କାସ୍ପିଆନ ସାଗର: ପୃଥିବୀର ସର୍ବବୃହତ ସାଗର

କାସ୍ପିଆନ ସାଗର‌ (ଫରାସୀ: دریای مازندران, ଦରୟା-ଏ-ମାଞ୍ଜଦରାନ), ଏସିଆର ଏକ ଝରଣା ଅଟେ ଯେପରି ନିଜର ବୃହତ ଆକାର କାରଣରୁ ସାଗର କୁହ ଯାଇଥାଏ । ମଧ୍ୟ ଏସିଆରେସ୍ଥିତ ଏହି ଝରଣା କ୍ଷେତ୍ରଫଳ ହିସାବରେ ବିଶ୍ୱର ସବୁଠାରୁ ବଡ଼ ଝରଣା ଅଟେ । ଏହାର କ୍ଷେତ୍ରଫଳ ୪,୩୦,୦୦୦ ବର୍ଗ କିଲୋମିଟର ତଥା ଆୟତନ ୭୮,୨୦୦ ଘନ କିଲୋମିଟର ହୋଇଥାଏ । ଏହାର କୌଣସି ବାହ୍ୟଗମନ ହୋଇ ନଥାଏ ଏବଂ ପାଣି କେବଳ ବାଷ୍ପିକରଣଦ୍ୱାରା ବାହାରକୁ ଯାଇଥାଏ । ଐତିହାସିକ ରୂପରେ ଏହା କଳା ସାଗର , ଈଜିୟନ ସାଗର ଏବଂ ଏହିପରି ଭୂମଧ୍ୟ ସାଗର ସହିତ ଯୋଡ଼ି ହୋଇଥାଏ ବୋଲି ମାନନ୍ତି , ଯାହା କାରଣରୁ ଏହାର ଅଧିକ ଘନତ୍ୱର ଆଧାରରେ ଏହାକୁ ଝରଣା କହିବା ଉଚିତ ନୁହେଁ । ଏହାର ଖାରପଣ ୧.୨ ପ୍ରତିଶତ ହୋଇଥାଏ ଯାହା ବିଶ୍ୱର ସମସ୍ତ ସମୁଦ୍ରର ଖାରପଣଠାରୁ ଭିନ୍ନ ଅଟେ ।

କାସ୍ପିଆନ ସାଗର‌
Xəzər dənizi / دریای کاسپین، دریای خزر / Каспий теңізі / Каспийское море / Hazar deňzi
କାସ୍ପିଆନ ସାଗର: ନାମୋତ୍ପତ୍ତି, ବିବରଣୀ, କିଛି ବଛା ଚିତ୍ର
The Caspian Sea as taken by the MODIS on the orbiting Terra satellite, June 2003
ଦିଗବାରେଣି41°40′N 50°40′E / 41.667°N 50.667°E / 41.667; 50.667
TypeEndorheic, Saline, Permanent, Natural
ପ୍ରାଥମିକ ଭିତରଧାରାଭୋଲଗା ନଦୀ, ଉରାଳ ନଦୀ, କୁର ନଦୀ, ତେରେକ ନଦୀ
ପ୍ରାଥମିକ ବାହାରଧାରାEvaporation
ଅବବାହିକା3,626,000 km2 (1,400,000 sq mi)
ନିଷ୍କାସନ କ୍ଷେତ୍ରସ୍ଥ  ଦେଶତୁର୍କମେନିସ୍ତାନ, କାଜାଖସ୍ତାନ, ଋଷିଆ, ଆଜରବାଇଜାନ, ଇରାନ
ସର୍ବାଧିକ ଲମ୍ବ1,030 km (640 mi)
ସର୍ବାଧିକ ଓସାର435 km (270 mi)
କ୍ଷେତ୍ରଫଳ371,000 km2 (143,200 sq mi)
ହାରାହାରି ଗଭୀରତା211 m (690 ft)
ସର୍ବାଧିକ ଗଭୀରତା1,025 m (3,360 ft)
ପାଣିର ଆୟତନ78,200 km3 (18,800 cu mi)
ଧାରଣ ସମୟ250 years
ମୁହାଣ ଲମ୍ବ17,000 km (4,300 mi)
ଭୂମି ଉଚ୍ଚତା−28 m (−92 ft)
Islands26+
ଜନବସତିBaku (Azerbaijan), Anzali (Iran), Aktau (Kazakhstan), Makhachkala (Russia), Türkmenbaşy (Turkmenistan) (see article)
ଆଧାର
1 ମୁହାଣ ଲମ୍ବା not a well-defined measure.

ନାମୋତ୍ପତ୍ତି

ସାଗରର ଦକ୍ଷିଣପଶ୍ଚିମାଞ୍ଚଳରେ ବାସ କରୁଥିବା "କାସ୍ପି" ନାମକ ଆଦିମ ଅଧିବାସୀଙ୍କ ନାମରୁ କାସ୍ପିଆନ ସାଗର‌ ନାମିତ ହୋଇଛି ।

ବିବରଣୀ

କାସ୍ପିଆନ ସାଗର‌ରେ ବିଶ୍ୱର ସମସ୍ତ ଝରଣାର ମୋଟ ଜଳର ୪୦-୪୪ % ପ୍ରତିଶତ ଜଳ ରହିଥାଏ । ତୁର୍କମେନିସ୍ତାନ, କାଜାଖସ୍ତାନ , ଋଷିଆ , ଆଜରବାଇଜାନ , ଇରାନ ଏହାର ତଟବର୍ତ୍ତୀ ଦେଶ ଅଟେ । ଏହାର ଉତ୍ତର ଭାଗର ଗଭୀରତା ୫- ୬ ମିଟର ହୋଇଥାଏ , ଯେଉଁଠାରେ କି ଦକ୍ଷିଣ ଭାଗର ଗଭୀରତା ୧୦୦୦ ମିଟର ପାଖାପାଖି ହୋଇଥାଏ । କାସ୍ପିଆନ ସାଗର‌କୁ ପ୍ରାଚୀନ ମାନଚିତ୍ରରେ ଫାଜ୍ୱିନ ମଧ୍ୟ କୁହାଯାଇଥାଏ । ଏହା ଛଡ଼ା ଏହାକୁ ଈରାନରେ ଦରୟା-ଏ-ମାଞ୍ଜଦରାନ ମଧ୍ୟ କୁହା ଯାଇଥାଏ । ୟୁରୋପରୁ ଆସିଥିବା "ବ୍ଲୋଗା ନଦୀ" ଯାହା ୟୁରୋପର ୨୦% ଭୂମିର କ୍ଷେତ୍ରକୁ ସିଞ୍ଚି ଥାଏ, କାସ୍ପିଆନ ସାଗର‌ର ୮୦% ଜଳର ସ୍ରୋତ ହୋଇଥାଏ । ଏହା ଛଡ଼ା ଅନ୍ୟ ମୁଖ୍ୟ ସ୍ରୋତ ୟୁରାଳ ନଦୀ ଅଟେ । ଏହି ସାଗରରେ ବହୁତ ଦ୍ୱୀପ ରହିଛି , ଯେଉଁଥିରେ ଆଁଗୁର୍ଜା ଆଡା ସବୁଠାରୁ ବଡ଼ ଦ୍ୱୀପ ଅଟେ ଯାହାର ଲମ୍ବା ୪୭ କିମି ଅଟେ ।

କିଛି ବଛା ଚିତ୍ର

ଆଧାର

ଅଧିକ ତଥ୍ୟ

Tags:

କାସ୍ପିଆନ ସାଗର ନାମୋତ୍ପତ୍ତିକାସ୍ପିଆନ ସାଗର ବିବରଣୀକାସ୍ପିଆନ ସାଗର କିଛି ବଛା ଚିତ୍ରକାସ୍ପିଆନ ସାଗର ଆଧାରକାସ୍ପିଆନ ସାଗର ଅଧିକ ତଥ୍ୟକାସ୍ପିଆନ ସାଗରଏସିଆମଧ୍ୟ ଏସିଆ

🔥 Trending searches on Wiki ଓଡ଼ିଆ:

ଇଣ୍ଟରନେଟଉପେନ୍ଦ୍ର ଭଞ୍ଜଦେବସ୍ନାନ ପୂର୍ଣ୍ଣିମାପ୍ରଥମ ବିଶ୍ୱଯୁଦ୍ଧ୧ ମାର୍ଚ୍ଚକରଣ (ଜାତି)ନାରାୟଣ ସାହୁ (୧୯୨୮ ଜନ୍ମ)ହରେକୃଷ୍ଣ ମହତାବ୩ (ସଂଖ୍ୟା)ଶଙ୍କର ପ୍ରସାଦ ତ୍ରିପାଠୀରାମାୟଣଗିରିଜା କୁମାର ବଳୀୟାରସିଂହଭାରତର ନଦୀ ସମୂହର ତାଲିକାକବି ପ୍ରସାଦ ମିଶ୍ରଜନ ବୀମସବ୍ରାଉଜରଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ଲକ୍ଷ୍ମୀନାରାୟଣ ସାହୁଧୃତରାଷ୍ଟ୍ର (ମହାଭାରତ)ସମୀର ରଞ୍ଜନ ଦାଶକବିସୂର୍ଯ୍ୟ ବଳଦେବ ରଥକିଶୋରଚନ୍ଦ୍ରାନନ୍ଦ ଚମ୍ପୂଅଗ୍ନ୍ୟାଶୟ ଅକ୍ଷମତାଆଣ୍ଟିସାଇକୋଟିକଯୋଗଭାରତର ସଂସ୍କୃତି୧୮ ଅପ୍ରେଲଆଖିସମୟ (କାଳ)ଜୟନାରାୟଣ ମିଶ୍ରଅହିଂସା୧୭ ଅପ୍ରେଲଅକ୍ଷୟ ମହାନ୍ତିପ୍ଲୀହାଜଗନ୍ନାଥ ଦାସକାଟୁଲୁ ରବି କୁମାରପଖାଳଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଓଡ଼ିଆ ନବବର୍ଷକୃଷ୍ଣପ୍ରସାଦ ମିଶ୍ରଲାନାଡେଲୁମାବରମାଦେବୀ ଚୌଧୁରୀରବି କାନୁନଗୋଖୋର୍ଦ୍ଧାଜହ୍ନିଓଷା୬୧୬ସରଳା ଦେବୀତାମିଲ ଭାଷାବିଶ୍ୱନାଥ କରମଧୁସୂଦନ ରାଓଦଗ୍ଧଓଡ଼ିଆଶିଶୁ ଅନନ୍ତ ଦାସଲିଚୁହନୁମାନ ଚାଳିଶାତାରାପ୍ରସାଦ ଦାସକାଳୀଚରଣ ପଟ୍ଟନାୟକପ୍ରଣବ ପ୍ରକାଶ ଦାସ୧ ଅପ୍ରେଲଚାରି ଧାମଅୟେନ୍ଦ୍ରୀ ଲୱନିୟା ରାୟନୃସିଂହନାଥ ଖୁଣ୍ଟିଆକୃଷ୍ଣଚନ୍ଦ୍ର ପାଣିଗ୍ରାହୀଶ୍ରୀ ଦେବ ରାମେଶ୍ଵର ମନ୍ଦିର🡆 More