ ସମ୍ମାନର ସ୍ଥାପନ ହୋଇଥଲା। କଳା, ଶିକ୍ଷା, ବିଜ୍ଞାନ, ଖେଳ, ସାମାଜିକ କାର୍ଯ୍ୟ, ଜନ ସେବା, ଔଷଧ, ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥାଏ। ଏହା କେବଳ ଭାରତୀୟ ନାଗରୀକମାନଙ୍କ ପାଇଁ ସୀମିତ ନୁହେଁ, ଅନେକ ବିଦେଶୀ ବ୍ୟକ୍ତିମାନେ ମଧ୍ୟ ଭାରତର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

୨୦୧୭ ମସିହା ସୁଦ୍ଧା ସମୁଦାୟ ୨୮୪୦ଟି ପଦ୍ମଶ୍ରୀ ପ୍ରଦାନ କରାଯାଇସାରିଛି।

ଆଧାର

Tags:

ପଦ୍ମ ବିଭୂଷଣପଦ୍ମ ଭୂଷଣଭାରତ ରତ୍ନଭାରତ ସରକାରସାଧାରଣତନ୍ତ୍ର ଦିବସ

🔥 Trending searches on Wiki ଓଡ଼ିଆ:

ଦଳିତ୬୧୬ଚିଲିକା ହ୍ରଦତ୍ରିଭୁଜଅନ୍ନପୂର୍ଣ୍ଣା ମହାରଣାବଡ଼ଦିନଶିବଜାନକୀ ବଲ୍ଲଭ ପଟ୍ଟନାୟକମହାଭାରତଧଉଳିହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଗୌରୀଶଙ୍କର ରାୟନରେନ୍ଦ୍ର ମୋଦୀଜିନା ସାମଲମହାନଦୀବନ୍ଦେ ଉତ୍କଳ ଜନନୀରାମାୟଣରାମକୃଷ୍ଣ ନନ୍ଦମ୍ୟାଲେରିଆ୨୯ ଅପ୍ରେଲକୋରାପୁଟସଦାଶିବ ତ୍ରିପାଠୀଜଗଦୀଶ ମହାନ୍ତିପୁରୀବିଜୟ ପ୍ରସାଦ ମହାପାତ୍ରରାମଚନ୍ଦ୍ର ମିଶ୍ରଓଡ଼ିଆ ନବବର୍ଷପ୍ରସନ୍ନ କୁମାର ମିଶ୍ରସୁଗ୍ରୀବପଦାର୍ଥସୁରେନ୍ଦ୍ର ମହାନ୍ତିହଳଧର ନାଗଚନ୍ଦ୍ରଶେଖର ନନ୍ଦଜଗନ୍ନାଥ ଦାସବଡ଼ଓଷାବିଜୟ ମିଶ୍ରଗ୍ରହ୧୯ ମାର୍ଚ୍ଚଶ୍ରୀତମ ଦାସପୁରୀ ଜିଲ୍ଲାଚାଣକ୍ୟ୧୭ ଅପ୍ରେଲଓଡ଼ିଶାତମନ୍ନା ବ୍ୟାସପଠାଣି ସାମନ୍ତହରେକୃଷ୍ଣ ମହତାବପ୍ରାଣକୃଷ୍ଣ ପରିଜାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକାଳୀଚରଣ ପଟ୍ଟନାୟକପାରାଦ୍ୱୀପଓଡ଼ିଶାର ଇତିହାସଯକୃତଶିବାଜୀବିଶ୍ୱଜିତ ଦାସରଙ୍ଗବତୀହୃଷୀକେଶ ପଣ୍ଡାବାଲେଶ୍ୱର ଜିଲ୍ଲାରେବତୀ (କ୍ଷୁଦ୍ରଗଳ୍ପ)ରମାକାନ୍ତ ରଥଶିଖରଚଣ୍ଡୀଆଣ୍ଟିସାଇକୋଟିକଜହ୍ନିଓଷାଚୈତନ୍ୟପ୍ରଧାନ ପୃଷ୍ଠାସମ୍ବଲପୁର ଜିଲ୍ଲା🡆 More