ଆଲୋକବର୍ଷ

ଆଲୋକବର୍ଷ ହେଉଛି ଏକ ଦୂରତା ମାପିବାର ଏକକ । ଏହା ସାହାଯ୍ୟରେ ମହାକାଶରେ ବିଭିନ୍ନ ମହାଜଗତିକ ବସ୍ତୁମାନଙ୍କର ଦୂରତା ମପାଯାଏ । ଏକ ଆଲୋକ ବର୍ଷର ଦୂରତା ପ୍ରାୟ ୯ ଲକ୍ଷ କୋଟି କିଲୋମିଟର(୯୦,୦୦,୦୦,୦୦,୦୦,୦୦୦) । ଆଲୋକ ବହୁତ କ୍ଷୀପ୍ର ବେଗରେ ଗତି କରିଥାଏ । ଏହ ଏକ ସେକେଣ୍ଡରେ ୨,୯୯,୭୯୩ କିଲୋମିଟର ଦୂରତା ଅତିକ୍ରମ କରିଥାଏ ଯାହାକି ପ୍ରାୟ ୩ ଲକ୍ଷ କିଲୋ ମିଟର ସହ ସମାନ । ଆନ୍ତର୍ଜାତିକ ମହାକାଶିୟ ଏକକ ଅନୁସାରେ ଏକ ଆଲୋକ ରଶ୍ମି ଏକ ବର୍ଷ(୩୬୫ ଦିନ ୬ ଘଣ୍ଟା)ରେ ମହାକାଶରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ଏକ ଆଲୋକ ବର୍ଷ କୁହାଯାଏ । ଏହି ଦୂରତାର ଏକକକୁ ଗ୍ରହ, ନକ୍ଷତ୍ର ଏବଂ ନିହାରୀକା ମାନଙ୍କର ଦୂରତା ମାପିବାକୁ ବ୍ୟବହାର କରାଯାଏ ।

ଆଧାର

Tags:

ଗ୍ରହନକ୍ଷତ୍ର

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ସଂସ୍କୃତି୫ ନଭେମ୍ବରଲସିବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅନନ୍ତ ବାସୁଦେବ ମନ୍ଦିରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଇରା ମହାନ୍ତିନଇ ଆରପାରିକୃଷ୍ଣଗୌରୀଶଙ୍କର ରାୟଜର୍ମାନୀପ୍ରେମପୁରୁଷୋତ୍ତମ ଦେବଜୟୀ ରାଜଗୁରୁଓଡ଼ିଶା ସରକାରମନୋଜ ଦାସଙ୍କ କଥା ଓ କାହାଣୀମହାଦେଶଆର୍ଯ୍ୟଭଟ୍ଟସତ୍ୟବାଦୀ ବନ ବିଦ୍ୟାଳୟଶରତ କୁମାର ମହାନ୍ତିପ୍ରଧାନ ପୃଷ୍ଠାଅଧର ପଟ୍ଟନାୟକଜୀବସାର ଗଉଦ୍ଭିଦ ବିଜ୍ଞାନଦୀନକୃଷ୍ଣ ଦାସମେସିନ ଲର୍ଣ୍ଣିଙ୍ଗ୍ବିଶ୍ୱତାପନବିନ୍ଦୁପଙ୍କଜ ଉଧାସଜିମି ୱେଲ୍ସଆଶୁତୋଷ ପରିଡ଼ାଦୀପା ସାହୁ (୧୯୮୫ ଜନ୍ମ)ଶାରଳା ପୁରସ୍କାରରାମଶଙ୍କର ରାୟକଳାହାଣ୍ଡି ଜିଲ୍ଲାବାରବାଟି ଦୁର୍ଗବୈଷ୍ଣବ ଚରଣ ସାମଲଦୁର୍ଗା ପୂଜାଯଦୁମଣି ମହାପାତ୍ରଶନିବାରକାଜାଖସ୍ତାନବିଶ୍ୱନାଥ କରସ୍ତୁତି ଚିନ୍ତାମଣିମନମୋହନ ସାମଲଦାସକାଠିଆଆମ୍ବଭାରତୀୟ ମହାକାଶ ଗବେଷଣା ସଂସ୍ଥାବିଜୟ ମିଶ୍ରସତୀ (ହିନ୍ଦୁ ଦେବୀ)ଫେବୃଆରୀପୁନମ ମିଶ୍ରଶାସ୍ତି (ଓଡ଼ିଆ କଥାଚିତ୍ର)ଓଡ଼ିଆ ଖବରକାଗଜ ତାଲିକାନରେନ୍ଦ୍ର ମୋଦୀଉଇକିପିଡ଼ିଆ ସମୂହର ତାଲିକାହୀରାକୁଦ ବନ୍ଧଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଖାସି ମାଂସ ତରକାରୀକୋଳିଓଡ଼ିଆ ନାଟକ୨୦୧୨ସୂଚନା ପ୍ରଯୁକ୍ତିବିଦ୍ୟା୧୮ ଅକ୍ଟୋବରଗୁରୁ ପ୍ରସାଦ ମହାନ୍ତିରାଧାନାଥ ରାୟମହେନ୍ଦ୍ର ସିଂହ ଧୋନିଉତ୍କଳ ବିଶ୍ୱବିଦ୍ୟାଳୟଚନ୍ଦ୍ରଶେଖର ନନ୍ଦଗୋବିନ୍ଦ ତ୍ରିପାଠୀ🡆 More