କ୍ଲୋରୋକ୍ୱିନ

କ୍ଲୋରୋକ୍ୱିନ ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ ଯେଉଁଠାରେ ଏହି ଔଷଧର ପ୍ରଭାବ ଥାଏ । କେତେକ ଧରଣର ମ୍ୟାଲେରିଆ, ପ୍ରତିରୋଧକାରୀ ଜାତି ଓ ଜଟିଳ କେଶ୍ ଥଲେ ଅନ୍ୟ ଔଷଧ ବା ଅଧିକ ଔଷଧ ଆବଶ୍ୟକ ହୁଏ । ମ୍ୟାଲେରିଆ ବ୍ୟତୀତ ରିଉମାଟଏଡ ଆର୍ଥ୍ରାଇଟିସ, ଲୁପସ ଏରିଦମାଟୋସିସ ଓ ଅନ୍ତନଳୀ ବାହାରେ ହେଉଥିବା ଆମିବା ବ୍ୟାଧି (amebiasis) ରୋଗମାନଙ୍କରେ ମଧ୍ୟ ଏହି ଔଷଧ ଦିଆଯାଏ । ଏହାକୁ ପାଟିରେ ଦିଆଯାଏ ।

କ୍ଲୋରୋକ୍ୱିନ
କ୍ଲୋରୋକ୍ୱିନ
Clinical data
Pronunciation/ˈklɔːrəkwɪn/
Trade namesAralen
AHFS/Drugs.commonograph
data
ATC code
Legal status
Legal status
  • US: ℞-only
Pharmacokinetic data
MetabolismLiver
Elimination half-life1–2 months
Identifiers
IUPAC name
  • (RS)-N'-(7-chloroquinolin-4-yl)-N,N-diethyl-pentane-1,4-diamine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.000.175 Edit this at Wikidata
Chemical and physical data
FormulaC18H26ClN3
Molar mass319.872 g/mol
3D model (JSmol)
SMILES
  • Clc1cc2nccc(c2cc1)NC(C)CCCN(CC)CC
InChI
  • InChI=1S/C18H26ClN3/c1-4-22(5-2)12-6-7-14(3)21-17-10-11-20-18-13-15(19)8-9-16(17)18/h8-11,13-14H,4-7,12H2,1-3H3,(H,20,21) checkY
  • Key:WHTVZRBIWZFKQO-UHFFFAOYSA-N checkY
  (verify)

ମାଂସପେଶୀ ସମସ୍ୟା, ଅରୁଚି, ତରଳ ଝାଡ଼ା ଓ ଚର୍ମ ପିତ୍ତିକା ବା ରାସ୍ ଇତ୍ୟାଦି ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଦୃଷ୍ଟି ସମସ୍ୟା, ମାଂସପେଶୀ କ୍ଷତି, ଅପସ୍ମାର ବାତ ଓ ସ୍ୱଳ୍ପ ରକ୍ତ କଣିକା ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାପଡ଼ୁଥିଲେ ମଧ୍ୟ ସେ ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ । କ୍ଲୋରୋକ୍ୱିନ ଔଷଧ ୪- ଆମିନୋକ୍ୱିନୋଲିନ ଶ୍ରେଣୀର ଏକ ଔଷଧ । ଅଲୈଙ୍ଗିକ (asexual) ମ୍ୟାଲେରିଆ ପରଜୀବି ଉପରେ ଏହା କାମ କରେ ।

ସନ ୧୯୩୪ରେ କ୍ଲୋରୋକ୍ୱିନ ଆବିଷ୍କୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । ଏହାର ହୋଲସେଲ ମୂଲ୍ୟ ପ୍ରାୟ ୦.୦୪ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୫.୩୦ ଆମେରିକୀୟ ଡଲାର ।

ଆଧାର

Tags:

ମ୍ୟାଲେରିଆରିଉମାଟଏଡ ଆର୍ଥ୍ରାଇଟିସ

🔥 Trending searches on Wiki ଓଡ଼ିଆ:

୭୧୫ରୋମାନିଆଅଚ୍ୟୁତାନନ୍ଦ ଦାସଦ୍ରୌପଦୀ ମୁର୍ମୁକେନ୍ଦୁଝରହଳଧର ନାଗବ୍ରୋଙ୍କିଓଲାଇଟିସବିରାଟ କୋହଲୀଜୟୀରାମ ସାମଲନିର୍ମାଲ୍ୟ୨୫ ମାର୍ଚ୍ଚକାଉଁରୀ କନ୍ୟାକୁମାର ପୂର୍ଣ୍ଣିମାଓଡ଼ିଶାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରହେପାଟାଇଟିସ୪ ମାର୍ଚ୍ଚଫତୁରାନନ୍ଦପୁରାଣ୧୮୦୬ପରିସଂଖ୍ୟାନଓଡ଼ିଶାର ପର୍ବପର୍ବାଣିଗଙ୍ଗାଧର ମେହେରବିଜୁ ଜନତା ଦଳ୧୯୬୨ୟୁ ଟ୍ୟୁବବାହାରିନପ୍ରଣବ ପ୍ରକାଶ ଦାସସିକ୍ଲ ସେଲ୍ ରୋଗବର୍ଷାମନୋଜ ଦାସଙ୍କ କଥା ଓ କାହାଣୀଲଳିତ ମାନସିଂହଆମାଜନ ନ‌ଦୀସମ୍ବାଦରତ୍ନାକର ଚଇନିଶାନ୍ତନୁ କୁମାର ଆଚାର୍ଯ୍ୟଦମୟନ୍ତୀ ବେଶ୍ରାକୁନ୍ତଳା କୁମାରୀ ସାବତଜଣ୍ଡିସ୍ସିଲଡେନାଫିଲକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡଅବକାଶ ବେଶଏଷ୍ଟୋନିଆମିଳିତ ଜାତିସଂଘଏର୍ଗୋକ୍ୟାଲସିଫେରଲଇରାନକୋରାପୁଟହେଲସିଙ୍କିକମ୍ପ୍ୟୁଟର ବିଜ୍ଞାନଆଜରବୈଜାନଓଡ଼ିଶାର ଭୂଗୋଳମୁଣ୍ଡପିଛା ଆୟଭାରତୀୟ ସମ୍ବିଧାନପୃଥିବୀସିନ୍ଦୂରଓଡ଼ିଆହଂକଂଭାରତର ନ୍ୟାୟୀକ ବ୍ୟବସ୍ଥାମଙ୍ଗଳଲୋକ ସଭାମାୟାଧର ମାନସିଂହ🡆 More