କିଶୋରନଗର

]

କିଶୋରନଗର
ରାଜକିଶୋରନଗର
ସହର
କିଶୋରନଗର
କିଶୋରନଗର is located in Odisha
କିଶୋରନଗର
କିଶୋରନଗର
ଅନୁଗୋଳରେ ଅବସ୍ଥାନ, ଓଡ଼ିଶା
କିଶୋରନଗର is located in India
କିଶୋରନଗର
କିଶୋରନଗର
କିଶୋରନଗର (India)
Coordinates: 20°57′08″N 84°28′14″E / 20.952281°N 84.470604°E / 20.952281; 84.470604
ଦେଶକିଶୋରନଗର ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ
ଉପଖଣ୍ଡଆଠମଲ୍ଲିକ
Named forରାଜା କିଶୋର ଚନ୍ଦ୍ର ଦେଓ
Elevation
155 m (509 ft)
Population
 (୨୦୧୧)
 • Total୯୫୬୮୩
ଭାଷା
 • ସରକାରୀଓଡ଼ିଆ,ଇଂଲିଶ
Time zoneUTC+୫:୩୦ (IST)
ପିନ୍
୭୫୯୧୨୬
ଯାନବାହାନ ପଞ୍ଚୀକରଣଓଡ଼ି-୧୯(ଅନୁଗୋଳ)

ଓଡ଼ି -୧୫(ସମ୍ବଲପୁର) ନିକଟବର୍ତ୍ତୀ ଆର୍.ଟି.ଓ

ଓଡ଼ି -୨୭(ବୌଦ୍ଧ) ନିକଟବର୍ତ୍ତୀ ଆର୍.ଟି.ଓ
ନିକଟର୍ତ୍ତୀ ସହରଗୁଡିକଅନୁଗୁଳ, ଆଠମଲ୍ଲିକ, ସମ୍ବଲପୁର, ବୌଦ୍ଧ
ସାକ୍ଷରତା୭୯.୨୧
Websitekishorenagar.nic.in

କିଶୋରନଗର ଓଡ଼ିଶାର ଅନୁଗୋଳ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏହା ଏକ ପଞ୍ଚାୟତ ସମିତି ଏବଂ ଏହାର ଅନ୍ୟନାମ ରାଜକିଶୋରନଗର । ଏହା ଏକ ତହସିଲ ଅଞ୍ଚଳ ଓ କିଶୋରନଗର ସହର ତହସିଲର ମୁଖ୍ୟ ଦପ୍ତର । ଏହାର ଜିଲ୍ଲା ସଦର ମହକୁମା ଅନୁଗୋଳ ଏଠାରୁ ୯୧ କିଲୋମିଟର ଦୂରରେ ଅବସ୍ଥିତ । ଏହା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଏକ ବ୍ଲକ ଅଟେ। ଆଠମଲ୍ଲିକଠାରୁ ଏହାର ଦୂରତା ପ୍ରାୟ ୪୦ କିଲୋମିଟର ।

ଗମନାଗମନ

ଅନୁଗୋଳ ଜିଲ୍ଲା ସଦର ମହକୁମାଠାରୁ ଏହା ପ୍ରାୟ ୯୧ କିମି ଦୂରରେ ଏବଂ ଆଠମଲ୍ଲିକଠାରୁ ଏହା ୪୦ କିମି ଦୂରରେ ଅବସ୍ଥିତ ।

ଦର୍ଶନୀୟ ସ୍ଥାନ

ଏଠାରେ ଏକ ଶିବ ମନ୍ଦିର ରହିଅଛି ।

ସ୍ବାସ୍ଥ୍ୟ ଓ ସେବା

ଏଠାରେ ଏକ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ରହିଛି ।। ଏଠାରେ ଏକ ଥାନା ମଧ୍ୟ ରହିଛି।

ସ୍କୁଲ ଓ କଲେଜ

  • କିଶୋରନଗର ଉଚ୍ଚ ବିଦ୍ୟାଳୟ ,
  • କିଶୋରନଗର କନିଷ୍ଠ ମହାବିଦ୍ୟାଳୟ
  • କିଶୋରନଗର ସ୍ନାତକ ମହାବିଦ୍ୟାଳୟ
  • ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟ , ଅଙ୍ଗପଡ଼ା
  • ଜନତା ମହାବିଦ୍ୟାଳୟ , ବଇଣ୍ଡା
  • ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନ , କିଶୋରନଗର

ଆଧାର

Tags:

କିଶୋରନଗର ଗମନାଗମନକିଶୋରନଗର ଦର୍ଶନୀୟ ସ୍ଥାନକିଶୋରନଗର ସ୍ବାସ୍ଥ୍ୟ ଓ ସେବାକିଶୋରନଗର ସ୍କୁଲ ଓ କଲେଜକିଶୋରନଗର ଆଧାରକିଶୋରନଗର

🔥 Trending searches on Wiki ଓଡ଼ିଆ:

ଶାନ୍ତନୁ କୁମାର ଆଚାର୍ଯ୍ୟଗୋପୀନାଥ ମହାନ୍ତିଯୌନ ସମ୍ଭୋଗମହାପ୍ରସାଦପଦ୍ମ ଫୁଲଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର୧ ଅପ୍ରେଲରାମ ପ୍ରସାଦ ସିଂହପ୍ରତାପ କେଶରୀ ଦେଓଭକ୍ତ ଚରଣ ଦାସସିରୋସିସ୍ଯଶୋବନ୍ତ ଦାସଓଡ଼ିଆ ଲିପିଖମ୍ଭାତଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକାନାବିନଏଡ ହାଇପରେମେସିସ ସିଣ୍ଡ୍ରୋମବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବସନ୍ତ କୁମାର ଶତପଥୀପ୍ଲୀହାଶିବମଇ ଦିବସଭାରତର ସଂସ୍କୃତିଖାରବେଳପିଠାଗୋପାଳ ଛୋଟରାୟଭାରତପବନେଶ୍ୱର ମନ୍ଦିରଅମର ପ୍ରସାଦ ଶତପଥୀଅମରପୋଇରୋମାନିଆ୧୭୨୫ସମାଜ (ଖବରକାଗଜ)ଜଗନ୍ନାଥ ଦାସଭାଷାଖାଦ୍ୟଉଚ୍ଛ୍ୱାସ (କବିତା ସଙ୍କଳନ)କୋଚିଲାହିପୋପୋଟାମସରାଜକୃଷ୍ଣ ବୋଷଅଚ୍ୟୁତାନନ୍ଦ ଦାସବିଶ୍ୱ ପରିବେଶ ଦିବସଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀକାରୁବାକୀହରିଶଙ୍କର ମନ୍ଦିରହରିହର ମିଶ୍ର୧୯୦୦ଖୋର୍ଦ୍ଧାଜୀବସାରଆଦି ଶଙ୍କରାଚାର୍ଯ୍ୟସାହିତ୍ୟ ଭାରତୀ ସମ୍ମାନତ୍ରିନାଥ ନାଏକରମାଦେବୀ ଚୌଧୁରୀହାତୀଓଡ଼ିଶାରେ କୋଭିଡ-୧୯ ମହାମାରୀବିପିନ ନାୟକପତିତପାବନ ଯାତ୍ରାଲକ୍ଷ୍ମଣ ନାୟକକାଳୀଚରଣ ପଟ୍ଟନାୟକ୮୦୮ମହାରାଷ୍ଟ୍ରମଧୁସୂଦନ ରାଓ୩ ଅପ୍ରେଲଗୋପାଳ ଚନ୍ଦ୍ର ପ୍ରହରାଜଭୁବନେଶ୍ୱର ବେହେରାପ୍ରମିଳା ମଲ୍ଲିକକୃଷ୍ଣବୈକୁଣ୍ଠନାଥ ପଟ୍ଟନାୟକଅଖିଳ ମୋହନ ପଟ୍ଟନାୟକଆମ୍ବେଦକର ଜୟନ୍ତୀ🡆 More