ଆତ୍ମିକା: ଭାରତୀୟ ଅଭିନେତ୍ରୀ

ଆତ୍ମିକା (ଜନ୍ମ: ୯ ଫେବୃଆରୀ ୧୯୯୩) ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାମ କରନ୍ତି । ୨୦୧୭ ମସିହାରେ ସେ ତାମିଲ କଥାଚିତ୍ର ମେସେୟା ମୁରୁକ୍କୁ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଆତ୍ମିକା
ଜନ୍ମ (1993-02-09) ୯ ଫେବୃଆରୀ ୧୯୯୩ (ବୟସ ୩୧)
ଶିକ୍ଷାଏମ୍.ଓ.ପି. ବୈଷ୍ଣବ କଲେଜ ଫର୍ ଓମେନ୍‌
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୭–ଏବେଯାଏଁ
ଉଲ୍ଲେଖନୀୟ କୃତିମେସାୟା ମୁରୁକ୍କୁ (୨୦୧୭)

ପ୍ରାରମ୍ଭିକ ଜୀବନ

ଆତ୍ମିକା ୧୯୯୩ ମସିହାର ଫେବୃଆରୀ ୯ ତାରିଖରେ କୋଏମ୍ବଟୁରଠାରେ ଜନ୍ମଗ୍ରହଣ କରିଥିଲେ । ଏମ୍.ଓ.ପି. ବୈଷ୍ଣବ କଲେଜ ଫର୍ ଓମେନ୍‌ରୁ ସ୍ନାତକ କରିବାପରେ ସେ ଚେନ୍ନାଇ ଯାଇଥିଲେ ।

ଅଭିନୟ ଜୀବନ

ଆତ୍ମିକା ଏକ କ୍ଷୁଦ୍ର ଚଳଚ୍ଚିତ୍ର ଜରିଆରେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ରାଜୀବ ମେନନଙ୍କର କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିଥିଲେ । କଲେଜରେ ପଢ଼ିବା ସମୟରେ ଅଭିନୟ ପ୍ରତି ତାଙ୍କର ରୁଚି ବଢ଼ିଥିଲା ଏବଂ ସେ କିଛି କ୍ଷୁଦ୍ର ଚଳଚ୍ଚିତ୍ରର କାମ କରିବା ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ ମଡେଲ୍ ଭାବରେ କିଛି କାମ ବି କରିଥିଲେ । ଏହାପରେ ହିପ୍‌ହପ୍ ତମିଜାର ଆଦି ତାଙ୍କ ପ୍ରୋଫାଇଲ୍ ଅନ୍‌ଲାଇନ୍‌ରେ ଦେଖିବା ପରେ ମେସାୟା ମୁରୁକ୍କୁରେ ମୁଖ୍ୟ ନାୟିକା ଭାବରେ ତାଙ୍କୁ କାମ କରିବାକୁ ଡାକିଥିଲେ । ଏହି କଥାଚିତ୍ରରେ ତାଙ୍କ ଭୂମିକା ପାଇଁ ତାଙ୍କୁ ଭଲ ପ୍ରତିକ୍ରିୟା ମିଳିଥିଲା । ସେହିବର୍ଷ ସେ କାର୍ତ୍ତିକ ନରେନଙ୍କ ନିର୍ଦ୍ଦେଶିତ କଥାଚିତ୍ର ନରାଗାସୂରନରେ କାମ କରିଥିଲେ । ସେ ଓପ୍ପୋ ଚେନ୍ନାଇ ଟାଇମ୍ସ ଫ୍ରେସ୍ ଫେସ୍ ୨୦୧୭ର ଜଣେ ବିଚାରିକା ଭାବରେ କାମ କରିଥିଲେ ।

୨୦୧୮ ମସିହାରେ ସେ କାଟ୍ଟେରୀରେ ଅଭିନୟ କରିଥିଲେ । ଫେବୃଆରୀ ୨୦୧୯ରେ, ସେ ଅଭିନେତା ଉଦୟାନିଧି ଷ୍ଟାଲିନଙ୍କ ନାୟିକା ଭାବରେ କନ୍ନାଇ ନାମ୍ବାଥେରେ ଅଭିନୟ କରିଥିଲେ । ସେପ୍ଟେମ୍ବର ୨୦୨୦ରେ, ସେ ଆନନ୍ଦ କୃଷ୍ଣନଙ୍କ ନିର୍ଦ୍ଦେଶିତ କୋଡିୟିଲ ଅରୁଭାନ ପାଇଁ ସୁଟିଂ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପୂର୍ବ କଥାଚିତ୍ରଗୁଡ଼ିକର ମୁକ୍ତିଲାଭ ବିଳମ୍ବ ହେବାରୁ ଏହି କଥାଚିତ୍ରଟି ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା, ଯାହାକି ତାଙ୍କ ଅଭିନୀତ ୨ୟ କଥାଚିତ୍ର ଭାବରେ ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା (ଗୁଡ଼ିକ) ମନ୍ତବ୍ୟ
୨୦୧୮ ମେସାୟା ମୁରୁକ୍କୁ ଭେନିଲା
୨୦୨୧ କୋଡିୟିଲ ଅରୁଭାନ ବେଦଭାଥୀ
୨୦୨୨ କାଟ୍ଟେରୀ କାମିନୀ
୨୦୨୩ କନ୍ନାଇ ନାମ୍ବାଥେ ଦିବ୍ୟା
ଥିରୁଭିନ କୁରାଲ ଭବାନୀ

ମ୍ୟୁଜିକ୍ ଭିଡିଓ

ବର୍ଷ ଗୀତ ସଙ୍ଗୀତ ମନ୍ତବ୍ୟ
୨୦୨୨ ମାୟାକିରିୟେ ଆନିବୀ

ଆଧାର

ବାହାର ଆଧାର

Tags:

ଆତ୍ମିକା ପ୍ରାରମ୍ଭିକ ଜୀବନଆତ୍ମିକା ଅଭିନୟ ଜୀବନଆତ୍ମିକା ଅଭିନୀତ କଥାଚିତ୍ରଆତ୍ମିକା ଆଧାରଆତ୍ମିକା ବାହାର ଆଧାରଆତ୍ମିକା

🔥 Trending searches on Wiki ଓଡ଼ିଆ:

ହନୁମାନବୈଷ୍ଣବ ଚରଣ ସାମଲଆଉରଙ୍ଗଜେବଉତ୍କଳ ସମ୍ମିଳନୀପଞ୍ଚସଖାମାଣବସା ଗୁରୁବାରଭୀମ ଭୋଇଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଯଦୁମଣି ମହାପାତ୍ର୧୬୬୫ଦେବଗଡ଼ ଜିଲ୍ଲାଭଗବତୀ ଚରଣ ପାଣିଗ୍ରାହୀକୁଜିବର ପ‌ତ୍ରଓଡ଼ିଆ ଭାଗବତଜର୍ମାନୀବିନୋଦ ଚନ୍ଦ୍ର ନାୟକସତ୍ୟେନ୍ଦ୍ର ନାଥ ବୋଷଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁରେନ୍ଦ୍ର ମହାନ୍ତିମୟୂରମାଲକାନଗିରି ଜିଲ୍ଲାପ୍ରଗତିବାଦୀଚନ୍ଦ୍ରଶେଖର ନନ୍ଦଜ୍ୟୋତିର୍ଲିଙ୍ଗପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଯୁକ୍ତରାଜ୍ୟମହାଦେଶ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନକାଳିଚରଣ ପଟ୍ଟନାୟକଓପନ-ସୋର୍ସ ସଫ୍ଟୱେରଓଡ଼ିଆ ଲିପିସମ୍ବଲପୁରହୃଷୀକେଶ ପଣ୍ଡାରାଜନୀତି ବିଜ୍ଞାନକୋଷ୍ଠକାଠିନ୍ୟଟିଣଏମିସ ଲୋକଅଭିରାମ ପରମହଂସବ୍ରଜନାଥ ରଥମ୍ୟାଲେରିଆ୧ (ସଂଖ୍ୟା)ଫରିନା ଆଜାଦସରସ୍ୱତୀ ସମ୍ମାନଇଣ୍ଡିଆନ ପ୍ରିମିଅର ଲିଗମହାତ୍ମା ଗାନ୍ଧୀଦେବସ୍ନାନ ପୂର୍ଣ୍ଣିମାବଳଅଷ୍ଟ୍ରେଲିଆଓଡ଼ିଆ ଭ୍ରମଣ ସାହିତ୍ୟମଧୁସୂଦନ ଦାସଗର୍ଭାଶୟ କର୍କଟହେମୋଫିଲିଆଉଇକିପିଡ଼ିଆ ସମୂହର ତାଲିକାଶ୍ରୀରାଧାଫକୀର ମୋହନ ସେନାପତିଛାରପୋକଉତ୍କଳ ବିଶ୍ୱବିଦ୍ୟାଳୟଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୧ମ ଓଡ଼ିଶା ବିଧାନ ସଭାତପସ୍ୱିନୀରାସାୟନିକ ମୌଳିକ୧୭୪୬୨୧ପାଇକ ଆଖଡ଼ାଆଣ୍ଡାମାନ ସାଗରପାପୁଆ ନିଉ ଗିନିନବଯୌବନ ବେଶଓଡ଼ିଆ ନାଟକକୁଞ୍ଜବିହାରୀ ଦାଶବିଶ୍ୱ ଏଡ୍‌ସ ଦିବସନରେନ୍ଦ୍ର ମୋଦୀଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରବଡ଼ ଏରା🡆 More