ମହାଭାରତ କଳିଙ୍ଗ: ପ୍ରାଚୀନ ଭାରତ ର ଏକ ରାଜ୍ୟ

କଳିଙ୍ଗ ଭାରତର ଓଡ଼ିଶାର ଉପକୂଳ ଭାଗ ଓ ଆନ୍ଧ୍ର ପ୍ରଦେଶର ଆନ୍ଧ୍ରା ଭାଗକୁ ନେଇ ଗଠିତ ଏକ ପୁରାତନ ସାମ୍ରାଜ୍ୟ । ମହାଭାରତର ଦୁର୍ଯ୍ୟୋଧନଙ୍କ ପତ୍ନୀ କଳିଙ୍ଗରୁ ଥିଲେ ବୋଲି ଏଥିରେ ବର୍ଣ୍ଣିତ । ଏଥି ସକାଶେ କଳିଙ୍ଗର ଅଧିବାସୀ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରେ ଲଢ଼ାଇ କରିଥିଲେ । ପାଞ୍ଚଟି ପୂର୍ବଭାଗଆର ସାମ୍ରାଜ୍ୟ ଯଥା: ଅଙ୍ଗ (ମଝି, କେନ୍ଦ୍ରଭାଗର ବିହାର), ବଙ୍ଗ (ପଶ୍ଚିମ ବଙ୍ଗ, ବଙ୍ଗଳାଦେଶ), କଳିଙ୍ଗ ( ଓଡ଼ିଶାର ସାଗର ଉପକୂଳ ନିକଟସ୍ଥ ଭାଗ), ପୁଣ୍ଡ୍ର (ପଶ୍ଚିମ ବଙ୍ଗଳାଦେଶ ଓ ପଶ୍ଚିମବଙ୍ଗ), ସୁହମା (ଉତ୍ତର-ପଶ୍ଚିମ ବଙ୍ଗଳାଦେଶ ଓ ପଶ୍ଚିମବଙ୍ଗ) ବାବଦରେ ଏଥିରେ ବର୍ଣ୍ଣନା କରାଯାଇଅଛି । ଏଥିରେ କଳିଙ୍ଗର ଦୁଇଗୋଟି ରାଜଧାନୀ ଦନ୍ତପୁର ଓ ରାଜପୁର କଥା ବର୍ଣ୍ଣିତ । କଳିଙ୍ଗର ଅନେକ ରାଜଗାନ ସେତେବେଳ ଶାସନ କରୁଥିଲେ । ଦନ୍ତପୁର ଆଜିର ପୁରୀ ସହର ନାମରେ ପରିଚିତ ଯାହା ପୁରାଣରେ ସହଦେବଙ୍କ ଦେଇ ଅଧିକାର କରାଯାଇଥିଲା ବୋଲି ବର୍ଣ୍ଣିତ । (୫,୨୩)

ଆହୁରି ଦେଖନ୍ତୁ

ପୁରାତନ ଭାରତୀୟ ଉପମହାଦେଶର ସାମ୍ରାଜ୍ୟ

ଆଧାର

Tags:

ଆନ୍ଧ୍ର ପ୍ରଦେଶଓଡ଼ିଶାକୌରବପଶ୍ଚିମବଙ୍ଗପୁରୀବଙ୍ଗଳାଦେଶବିହାରଭାରତମହାଭାରତ

🔥 Trending searches on Wiki ଓଡ଼ିଆ:

ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟହେମନ୍ତ ଦାସଶ୍ରୀକାନ୍ତ ସାହୁପୁରୁଷୋତ୍ତମ ଦେବଭୁବନେଶ୍ୱର ବେହେରାବିବାହକାନାଡ଼ାସଜନାଭାରତୀୟ ଜାତୀୟ କଂଗ୍ରେସସ୍ନେହସାରବାବୁଶାନ୍ରତ୍ନାକର ଚଇନିୱାଟରଲୁ ଯୁଦ୍ଧଔଷଧୀୟ ଗଛଲତାମାନଙ୍କର ତାଲିକାସୁଭାଷ ଚନ୍ଦ୍ର ବୋଷମହେନ୍ଦ୍ରଗିରିନମିତା ଅଗ୍ରୱାଲଜଗନ୍ନାଥ ମନ୍ଦିରଭକ୍ତ ଚରଣ ଦାସବିଜୟ ମିଶ୍ରଶିମିଳିପାଳ ଜାତୀୟ ଉଦ୍ୟାନଚକ୍ରଧର ମହାପାତ୍ରସମ୍ବଲପୁରରବୀନ୍ଦ୍ରନାଥ ଠାକୁରରାଜେନ୍ଦ୍ର କିଶୋର ପଣ୍ଡାନବୀନ ପଟ୍ଟନାୟକପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକେଶବ କୋଇଲିହେନା ଫୁଲପଞ୍ଚସଖାଭାରତୀୟ ସମ୍ବିଧାନଓଡ଼ିଆ ଭ୍ରମଣ ସାହିତ୍ୟ୨୬ ଅପ୍ରେଲଓଡ଼ିଆ ଲିପିହେଲୋ ନେଟୱର୍କକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶା ଆଦର୍ଶ ବିଦ୍ୟାଳୟବନ୍ଦେ ଉତ୍କଳ ଜନନୀଲସ ଏଞ୍ଜଲେସ ଲେକର୍ସଆକବର୨୩ ଅପ୍ରେଲରଜପଟ୍ଟଚିତ୍ରତାରିଣୀ ମନ୍ଦିର, ଘଟଗାଁଚିତ୍ତରଞ୍ଜନ ଦାସମହାତ୍ମା ଗାନ୍ଧୀଙ୍କ ପରିବାରଅମ୍ଳଜାନପୃଥିବୀଚନ୍ଦନଏସ୍କେରିସିଆ କୋଲାଇଗୁରୁବାରଚିଲିକା ହ୍ରଦପ୍ରଦୀପ କୁମାର ପାଣିଗ୍ରାହୀସ୍ୱାଧୀନତା ଦିବସ‌ (ଭାରତ)୧୫ ଫେବୃଆରୀଇଣ୍ଟରନେଟଯୁକ୍ତରାଷ୍ଟ୍ର ଆମେରିକାତାଳଚେରଅଲାରନାଥ ମନ୍ଦିରଦୀନକୃଷ୍ଣ ଦାସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଉଇକିପିଡ଼ିଆ ସମୂହର ତାଲିକାକାଲିଫର୍ମିଅମ🡆 More